କଳା ପାଣିର କଳା କାହାଣୀ, ଯାହାର ନାଁ ଶୁଣିଲେ ଥରନ୍ତି କଏଦୀ… କଣ ଆପଣ ଜାଣିଛନ୍ତି ଏହି Jailର ରହସ୍ୟ

ବନ୍ଧୁଗଣ ଯାହାର ନାଁ ଶୁଣିଲେ ଦେହ ଥରେ, ମନରେ ଖେଳିଯାଏ ଅଜଣା ଭୟ । ସେହି ସ୍ଥାନ ହେଉଛି କଳାପାଣି ଦଣ୍ଡ । ଯେଉଁ ଜାଗର ନାଁ ଶୁଣିଲେ ଦେହ ଓ ମନ ଥଋ ଉଠେ । ଅତୀତରେ କଳାପାଣି ଦଣ୍ଡର ନାଁ ଶୁଣିଲେ କଏଦୀ ମାନେ ଠାରୁଥିଲେ । ସତ କହିବାକୁ ଗଲେ ଏହା ଏକ ଜେଲ ଯାହା ଏକ ସିକ୍ଯୁଲାର ଜେଲ ନାମରେ ଜଣାଶୁଣା । ଆଣ୍ଡାମାନ ନିକୋବର ଦ୍ଵିପପୁଞ୍ଜର ବୋଟବ୍ଲେୟର ରେ ଏହି କଳାପାଣି ରହିଛି ।

ଭାରତ ଠାରୁ ହଜାର ହଜାର କିମି ଦୂରରେ ଥିବା ଏହି ଜେଲକୁ ଇଂରେଜ ମାନେ ତିଆରି କରିଥିଲେ । ଯେଉଁ ଥରେ ଭାରତର ସ୍ଵତନ୍ତ୍ରତାର ସୁନାମିକୁ ବନ୍ଦୀ କରି ରଖାଯାଇଥିଲା । କିନ୍ତୁ ସଂସ୍କୃତ ଭାଷାରେ କଳାପାଣିର ଅର୍ଥ ହେଉଛି ମୃତ୍ୟୁର ସ୍ଥାନ । ଯେଉଁ ଜାଗାକୁ ଥରେ ଯିଏ ଯାଏ ଆଉ ଫେରେ ନାହି । ତେବେ ଇଂରେଜ ମାନେ ଏହାର ନାମ ସିକ୍ଯୁଲାର ରଖିବା ପଚରା ଏକା ଆଶ୍ଚର୍ଯ୍ୟ ଜନକ କାରଣ ମଧ୍ୟ ରହିଛି ।

ଏହାର କାରଣ ହେଉଛି ୧୮୫୭ ଖ୍ରୀଷ୍ଟାବ୍ଦ ରେ କଳାପାଣିର ଏହି କାରାଗାର ରେ ମୂଳଦୁଆ ପଡି ୧୯୦୬ ମସିହାରେ କାମ ଶେଷ ହୋଇଥିଲା । ସେତେବେଳେ କଏଦୀ ଙ୍କୁ ପାଇଁ ତିଆରି ହୋଇଥିବା ଏହି ସିକ୍ଯୁଲାର ଜେଲରେ ୬୯୮ଟି କୋଠରି ରହିଥିଲା । ପ୍ରତେକ କୋଠରି ୧୫.୮ ଫୁଟ ହୋଇଥିବା ବେଳେ କଏଦୀ ମାନେ ପରସ୍ପର ସହ କଥା ନ ହେବ ପାଇଁ କୋଠରି ଗୁଡିକରେ ୩ ମିଟର ଉଚ୍ଚର ସ୍କ୍ଯାଏ ଲାଇଟ ତିଆରି ହୋଇଥିଲା ।

ଏହି ଜେଲ ରେ ଯେଉଁ ମାନେ ଯାଉଥିଲେ ଇଂରେଜ ମାନେ ତାଙ୍କ ପ୍ରତି ବହୁତ ଅତ୍ୟାଚାର କରୁଥିଲେ ବୋଲି କୁହା ଯାଉଛି । କଏଦୀ ଙ୍କ ପାଇଁ ପାଲଟି ଥିବା କଳାପାଣି ଜେଲର ଚତୁପାର୍ଶ୍ଵ ରେ ରହିଛି ଗଭୀର ସମୁଦ୍ର । ହଜାର ହଜା କିମି ପରଜ୍ଯ ଲମ୍ବିଥିବା ଏହି ଅଚଳ ସମୁଦ୍ରକୁ ପାର କରିବା ପାଇଁ କୌଣସି ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ । ଯଦି କୌଣସି କଏଦୀ ଜେଲ ରୁ ଖସି ପଳାୟନ କରିବାକୁ ଚେଷ୍ଟା କରେ ତେବେ ସେହି ଗଭୀର ସମୁଦ୍ର ଭିତରେ ବୁଡି ମାରିବା ସାରା ଅଟେ ।

ଏମିତିକି ଏଠାରେ କଏଦୀ ମାନଙ୍କ ପାଇଁ ସ୍ଵତନ୍ତ୍ର କୋଠରି ରହିଥିଲା । ଯେଉଁଠି କଏଦୀ ମାନେ ଅଲଗା ଅଲଗା ରହିବା ସହ କେହି କାହା ସହ କଥା ହୋଇପାରୁ ନ ଥିଲେ । ଏହି କାରଣରୁ କଳାପାଣି ଜେଲ କୁ ସ୍ଵତନ୍ତ୍ର ସେଲୁଲାର ଜେଲ ବୋଲି ମଧ୍ୟ କୁହାଯାଏ । ଏତେବ ସବୁ ବାଦ ଏହି ଜେଲରେ ବନ୍ଦୀ ଜୀବନ କାଟୁଥିବା ଅନେକ ଭାରତୀୟଙ୍କୁ ଫାଶୀ ଦଣ୍ଡ ଦିଆ ଯାଇଛି ।

ଆଜି ବି ଏଠାରେ ବହୁ ବନ୍ଦୀଙ୍କ ମୃତ୍ୟୁ ହୋଇଛି । ଯାହାର କାରଣ ଏ ଯାଏ ଜଣା ପଡି ନାହି । ଭାରତୀୟଙ୍କ ଲହୁ ଓ ଲୁହରେ ଏହି ଜେଲ ଜରଜିତ ହୋଇଥିବାରୁ ଭାରତୀୟ ଇତିହାସରେ ଏହାକୁ ଅନ୍ଧକାରର ଅଧୟୟ କୁହାଯାଏ ।

ବନ୍ଧୁଗଣ ଆପଣ ମାନଙ୍କର କଳାପାଣି ଜେଲ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *