ଯୁବରାଜ ସିଂହଙ୍କର ଖୁଲାସା ! କହିଲେ ହଟାତ ୨୦୧୯ ୱାର୍ଲ୍ଡ କପ ମଧ୍ୟ ରେ ଏଇଥିପାଇଁ ନେଲି ସନ୍ୟାସ

ଯୁବରାଜ ସିଂହ ଏହି ଦୁଃଖ ଖବର ୱାର୍ଲ୍ଡ କପ ୨୦୧୯ ମଧ୍ୟ ରେ ସେତେବେଳେ ଦେଲେ ଯେବେ ଇଣ୍ଡିଆ ଇଂଲଣ୍ଡ ରେ ହେଉଥିବା ଏହି ବର୍ଷ ୱାର୍ଲ୍ଡ କପ ରେ ଭଲ ପ୍ରଦର୍ଶନ କରୁଥିଲେ । ଟିମ ଇଣ୍ଡିଆ ର ପୂର୍ବ ଅଲରାଉଣ୍ଡର ଖେଳାଳି ଯୁବରାଜ ସିଂହ କିଛି ଦିନ ପୂର୍ବରୁ ସନ୍ୟାସ ନବା ପାଇଁ କହିଛନ୍ତି ଏହି କଥା ପାଇଁ ଶୁଣି ତାଙ୍କର ଫ୍ୟାନ୍ସ ମାନେ ବହୁତ ମନ ଖର୍ପ କରିଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଦେବୁ ସମ୍ପୁର୍ଣ୍ଣ ଖବର ।

କାହିଁକି କ୍ରିକେଟ ରୁ ନେଲେ ସନ୍ୟାସ, ନିଜେ ଏହି କଥାର ଖୁଲସା କାଲେ ଯୁବରାଜ ।

ୟୁବରାଜ ସିଂହ ଏହି କଥା ୨୦୧୯ ୱାର୍ଲ୍ଡ କପ ମଝିରେ କହିଲେ ଯେତେବେଳେ ଟିମ ଇଣ୍ଡିଆ ଇଂଲଣ୍ଡ ରେ ଏହି ୱାର୍ଲ୍ଡ କପ ପାଇଁ ଲଗାତର ଭଲ ପ୍ରଦର୍ଶନ କରୁଥିଲେ । ୟୁବରାଜ ସିଂହ ଏବେ ଏହି କଥା ର ସତ୍ୟତା କହିଲେ କି  ତାଙ୍କୁ ଏମିତିକା ନିର୍ଣ୍ଣୟ କଣ ପାଇଁ ନେବାକୁ ପଡିଲା । ଇଣ୍ଡିଆ ଟୁଡେ ରେ ଏକ ଖାସ ଇନ୍ଟରଭିଉ ରେ ୟୁବରାଜ ସିଂହ କହିଲେ ‘ସେହି ସମୟ ରେ ମୋ ମନ ରେ ବହୁତ ପ୍ରକାର କଥା ଚାଲୁଥିଲା । ମତେ ଲାଗିଲା ୱାର୍ଲ୍ଡ  କପ ଆରମ୍ଭ ହୋଇଯାଇଛି ଏବଂ ଟିମ ବି ଆଗକୁ ବଢି ଯାଇଛି ।

ମୁ ଇଣ୍ଡିଆ ବାହାରେ ଖେଳିବାକୁ ଚାହୁଁଥିଲି । ମୋ ଜୀବନ ଆଗକୁ ବଢି ପାରୁ ନଥିଲା । ‘ୟୁବରାଜ ସିଂହ କହିଲେ‘ ମୋ ବାହାଘର ୨-୩ ବର୍ଷ ହେଇଯାଇଥିଲା ଏବଂ ମୁଁ ମୋ ନିଜ ଜୀବନ ଉପରେ ଧ୍ୟାନ ଦବାକୁ ଚାହୁଁଥିଲି ଏବଂ କ୍ୟାରିୟର ର ଅନ୍ତିମ ରେ ମତେ ଟିକ ପ୍ରେସର ଲାଗିଲା । ସେତେବେଳେ ମତେ ଲାଗିଲା ରୀଟାୟର୍ମେଣ୍ଟ ପାଇଁ ଏହା ଉଚିତ ସମୟ । ୨୦୧୧ ୱାର୍ଲ୍ଡ କପ ରେ ହିରୋ ଥିବା ୟୁବରାଜ ସିଂହ କେନ୍ସର ରୁ ଫେରିବା ପରେ କୌଣସି ଦିନିକିଆ ୱାର୍ଲ୍ଡ କପ ଖେଳି ନାହାନ୍ତି ।

ଯେତେବେଳେ ତାଙ୍କୁ ପଚରା ଗଲା ଆପଣ ୱାର୍ଲ୍ଡ କପ ଖେଳିବାକୁ ଚହୁଁଛନ୍ତି ସେ କହିଥିଲେ ହଁ ମୁ ୨୦୧୯ ୱାର୍ଲ୍ଡ କପ ଖେଳିବାକୁ ଚାହେଁ । ୱାର୍ଲ୍ଡ କପ ୨୦୧୯ ପୂର୍ବରୁ ମୁଁ ୩୭ ବର୍ଷ ର ହୋଇଗଲି ଏବଂ କେତେ ଜିନିଷ ମୋ ପକ୍ଷରେ ସମ୍ଭବ ନଥିଲେ । ମତେ ଲାଗୁଛି କି ମୁଁ ଗୋଟେ ୱାର୍ଲ୍ଡ କପ ନ ଖେଳି ପସ୍ତେଇବା ଅପେକ୍ଷା ଏହି କଥା ପାଇଁ ଖୁସି ହବାକୁ ଚାହୁଁଛି କି ମୁଁ ଯେତେ ଦିନ ଖେଳିଲି ସେଥି ପାଇଁ ସମସ୍ତଙ୍କ ଆଭାରି ଅଛି । ୟୁବରାଜ ସିଂହ କୁ ଏହି କଥା ପାଇଁ ଖୁସି ଅଛି କି ସେ ଉଚିତ ସମୟ ରେ ଅବସର ନେଇଛନ୍ତି ।

Leave a Reply

Your email address will not be published. Required fields are marked *