Virat Kohliଙ୍କ ପରିବାର କୁ ମିଳିଲା ଦୁଷ୍କର୍ମ ଧମକ, ଟୁଇଟ କରି ଅଭିଯୁକ୍ତ ଲେଖିଲା କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଟି-୨୦ ମ୍ଯାଚ ରେ ପା-କି-ସ୍ତା-ନ ଠାରୁ ପରାଜିତ ହେବା ପରେ ଭାରତୀୟ ଖେଳାଳୀ ମାନଙ୍କୁ ସବୁଆଡେ ସ-ମା-ଲୋ-ଚ-ନା କରା ଯାଉଛି । ପ୍ରଥମେ ମହମଦ ସମୀ ଙ୍କୁ ସମର୍ଥନ କରିବା ପରେ ବର୍ତ୍ତମାନ ଏମିତି ଆସିଛି ଧ-ମ-କ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସହ ଲ-ଜ୍ୟା ମଧ୍ୟ ଲାଗିବ । ଭାରତ ଟିମର କ୍ଯାପଟେନ ବିରାଟ କୋହଲିଙ୍କ ୯ ମାସର ଝିଅ ଗାମିକାଙ୍କୁ ମିଳିଛି ଦୁ-ଷ୍କ-ର୍ମର ଧ-ମ-କ । ଏହି ଧ-ମ-କ ଦେଇଛନ୍ତି ଜଣେ ୟୁ-ଜ-ର୍ସ । ବିରାଟ କୋହଲି ଚୁ-କ୍ତି ଉପସ୍ଥାପନ କରିବା ପରେ ମହମଦ ସମୀ ଜଣେ ଭଲ ଖେଳାଳି ହେବା ସହ ଭାରତକୁ ଅନେକ ଥର ମ୍ଯାଚ ଜିତାଇଛନ୍ତି ।

ଏହା ପରେ ତାଙ୍କ ଝିଅକୁ ଜଣେ ୟୁଜର୍ସ ସୋ-ସି-ଆ-ଲ ମି-ଡି-ଆ-ରେ- ଦୁ-ଷ୍କ-ର୍ମର ଧ-ମ-କ ଦେଇଛି । ଭାରତୀୟ କ୍ରିକେଟ ଖେଳାଳିଙ୍କ ପରିବାରକୁ ଦୁ-ଷ୍କ-ର୍ମ କଥା ପ୍ରଥମ ନୁହେଁ । ବରଂ ଏହା ପୂର୍ବରୁ ଧୋନୀଙ୍କ ଝିଅ ଜ୍ୱିହାଙ୍କୁ ମଧ୍ୟ ଦୁ-ଷ୍କ-ର୍ମର ଧ-ମ-କ ଦିଆଯାଇ ସାରିଛି । ଏଥିରେ ଜଣେ ୧୬ ବର୍ଷର ଯୁବକଙ୍କୁ ଧ-ରା ଯାଇଥିଲା । ଏହା ପରେ ଏହି ପୋଷ୍ଟକୁ ଡ଼ି-ଲି-ଟ କରା ଯାଇଥିଲା । କ୍ରିଡା ପ୍ରେମୀ ମାନେ ନିଜର ମାନବିକତା ଭୁଲି ଯାଇ କ୍ରିଡା ନାଁ ରେ ଏସବୁକୁ ବ୍ୟକ୍ତିଗତ ସ୍ତରକୁ ନେଇ ଯାଉଛନ୍ତି ।

ଏମିତି କି କିଛି ୟୁଜର୍ସ ମାନେ ଖେଳାଳୀଙ୍କ ପରିବାରକୁ ଅ-ସ-ଭ୍ୟ ଭା-ଷାରେ ଗା-ଳି ଗୁ-ଲ-ଜ କରିବାକୁ ମଧ୍ୟ ପଚଉ ନାହାନ୍ତି । ଏଭଳି ବ୍ୟକ୍ତିଙ୍କ ମା-ନ-ସି-କ ସ୍ତ-ର ଏତେ ନିମ୍ନ ଧରଣର ଯେ ବିରାଟ କୋହଲିଙ୍କ ୯ ମାସର ଝିଅକୁ ଦୁ-ଷ୍କ-ର୍ମ କରିବା ସହ ଅ-ସ-ଭ୍ୟ ଭା-ଷାର ପ୍ରୟୋଗ କରୁଛନ୍ତି । ଏହି ଘଟଣା କୁ ନେଇ ଦିଲ୍ଲୀ ମହିଳା କ-ମି-ଶ-ନ କାର୍ଜ୍ଯନୁଷ୍ଠାନ ନେବାକୁ ଆଗେଇ ଆସିଛି । ଏହି ଘଟଣା ରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋ-ଲି-ସ-କୁ ନୋ-ଟି-ସ ଜା-ରି କରିଛି ।

ଦିଲ୍ଲୀର ସ-ଇ-ଆ-ବ-ର କ୍ରା-ଇ-ମ ବ୍ରା-ଞ୍ଚ-କୁ ପ୍ରଶ୍ନ କରାଯିବା ସହ କୋହଳିଙ୍କ ଝିଅକୁ ମିଳିଥିବା ଧ-ମ-କ ବିଷୟରେ ସୂଚନା ମ-ଗା ଯାଇଛି । ଏ ପ୍ରସଙ୍ଗରେ ମା-ମ-ଲା ରୁଜୁ ହେବା ସହ ଅ-ଭି-ଯୁ-କ୍ତଙ୍କୁ -ତୁ-ର-ନ୍ତ- ଆ-ରେ-ଷ୍ଟ କରିବାକୁ ଦାବି କରିଛନ୍ତି ମହିଳା କମିଶନର ମୁଖ୍ୟ ସ୍ଵାତି ମାଳିବାଲ । ସେ କହିଛନ୍ତି ଯେ ଖେଳରେ ହା-ର ଜିତ ଲାଗି ରହିଥାଏ କିନ୍ତୁ ଖେଳାଳୀଙ୍କ ପରିବାରକୁ ଏଭଳି ଆଚରଣ ଦେଖାଇବା ଗ୍ରହଣୀୟ ନୁହେଁ । ବିରାଟଙ୍କ ଝିଅକୁ ଦୁ-ଷ୍କ-ର୍ମ କରିବାର ଖବରକୁ ପ୍ରଥମେ ଆନ୍ଧ୍ରେ ବୋଗଲ୍ସ ସେୟାର କରିଥିଲେ ।

ଏହି ଟ୍ବିଟକୁ ସେୟାର କରିବା ପରେ ଏନି ୟୁଜର୍ସ ମାନେ ନିଜର ପ୍ରତିକ୍ରିୟା ରଖିଥିଲେ । ଦେଶ କେଉଁ ଆଡେ ଗତି କରୁଛି ଓ ସୋ-ସି-ଆ-ଲ- ମି-ଡି-ଆ- ଏମିତି ଏକ ପ୍ଲାଟଫର୍ମ ପାଲଟି ଗଲାଣି ଯେଉଁଠାରେ ଏପରି ଖ-ରା-ପ କଥା କୁହା ଯାଉଛି । ଅନ୍ୟ କ୍ଷେତ୍ରରେ ସା-ଇ-ବ-ର ସେ-ଲ-କୁ ନେଇ ପ୍ରଶ୍ନ ଉଠୁଛି । ତେବେ ବିରାଟ ଓ ଅନୁଷ୍କା ସୋ-ସି-ଆ-ଲ ମି-ଡି-ଆ-ରୁ ନିଜ ଝିଅକୁ ଦୂରେଇ ରଖିବାର ନିସ୍ପତି ଠିକ ଥିଲା ବୋଲି ଜଣେ ୟୁଜର୍ସ କହିଛନ୍ତି । ତେବେ ଏହି ଘଟଣାରେ ପୋ-ଲି-ସ କଣ ପଦକ୍ଷେପ ନେଉଛି ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *