କଳିଯୁଗ ପରେ କେଉଁ ଯୁଗ ଆସିବ ଓ ତାହା କେମିତି ହେବ, ଜାଣିବା ପାଇଁ ଏଇଠି ଦେଖନ୍ତୁ

ତେବେ ବେଦ ପୁରାଣରେ ୪ଟି ଯୁଗ ବିଷୟରେ କୁହା ଯାଇଛି, ତେବେ ଯୁଗ ଗୁଡିକ ହେଲେ, ସତ୍ୟଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ ଓ କଳିଯୁଗ । ଏହି ସବୁ ଯୁଗ ମଧ୍ୟରୁ କଳିଯୁଗ ବହୁତ ଖରାପ ସମୟ ଅଟେ ମଣିଷ ପାଇଁ, ତେବେ ମଣିଷକୁ ଏହି ଯୁଗରେ ବହୁତ କଷ୍ଟ କୁକର୍ମ ସହିବାକୁ ହବ । ତେବେ ପୁରାଣରେ ଏହା ମଧ୍ୟ କୁହା ଯାଇଛି ଯେ ଏହି ଯୁଗରେ ଜନ୍ମ ହୋଇଥିବା ଲୋକ ବହୁତ କଷ୍ଟ ଭୋଗିବା ପାଇଁ ଏହି ଯୁଗରେ ଜନ୍ମ ହୋଇଛନ୍ତି, ତେବେ ଆସନ୍ତୁ କଳିଯୁଗ କେମିତି ସମାପ୍ତ ହବ ସେ ବିଷୟରେ ଜଣାଇବା ।

ଯେମିତି ଆତ୍ମା ଗୋଟେ ଶରୀର ତ୍ୟାଗ କରି ନୂଆ ଶରୀରରେ ବାସ କରିଥାଏ, ଯେମିତି ପୁରୁଣା ଜିନିଷ ଛାଡି ନୂଆ ବିକାଶ ହବା ନିଶ୍ଚିନ୍ତ ଅଟେ ଠିକ ସେମିତି କଳିଯୁଗ ଅନ୍ତ ହେଲେ ନୂଆ ଯୁଗ ଆରମ୍ଭ ହବ ।

Image Courtesy: Google

ତେବେ ବ୍ରହ୍ମପୁରାଣରେ କୁହା ଯାଇଛି ଯେ କଳିଯୁଗ ୪୩୨୦୦୦ ବର୍ଷ ର ହବ ଓ ସେଥିରୁ ୪୨୭୦୦୦ ଏବେ ଶେଷ ଅଛି ସେଥିପାଇଁ କୁହା ଯାଉଛି ଯେ କଳିଯୁଗ ଏବେ ସମାପ୍ତ ହବ ନାହିଁ, ଯେତେବେଳେ କଳିଯୁଗ ସମାପ୍ତ ହବ ସେହି ସମୟରେ ମଣିଷ ବୟସ କେବଳ ୧୨ ବର୍ଷ ରହିଯିବ, ମଣିଷ ମଣିଷକୁ ଦୟା କରିବ ନାହିଁ, ବ୍ରତ ଉପବାସ ଭଗବାନ ପୂଜା ଆସ୍ଥା ଭଳି କଥା କେହି ଜାଣି ନଥିବେ ।

Image Courtesy: Google

ବ୍ରହ୍ମ ପୁରାଣ ଅନୁଯାଇ କଳିଯୁଗ ୫୦୦୦ ବର୍ଷ ପରେ ଗଙ୍ଗା ନଦୀ ପୃଥିବୀରୁ ଶୁଖି ଯିବ ଓ ବୈକୁଣ୍ଠ ଧାମ ଚାଲିଯିବ ଏହା ଛଡା କଳିଯୁଗ ଅନ୍ତ ସମୟରେ ଯେତେବେଳେ କେହି ପୂଜା ପାଠ ଇତ୍ୟାଦି କରିବେ ନାହିଁ ସେହି ସମୟରେ ସବୁ ଦେବୀ ଦେବତା ନିଜ ନିଜ ଧାମରେ ବାସ କରିବେ ଓ ପୃଥିବୀ ପୂର୍ଣ ଭାବରେ ନାସ୍ତିକ ହୋଇଯିବ । ଏଠି ଲୋକ ଧନୀ କେବଳ କୁକର୍ମ ଦ୍ଵାରା ହେବେ ଓ ସଠିକ ଲୋକ କେହି ନଥିବେ । ତେବେ କଳିଯୁଗ ଅନ୍ତ ସମୟରେ ଯେତେ କୁକର୍ମ ତାଙ୍କ ସୀମା ଭାଙ୍ଗିଯିବ କେହି ସତ କାମ କରିବେ ନାହିଁ ।

Image Courtesy: Google

ତେବେ ଅଧର୍ମ ଚରମ ସୀମାରେ ରହିବ ଯାହା ପରେ ଭଗବାନ ଜଗର୍ନାଥ କଲ୍କି ଅବତାର ଧାରଣ କରି କଳିଯୁଗ ସମାପ୍ତ କରିବେ ଯାହା ପରେ ପୃଥିବୀ ୨୨ ଚକ୍ର ପୂର୍ଣ କରି ୨୩ ଚକ୍ରରେ ପ୍ରବେଶ କରିବ ଯାହା ପରେ ଆଉ ଠାରେ ସତୀଯୁଗ ଆସିବ, ତେବେ ସେହି ସମୟରେ ଲୋକଙ୍କ ବୟସ ୪୦୦୦ ବର୍ଷ ରହିବ, ଭୋତିକ ସୁଖ ଛାଡି ଲୋକ ମାନସିକ ସୁଖ ଖୋଜିବେ ଯାହା ତାଙ୍କୁ ଧାର୍ମିକ କାରଜ୍ୟରେ ପ୍ରାପ୍ତ ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *