‘Yeh Rishta Kya Kehlata Hai’ ସିରିୟଲରେ ନକ୍ସର ଅଭିନୟ କରିଥିବା ଏହି ଛୋଟ ପୁଅ ଆଜି ଦେଖା ଯାଉଛନ୍ତି ବହୁତ Handsome

ସିରିଏଲ୍ ଦୁନିଆରେ ପ୍ରତିଦିନ ଆପଣଙ୍କୁ ନୁଆ ନୂଆ ଚେହେରା ଦେଖିବାକୁ ମିଳିଥାଏ କିନ୍ତୁ ଛୁଆଙ୍କ ଅଭିନୟ ଦର୍ଶକ ମାନଙ୍କ ମନ ପ୍ରାୟତଃ କିଣି ନେଇଥାନ୍ତି । ଛୁଆଙ୍କ ଅଭିନୟ ତାଙ୍କ କଥା ଷ୍ଟାଇଲ ସମସ୍ତଙ୍କୁ ପସନ୍ଦ ଆସିଥାଏ ତେବେ କିଛି ଛୁଆ କଳାକାର ଏତେ ଶୀଘ୍ର ପ୍ରସିଧ ହୋଇଥାନ୍ତି ଯେତେ ଶୀଘ୍ର ମୁଖ୍ୟ ଅଭିନେତା ଆଉ ଅଭିନେତ୍ରୀ ମଧ୍ୟ ହୁଅନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଛୋଟ କଳାକାର ବିଷୟରେ କହିବାକୁ ଯାଉଛୁ ଯିଏ ଛୋଟରୁ ପ୍ରସିଧ ହୋଇ ଯାଇଛନ୍ତି ଆଉ ଆଜି ବଡ ହେଲା ପରେ ଆଉ ହ୍ୟାଣ୍ଡସମ ଦେଖା ଯାଉଛନ୍ତି ।

ତେବେ ଆମେ କଥା କହୁଚୁ ତାଙ୍କ ନା ହେଲା ସିବାଙ୍ଗ କୋଟିଆ ଯାହାଙ୍କୁ ଆପଣ ମାନେ ୟେ ରୀସ୍ତା କ୍ୟ୍ୟ କେହଲାତା ହେ ସିରିଏଲ୍ ରେ ମୁଖ୍ୟ ଅଭିନେତା ଆଉ ଅଭିନେତ୍ରୀଙ୍କ ପୁଅ ଭୂମିକାରେ ଦେଖିବାକୁ ପାଇଥିବେ, ଏହି ସିରିଏଲ ରେ ସିବାଙ୍ଗ ନାମ ନକ୍ସ ଥିଲା ।

ଶିବାଙ୍ଗ ବହୁତ ଭଲ ଅଭିନୟ କରନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ତାଙ୍କର ଏହା ପ୍ରଥମ ଅଭିନୟ କାମ ନଥିଲା ସିରିଏଲ୍ ଆଗରୁ ସେ ଫିଲ୍ମରେ ମଧ୍ୟ କାମ କରିଛନ୍ତି ଆପଣ ମାନେ ଅକ୍ଷୟ କୁମାର ଫିଲ୍ମ ବସ ଦେଖିଥିବେ ଏହି ଫିଲ୍ମରେ ସୀବାଙ୍ଗ ଅକ୍ଷୟ କୁମାରଙ୍କ ଚୁଆବେଲ ଅଭିନୟ କରିଥିଲେ ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା କିନ୍ତୁ ଛୋଟ ବେଳ ସିନ ଅଧିକ ନ ହେବାରୁ ଶୀବାଙ୍ଗ ଙ୍କ ସିନ ବହୁତ କମ ରହିଲା ।

ଏହି ଫିଲ୍ମ ଛଡ଼ା ଷିବାଙ୍ଗ ଶ୍ରୀ ଦେବୀଙ୍କ ସହ ଫିଲ୍ମ ଇଂଲିଶ ୱିଂଲିଶ ରେ ମଧ୍ୟ କାମ କରିଥିଲେ ସେଥିରେ ମଧ୍ୟ ସେ ଶ୍ରୀ ଦେବୀଙ୍କ ପୁଅ ଅଭିନୟ କରିଥିଲେ ତେବେ ଏଠିବି ଲୋକେ ତାଙ୍କୁ କିଛି ଖାସ୍ ବୁଝି ପାରିଲେ ନାହିଁ । ଏହା ପରେ ସେ ସିରିଏଲ୍ ୟେ ରୀସ୍ତା କ୍ୟା କେହଲାତା ହେ ରେ ଆସିଲେ ଆଉ ତାଙ୍କ ଅଭିନୟ ଲୋକଙ୍କ ମନ ରେ ନିଜର ଗୋଟେ ଅଲଗା ଚିତ୍ର ଆଙ୍କି ଦେଲା ଯାହା ସମସ୍ତଙ୍କୁ ପସନ୍ଦ ଆସିଥିଲା ।

ସିବଙ୍ଗ ବର୍ତ୍ତମାନ ବଡ ହୋଇ ଯାଇଛନ୍ତି ଆଉ ତାଙ୍କ ବିଚାର ଅନୁଯାଇ ଚଲଚିତ୍ର ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠାରେ କାମ ଜେ ପର୍ଯ୍ୟନ୍ତ ପାଉଛନ୍ତି ସେ ପର୍ଯ୍ୟନ୍ତ ସବୁ କିଛି ଭଲ ରହିବ କିନ୍ତୁ କାମ ବନ୍ଦ ହେଲେ ଆପଣ କିଛି କରି ପାରିବେ ନାହିଁ ।

ତାଙ୍କ ଅନୁଯାଇ ସେ ମେକାନିକାଲ ଇଞ୍ଜିନିୟର ହବାକୁ ଈଛା କରନ୍ତି ଆଉ ତା ସହ ନିଜ ପ୍ୟାସନ୍ ପାଇଁ ସେ ବିଜ୍ଞାପନ କରିବା ପାଇଁ ଇଛା ରଖନ୍ତି କିନ୍ତୁ ପୂର୍ଣ୍ଣ ତଃ ଏହି ଚଲଚିତ୍ର ଦୁନିଆରେ ଆସିବାର ତାଙ୍କର କିଛି ଇରାଦା ନାହିଁ ବୋଲି ସେ କହିଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *