ସବୁଠୁ ଭୟଙ୍କର ବିଷଧର ସାପ! ଦେଖନ୍ତୁ ଏହି ଘରେ କେମିତି ଲୁଚି ଥିଲା ଗାଇ ଗୁହାଳରେ…. ଦେଖିଲେ ରୁମ ଟାଙ୍କୁରି ଯିବ

ଖାଇବା ପାଇଁ ପ୍ରାୟତଃ ସାପ ଘର ଭିତରକୁ ପଶି ଆସନ୍ତି । ସାପମାନଙ୍କର ପସନ୍ଦିତା ଖାଦ୍ୟ ହେଉଛି ମୂଷା । ଉତ୍ତର ପ୍ରଦେଶରେ ବ୍ରିଟିଶଙ୍କ ଠାରୁ ଭାରତ ଆଜାଦ ହେବା ପରେ ସେହି ସମୟରେ ମାଟିରେ ଘରେ ତିଆର ହେଉଥିଲା । ଯେଉଁଥିରେ ଏହିଭଳି କିଛି ବ୍ୟବସ୍ଥା ଥିଲା ଗରମ ଦିନରେ ଥଣ୍ଡା ଲାଗୁଥିଲା ଓ ଥଣ୍ଡା ଦିନରେ ଗରମ ଲାଗୁଥିଲା । ଏହି ସବୁ ମାଟି ଘରେ ସାପ ନଜର ଆସିବା ସାଧାରଣ କଥା ଅଟେ ।

ସାପ କାଟିବା ଦ୍ଵାରା ବହୁତ ଲୋକମାନଙ୍କ ଜୀବନ ଚାଲିଯାଏ । ସେଥିପାଇଁ ସାପ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଗୋଟିଏ ଚାଲ ଘରେ ଗୋଟିଏ ସାପଟି ଗାଈମାନଙ୍କୁ ଖାଦ୍ୟ ଦିଆଯାଉଥିବା ପାତ୍ର ତଳେ ସାପ ଲୁଚି ଥିଲା ।

ଏହା ଭାରତର ଏକ ଏହିଭଳି ସାପ ଅଟେ ଯିଏକି ବହୁତ ଶୀଘ୍ର ଦୌଡି ଥାଏ । ଘର ଲୋକମାନଙ୍କୁ ଯେତେବେଳେ ଏହା ବିଷୟରେ ଜଣା ପଡିଲା ତେବେ ସେମାନେ ସଙ୍ଗେ ସଙ୍ଗେ ସାପ ଧରୁଥିବା ବ୍ୟକ୍ତିଙ୍କୁ ଡାକିଲେ । ଯିଏକି ଆସି ଏହି ସାପକୁ ପ୍ରଥମେ ଘରୁ ବାହାର କରିଲେ । ସେ ଯେଉଁଭଳି ରୂପରେ ସାପକୁ ଧରିଥିଲେ ସେହିଭଳି ଆପଣ କେବେ ବି ସାପକୁ ଧରିବାକୁ ଚେଷ୍ଟା କରନ୍ତୁ ନାହିଁ ।

କାରଣ ଆପଣଙ୍କର ଅଳ୍ପ ଭୁଲ ଆପଣଙ୍କର ଜୀବନ ମଧ୍ୟ ନେଇପାରେ । ଏହି ସାପ ଦେଖିବାକୁ ସୁନ୍ଦର କିନ୍ତୁ ଏମାନଙ୍କର ବିଷ ମଣିଷଙ୍କ ପାଇଁ ବହୁତ ଭୟଙ୍କର ଅଟେ । ସାପ ଏହି ଗାଈ କୁଣ୍ଡ ମଧ୍ୟରେ ବହୁତ ସମୟ ହେବ ଲୁଚି ଥିଲା । ଘର ଲୋକମାନେ ଏହା ବିଷୟରେ ଜାଣି ପାରି ଅତି ଚାଲାକରେ ସାପକୁ ଏହି ସ୍ଥାନରେ ରଖିବାକୁ ଚେଷ୍ଟା କରିଥିଲେ । ସାପ ଧରିଥିବା ବ୍ୟକ୍ତି ଆସି ଏହି ସ୍ଥାନରୁ ସାପ ବାହାର କରିଲେ ।

ଏହା ଭାରତର ଏକ ଏମିତି ଚଞ୍ଚଲ ପ୍ରଜାତିର ସାପ ଅଟେ ଯାହା ଅତି ଶିଘ୍ର ଦୌଡି ଥାଏ । ଏହାକୁ ଧରିବା ବହୁତ ହିଁ କଷ୍ଟକର ଅଟେ । ଏମାନେ ମୂଷା ଖାଇ ଥାନ୍ତି ଓ ଯଦି ମୂଷା ନ ମିଳିଲେ ତେବେ ବେଙ୍ଗ ମଧ୍ୟ ଖାଇ ଯାଆନ୍ତି । ଏହାର ଲମ୍ବ ୮ ଫୁଟ ପାଖାପାଖି ହୋଇଥାଏ । ଏହି ସାପମାନେ ଅଧିକ ଚଞ୍ଚଲ ହୋଇଥିବାରୁ ଏମାନେ ଗୋଟି ସ୍ଥାନରେ ଅଧିକ ସମୟ ରୁହନ୍ତି ନାହିଁ ।

Leave a Reply

Your email address will not be published. Required fields are marked *