ଚୀନରୁ ଆସିଲା ଆଉ ଏକ ନୂଆ ଭାଇରସ, ସତର୍କକରାଇଲା WHO…. ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସୂଚନା ଯୋଗ୍ୟ ଯେ ଚୀନରେ ଆଉ ଏକ ଆତଙ୍କ ସୃଷ୍ଟି ହୋଇଛି । ଏଥର କୋ-ରୋ-ନା ମ-ହା-ମା-ରୀ ନୁହେଁ ବରଂ ବ୍ୟାପିଚି ଆଉ ଏକ ନୂଆ ରୋଗ । ଚୀନରେ ଏହି ନୂଆ ରୋଗର ଶି-କା-ର ହେଉଛନ୍ତି ଅନେକ ଲୋକ ଏମାନେ । ଯାହା ପାଇଁ ସେଠିକାର ଲୋକ ମାନେ ଭୟରେ ଆତଙ୍କ ହୋଇ ପଡିଛନ୍ତି । ଏହା ପରେ ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ଏମିତି ଏକ ସୂଚନା ଦେଇଛି ଯାହା ପୁରା ବିଶ୍ବରେ ଭୟର ଆତଙ୍କ କେହଲାଇ ଦେଇଛି । ତେବେ ଆସନ୍ତୁ ଜାଣିବା ସେହି ନୂଆ ରୋଗ କଣ ଯାହା ଚୀନରେ ଦ୍ରୁତ ଗତିରେ ମା-ଡି ମା-ଡି ଚାଲିଛି ।

କୋ-ରୋ-ନା ମ-ହା-ମା-ରୀ ସମୟରେ ବିଶ୍ଵକୁ ଆଉ ଏକ ଚେତାବନୀ ଦେଇଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ । ଚୀନରେ ଦ୍ରୁତ ଗତିରେ ମାଡି ଚାଲିଛି ବା-ର୍ଡ- ଫ୍ଲୁ ଭ୍ୟାରିଏଣ୍ଟ H-5 N-6 । କୁକୁଡା ମାନଙ୍କ ଶରୀରରେ ଦେଖା ଯାଉଥିବା ଏହି ଘାତକ ଭ୍ୟାରିଏଣ୍ଟ ଦ୍ରୁତ ଗତିରେ ଚୀନରେ ବ୍ୟାପିବାରେ ଲାଗିଛି । ଚୀନରେ ବର୍ତ୍ତମାନ ବା-ର୍ଡ- ଫ୍ଲୁ ଘାତକଙ୍କ ସଂଖ୍ୟା ୫୦ ପ୍ରତିଶତରେ ପହଞ୍ଚି ସାରିଲାଣି । ଏହାକୁ ନେଇ ବର୍ତତମନନ ଚି-ନ୍ତାର ବିଷୟ ସୃଷ୍ଟି ହୋଇଛି । ଏହି ନୂତନ ରୋଗକୁ ଟ୍ରାକ କରିବାକୁ ଚୀନକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି ।

ଏବେ ଚୀନରେ ଯେଉଁ ଅଂଚଳରେ ବା-ର୍ଡ- ଫ୍ଲୁ ଅଧିକ ମାତ୍ରାରେ ଦେଖା ଯାଉଛି ସେହି ଅଂଚଳକୁ ନଜରରେ ରଖା ଯିବାର ଆବଶ୍ୟକତା ରହିଛି । ଏହା ଦ୍ଵାରା ସମ୍ଭାବ୍ୟ ବି-ପ-ଦକୁ ଏଡାଇ ଦିଆଯାଇ ପାରିବ । ଏହି ନୂଆ ଭ୍ୟାରିଏଣ୍ଟକୁ ନେଇ ସୃଷ୍ଟି ହେଉଥିବା ଗଭୀର ବି-ପ-ଦକୁ ନେଇ ଚୀନର ରୋଗ ନିୟନ୍ତ୍ରଣ କେନ୍ଦ୍ର ଚି-ନ୍ତା ପ୍ରକାଶ କରିଛି । ଅନ୍ୟ କ୍ଷେତ୍ର ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି ଯେ ଯେଉଁ ଭଳି ଭାବେ ଚୀନରେ ବା-ର୍ଡ- ଫ୍ଲୁ ବ୍ୟାପିବାରେ ଲାଗିଛି ତାହାକୁ ଅଣଦେଖା କରି ହେବ ନାହି । ଏହା ଦ୍ଵାରା ସଂକ୍ରମିତ ଲୋକଙ୍କ ମୃ-ତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବ ।

ଏ ଯାଏଁ ମଣିଷରୁ ଅନ୍ୟ ମଣିଷକୁ ବା-ର୍ଡ- ଫ୍ଲୁ ବ୍ୟାପିବାର କୌଣସି ସଠିକ ପ୍ରାମାନ ମିଳି ନାହି । ଯେଉଁ ମାନେ ଏହି ସଂ-କ୍ର-ମ-ଣର ଶି-କା-ର ହୋଇଛନ୍ତି ସେମାନେ ଗଭୀର ସମସ୍ଯା ଦେଇ ଗତି କରୁଛନ୍ତି । ଏହି ନୂତନ ରୋଗର ଲକ୍ଷଣ ଥଣ୍ଡା ଓ ନିମୋନିଆ ରୋଗ ଭଳି ହୋଇଥିବା ସୂଚନା ମିଳିଛି । ସଂ-କ୍ର-ମ-ଣ ଅଧିକ ମାତ୍ରାରେ ବୃଦ୍ଧି ପାଉ ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆ ଯାଇଛି । ମୃ-ତ କୁକୁଡାଙ୍କ ଠାରୁ ଦୂରେଇ ରହିବା ପାଇଁ ଓ ଯେଉଁ ମାନେ କୁକୁଡା ରଖିଛନ୍ତି ସେମାନଙ୍କୁ ସଫା ସୁତୁରା ରହିବା ପାଇଁ ପରାମର୍ଶ ଦିଆ ଯାଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *