Video ଦେଖି ଆପଣ ନିଜର ହସି ଅଟକାଇ ପାରିବେ ନାହିଁ, ଥରେ ନିଶ୍ଚୟ ଦେଖନ୍ତୁ

ଆମେ ସମସ୍ତେ ବର୍ତ୍ତମାନ ଜୀବନର ଏହି ଜଞ୍ଜାଲ ମଧ୍ୟରେ ଏତେ ଫସି ଯାଇଛୁ କି ହସିବା ଭୁଲି ଯାଇଛୁ । ଯେଉଁ କାରଣରୁ ଆମେ ଚିନ୍ତାପୂର୍ଣ ଜୀବନ ମଧ୍ୟରେ ରହିବାକୁ ଲାଗୁଛୁ । ଯେତେବେଳେ କି ଆମେ ସମସ୍ତେ ଜାଣିଛୁ କି ହସିବା ଆମ ପାଇଁ କେତେ ଜରୁରୀ ଅଟେ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଦୃଶ୍ୟ ନେଇ ଆସିଛୁ ଯାହାକୁ ଦେଖି ଆପଣ ନିଜର ହସ ଅଟକାଇ ପାରିବେ ନାହିଁ ।

ଏହି ଦୃଶ୍ୟରେ ଗୋଟିଏ ମହିଳା ରାସ୍ତାରେ ଯାଉଥିବା ସମୟରେ ଅଚାନକ ଗାଡିକୁ ଗୋଟିଏ ଖୁଣ୍ଟିରେ ପିଟିଦେଲା । ଟ୍ରାଫିକ ପୋ-ଲି-ସ ସେହି ସ୍ଥାନରେ ପହଞ୍ଚି ମହିଳା ଓ କାର ଦୁର୍ଘଟଣାର ଫଟୋ ନେବାକୁ ଲାଗିଲା । ଏହା ଶୁଣିବା ପରେ ମହିଳା ଜଣକ କାର ସାମ୍ନାକୁ ଆସି ହାତରେ victory ଚିହ୍ନ ଦେଖାଇ ପୋଜ ଦେଲା । ଯେମିତି ଫେସବୁକ ପାଇଁ ତାହାର ଫଟୋ କିଳ୍କ ହେଉଛି ।

ଏହି ଦୃଶ୍ୟକୁ ଦେଖନ୍ତୁ ମହିଳା ଜଣଙ୍କ ପଛକୁ ନ ଦେଖି ରାସ୍ତାର ଅନ୍ୟ ପାର୍ଶ୍ଵକୁ ଯିବା ପାଇଁ ଚେଷ୍ଟା କରୁଲା । ଠିକ ସେହି ସମୟରେ ଗୋଟିଏ କାର ସେହି ମହିଳା ସାମ୍ନାକୁ ଚାଲି ଆସିଲା । କିନ୍ତୁ ଭାଗ୍ୟ ବଶତଃ କାହାର କିଛି କ୍ଷତି ହେଲା ନାହିଁ । କିନ୍ତୁ ସିଧା ସ୍କୂଟି ନେବା ପାଇଁ ଅସୁବିଧା ଥିଲା କାରଣ ମଝିରେ କାର ଥିଲା । ସେଥିପାଇଁ ମହିଳା ଜଣକ କାରକୁ ତିନି ଥର ଧକା ମାରିବା ପରେ ଗାଡି ବୁଲାଇ ରାସ୍ତାର ଅନ୍ୟ ପାର୍ଶ୍ଵକୁ ନେଇ ଗଲା । ବିଚରା କାର ଡ୍ରାଇଭର ।

ଏହି ଦୃଶ୍ୟରେ ଜଣେ ମହିଳା ନିଜ କୁକୁରକୁ ରାସ୍ତାରେ ବୁଲାଉ ଥିଲେ । କିନ୍ତୁ ଯେତେବେଳେ କୁକୁର ରାସ୍ତାରେ ହଗି ଦେଲା ତେବେ ତାକୁ ଉଠାଇ ପକାଇବା ପାଇଁ ମହିଳା ଜଣକ ପାଖରେ କିଛି ବି ନ ଥିଲା । ଏମିତିରେ ସେ ନିଜର ମାସ୍କରେ କୁକୁର ପଟିକୁ ଉଠାଇ ଡସବିନରେ ଫୋପାଡି ଦେଲେ ଓ ମାସ୍କ ପୁଣି ଥରେ ପିନ୍ଧି ଦେଲେ । କାରଣ ବିନା ମାସ୍କରେ ମହିଳାଙ୍କୁ ଫାଇନ ଦେବାକୁ ପଡିବ ।

ବର୍ତ୍ତମାନ ସମସ୍ତେ ଭ୍ୟାକସିନ ନେଉଛନ୍ତି । ଏହି ମହିଳାଙ୍କୁ ଦେଖନ୍ତୁ । ମମତା ନାମକ ମହିଳା ଭ୍ୟାକସିନ ନେବା ପାଇଁ ଡ଼ରୁ ଥିଲେ । କିନ୍ତୁ କେତେବେଳେ ତାଙ୍କୁ ଭ୍ୟାକସିନ ଲାଗି ଗଲା ତାହା ତାଙ୍କୁ ଜଣା ପଡିଲା ନାହିଁ ।

ଏହି ମହିଳାଙ୍କୁ ଦେଖନ୍ତୁ ଯିଏକି କାଦୁଅରୁ ନିଜର ଜୋତାକୁ ସଫା ରଖିବା ପାଇଁ ଜୋତାକୁ ଖୋଲି ହାତରେ ଧରି ଦେଲେ । କିନ୍ତୁ ଶେଷରେ ସେ ତାଙ୍କର ପୁରା ଡ୍ରେସକୁ ଖରାପ କରି ଦେଲେ ।

ମିସର ଦେଶରେ ପରମ୍ପରା ଅନୁସାରେ ଘୋଡାକୁ ନାଚିବା ପାଇଁ କୁହାଯାଉଥିଲା । କିନ୍ତୁ ଘୋଡାକୁ ଏକୁଟିଆ ନାଚିବାକୁ ଭଲ ଲାଗୁ ନ ଥିଲା । ସେଥିପାଇଁ ସେ ପାଖରେ ଛିଡା ହୋଇଥିବା ବ୍ୟକ୍ତିକୁ ଗୋଟିଏ ଗୋଇଠା ମାରିଲା । ଯାହା ପରେ ସେହି ବ୍ୟକ୍ତି ଜଣକ ବି ନାଚିଲା ।

Leave a Reply

Your email address will not be published. Required fields are marked *