ତାଲିବାନ ସୈନ୍ୟ ମାନଙ୍କର ମ୍ୟୁଜିକ ଚେୟାର ଖେଳିବାର Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବନ୍ଦୁକ ମୁନାରେ କ୍ଷମତା କୁ ଆସିଲେ କିନ୍ତୁ ଏବେ କା-ଣ୍ଡ କାରନାମା ଦେଖିଲେ ଲାଗୁଛି ଯେପରି ମାନେ କ୍ଷମତା ରେ ରହିବା ଯୋଗ୍ୟ ବି ନୁହେଁ । ଆଫଗାନିସ୍ତାନ ରେ ତାଲିବାନ ର ଗୋଟିଏ ପରେ ଗୋଟିଏ କାର୍ଯ୍ୟ କଳାପ ସେମାନଙ୍କ ମାନସିକ ସ୍ଥିତି କୁ ସାମନା କୁ ଆନୁଛି । ଏହି ଭି-ଡି-ଓ ରେ ଯେଉଁ ଦୃଶ୍ୟ ହେଉଛି ତାହା ହେଉଛି ତାଲିବାନ ମାନଙ୍କର । କିଛି ତାଲିବାନ ସୈନ୍ୟ ଏକାଠି ହୋଇ ମ୍ୟୁଜିକ ଚେୟାର ଖେଳିବାର ଦୃଶ୍ୟ ଏହି ଭି-ଡି-ଓ ରେ ହେଉଛି । ଏହି ଭି-ଡି-ଓ ରେ ତାଲିବାନ ମାନେ ମ୍ୟୁଜିକ ଚେୟାର ଖେଳୁଥିବା ବେଳେ ଜଣେ ଅନ୍ୟ ଜଣଙ୍କୁ ଢକା ଦେଇ ତଳେ ପକାଉ ଛନ୍ତି ।

କାନ୍ଧ ରେ ଓ ପିଠି ରେ ବ-ନ୍ଧୁ-କ ଓ ଗୋ-ଳା ବା-ରୁ-ଦ ଧରିଥିବା ଏହି ସୈନ୍ୟ ମାନେ ଖେଳରେ ପୁରା ମା-ତି ଯାଇଛନ୍ତି ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଜରିଆରେ ଦେଖି ପାରିବେ । ଏହା ପୂର୍ବ ରୁ ଟଏ କାର ଚଳାଇବା, ହେଲିକପ୍ଟର ପଙ୍ଖା ରେ ତାଲିବାନ ସୈନ୍ୟ ମାନେ ଦୋଳି ଝୁଲିବା ଭଳି ଘଟଣା ର ଭି-ଡି-ଓ ଖୁବ ଜୋରସୋର ରେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହୋଇଥିଲା । ବର୍ତ୍ତମାନ ତାଲିବାନ ମାନଙ୍କର ଏହି ମ୍ୟୁଜିକ ଚେୟାର ଖେଳୁଥିବା ଭି-ଡି-ଓ ଜୋରସୋର ରେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ଯାହାକୁ ଦେଖି ସମସ୍ତେ ନିନ୍ଦା ପ୍ରକାଶ କରୁଛନ୍ତି ।

ଏମାନଙ୍କୁ ବ-ନ୍ଧୁ-କ ମୁନ ରେ ଡ-ରା ଯାଇଥିଲେ ମଧ୍ୟ ଏମାନଙ୍କର ଏ ଭଳି କା-ଣ୍ଡ ବାସ୍ତବ ରେ ନିନ୍ଦନୀୟ ଅଟେ । ତାଲିବାନ ସୈନ୍ୟ ମାନେ ଏପରି ହରକତ କରି ନିଜକୁ ଅନ୍ୟ ଆଗରେ ନିନ୍ଦା କରୁଛନ୍ତି ଯାହା ସେମାନେ ନିଜେ ଜାଣିପାରୁ ନାହାନ୍ତି । ପୂର୍ବ ରୁ ହୋଇଥିବା ହେଲିକପ୍ଟର ରେ ଯେପରି ଭାବେ ରସୀ ଲଗାଇ ତାଲିବାନ ସୈନ୍ୟ ମାନେ ଦୋଳି ଝୁଲୁଥିଲେ ତାହାକୁ ନେଇ ଅନେକ ନିନ୍ଦା ପ୍ରକାଶ କରା ଯାଇଛି । ଏହି ଭି-ଡି-ଓ ରେ ତାଲିବାନ ଯେଉଁ ଛୋଟ ପିଲାଙ୍କ ଭଳି ମ୍ୟୁଜିକ ଚେୟାର ଖେଳୁଛନ୍ତି ତାହା ସତରେ ଲଜ୍ୟା ଜଣକ ଘଟଣା ଅଟେ ।

Loading...

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *