ୟାକୁ ହିଁ କୁହନ୍ତି ପ୍ରକୃତ ସାଥି, ଆଜିକାଲି ମଣିଷ ବିଶ୍ଵାସଘାତକତା କରୁଥିବା ବେଳେ କୂକୁର ବଞ୍ଚାଊଛି ଜୀବନ

ଆଜି ଆମେ ଆପଣଙ୍କୁ ଆମ ଓଡିଶାରେ ଘଟି ଥିବା ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଗୋଟେ ସମୟ ପାଇଁ ଦୁଃଖ ଅନୁଭବ କରିବେ । ଗୋଟେ କୁକୁର ନାମ ହେଲା ଲାଡେନ ଲାଡେନ ନିଜ ମାଲିକ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଛି, ଆପଣ ମାନେ ସବୁବେଳେ କୁକୁରଙ୍କ ବିଷୟରେ ଏହା ଶୁଣିଥିବେ ଯେ କୁକୁଡ଼ା ବହୁତ ବଫାଦାର ହୋଇଥାନ୍ତି ।

Image Courtesy: Google

କୁକୁର ନିଜ ମାଲିକ ମାନଙ୍କୁ ଖରାପ ଲୋକ ଓ ଅନ୍ୟ ଜୀବ ଜନ୍ତୁ ପ୍ରତି ସାବଧାନ କରିଥାନ୍ତି । ଥରେ ଲାଡେନ ଦୁଆର ବନ୍ଧରେ ବନ୍ଧା ହୋଇଥିଲା ଓ ମାଲିକ ଛୁଆ ଭିତରେ ଖେଳୁଥିଲେ । ରାତି ହୋଇଥାଏ ଅନ୍ଧାର ହୋଇଥାଏ ହଟାତ ଗୋଟେ ବିଷାକ୍ତ ନାଗ ସାପ ଛୁଆଙ୍କ ପାଖକୁ ଗଲା ଏହା ଘର ଲୋକ ବା ଛୁଆ ମାନେ ଦେଖି ପାରିଲେ ନାହିଁ । କିନ୍ତୁ ଅନ୍ଧାର ହେଲେ ମଧ୍ୟ ଲାଡେନକୁ ନାଗ ସାପଟି ଦେଖା ଦେଇଥିଲା ନାଗ ସାପ ଦେଖିଲା ପରେ କୁକୁର ଜୋର ଜୋରସେ ଭୋକିବାକୁ ଲାଗିଲା ଯାହା ପରେ ଘର ଲୋକ କୁକୁର ପାଖକୁ ଆସିଲେ ।

Image Courtesy: Google

ଏହା ଦେଖି ଲାଡେନ ସାପକୁ ମାଲିକ ଆଗରେ ରଖିଲା ଓ ତା ପରେ ସାପ ସହ ତା ଯୁଧ ଜାରି ରଖିଲା କିଛି ସମୟ ଗଲା ପରେ ଲାଡେନ ମାଲିକ ବାଡି ନେଇ ସାପକୁ ମାରିବା ପାଇଁ ଚେଷ୍ଟା କଲେ କିନ୍ତୁ ଲାଡେନ ସାପକୁ ମାଲିକ ପାଖକୁ ଯିବାକୁ ଦେଲା ନାହିଁ ଯେମିତି କହୁଥାଏ ଏହା ଆପଣଙ୍କୁ ଖ୍ଯାତି କରିବ ମୁଁ ଅଛି । ଏହା ପରେ ଲାଡେନ ସାପକୁ କାମୁଡି କାମୁଡି ମାରି ଦେଲା । କିଛି ସମୟ ପରେ ମାଲିକ ଲାଡେନକୁ ପାଣି ପିବା ପାଇଁ ଦେଲେ ଯାହା ସେ ପିଲା ଓ ସୋଇ ପଡିଲା ମାଲିକ ଭାବିଲେ ଥକି ଯାଇଛି ତା ୧୦ – ୧୫ ମିନିଟ ପରେ ଲାଡେନ ଥରିବାକୁ ଲାଗିଲା ଯାହା ଦେଖି ମାଲିକକୁ ସନ୍ଦେହ ହେଲା ଯେ ସାପ କୁକୁରକୁ କାମୁଡି ଦେଇଚି ବଧୁଏ,

Image Courtesy: Google

ପଶୁଡକ୍ଟର ପାଖକୁ ମାଲିକ ଫୋନ କଲେ ଯାହା ପରେ ଡକ୍ଟର କହିଲେ ତାକୁ ପାଣି ଡି ଓ ତା ଶରୀର ଉପରେ ପାଣି ଢାଲ ମାଲିକ ଠିକ ସେମିତି କଲେ କିନ୍ତୁ ୧୦ ମିନିଟ ପରେ ଲାଡେନ ଏହି ଦୁନିଆ ଛାଡି ଚାଲି ଗଲା । ଦୁନିଆରେ ମଣିଷ ମଣିଷର ନୁହେଁ କିନ୍ତୁ ଗୋଟେ ପ୍ପାଶୁ ନିଜ ଚିନ୍ତା ନକରି ନିଜ ମାଲିକ ଛୁଆଙ୍କୁ ଓ ମାଲିକକୁ ଏତେ ବଡ ଦୁର୍ଘଟଣାରୁ ରକ୍ଷା କଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *