ନମସ୍କାର ବନ୍ଧୁଗଣ । ଆପଣ ମାନେ ଦ୍ରୌପଦୀ ମୁର୍ମୁ ଙ୍କୁ ଭାରତର ଭାବି ରାଷ୍ଟ୍ରପତି ଭାବେ ଘୋଷଣା କରା ଯାଇଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି କ୍ଷେତ୍ର ରେ ଓଡିଆର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦ୍ରୌପଦୀ ମୁର୍ମୁ ଙ୍କୁ ସହଯୋଗର ହାତ ବଢାଇଛନ୍ତି । ଯାହା ପାଇଁ ଦ୍ରୌପଦୀ ମୁର୍ମୁ ଙ୍କ ସୁରକ୍ଷା କୁ ନେଇ ଏବେ ଜୋର ସୋର ଯୋଜନା ପ୍ରସ୍ତୁତ ଚଳାଇଛି । ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବ ପରେ ଦ୍ରୌପଦୀ ମୁର୍ମୁ କୁ ମିଳିଲା Z Plus ଶିକୁରୀଟି ।
ଏଣିକି ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁ ଯେଉଁ ଆଡେ ବି ଯିବେ ତାଙ୍କୁ Z Plus ସୁରକ୍ଷା ମିଳିବ । ତେବେ ଆସନ୍ତୁ ଜାଣିବା କେଉଁ ମାନଙ୍କୁ ମିଳିଥାଏ Z Plus ଶିକୁରୀଟି ଓ ଆଉ ଏହି ସୁରକ୍ଷା ମିଳିଲେ କେତେ ଜଣ ସୁରକ୍ଷା କର୍ମୀ ରହିଥାନ୍ତି । ପ୍ରଥମେ ଖବର ନିଆଯାଏ କି ସେହି ବ୍ୟକ୍ତି ଙ୍କ ଜୀବନ ପ୍ରତି କେତେ ବିପଦ ରହିଛି । ପୁରା ରିପୋର୍ଟ ପାଇବା ପରେ ସେହି ବ୍ୟକ୍ତି ଙ୍କୁ ସୁରକ୍ଷା ପ୍ରଦାନ କରାଯାଏ ।
ରାଜ୍ୟର ମୁଖ୍ୟ ଶାସନ ସଚିବ, ଗ୍ରହ ସଚିବ ଓ ପୋଲିସ ମହା ନିର୍ଦ୍ଦେଶକ ସମ୍ପୂର୍କ୍ତ ବ୍ୟକ୍ତି ଙ୍କ ସୁରକ୍ଷା କେଉଁ ପ୍ରକାରର ରହିବ ସେ ନେଇ ନିର୍ଧାରଣ କରନ୍ତି । ଜେଡ ପ୍ଲସ ସୁରକ୍ଷା ରେ ଯେଉଁ ବ୍ୟକ୍ତି ମାନେ ରୁହନ୍ତୁ ସେମାନଙ୍କୁ ପୋଲିସ ସହ ସ୍ଵତନ୍ତ୍ର କମାଣ୍ଡର ଏମାନେ ମଧ୍ୟ ସୁରକ୍ଷା ଦେଇଥାନ୍ତି । ସାଧାରଣତ ଏନଏସଜି କମାଣ୍ଡର ମାନେ ଜେଡ ପ୍ଲସ ସୁରକ୍ଷା ଦେଇଥାନ୍ତି ।
କିନ୍ତୁ ଏବେ CISF ଯବାନ ମାନେ ମଧ୍ୟ ଜେଡ ପ୍ଲସ ସୁରକ୍ଷା ରେ ନିୟୋଜିତ ହେଲେଣି । ଜେଡ ପ୍ଲସ ପାଉଥିବା ବ୍ୟକ୍ତି ଙ୍କ ସହ ୩୬ ରୁ ଅଧିକ କମାଣ୍ଡର ଦିନ ରାତି ରହୁଥିବା ବେଳେ ୧୦ ଜଣ NAC କମାଣ୍ଡର ସୁରକ୍ଷା ରେ ନିୟୋଜିତ ରୁହନ୍ତି । କୁହାଯାଏ ଜେଡ ପ୍ଲସ ସୁରକ୍ଷା ମିଳୁଥିବା ବ୍ୟକ୍ତି ଙ୍କ ପାଖରେ ବିନା ଅନୁମତିରେ ପହଞ୍ଚିବା କଷ୍ଟକର ହୋଇଥାଏ ।
ତେବେ ସୁରକ୍ଷା ବଳୟର ସର୍ବୋଚ୍ଚ ସ୍ତର ହେଉଛି SPG ଅର୍ଥାତ ସ୍ପେଶଲ ପ୍ରୋଟେକ୍ସନ ଟୁର । ଯାହା ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାକୁ ମିଳୁଛି । ସେହିପରି x y y+ ଜେଡ ପ୍ଲସ ପରି ସର୍ବୋଚ୍ଚ ସ୍ତର ର ସୁରକ୍ଷା ମଧ୍ୟ ଦେଶର ଗୁରୁତ୍ଵ ପୂର୍ଣ୍ଣ ବ୍ୟକ୍ତି ଙ୍କୁ ଦିଆ ଯାଇଥାଏ ।
ତେବେ ଜେଡ ପ୍ଲସ ସୁରକ୍ଷା ବଳରେ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ବା ଅନ୍ୟ ବଡ ବଡ ନେତା ମାନେ ସୁରକ୍ଷା ରେ ରହି ପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।