ପ୍ରେମିକ ଙ୍କ ଠୁ ବହୁତ ଥର ମାଡ ଖାଇ ସାରିଲେଣି ଏହି ବଲିଉଡ ର ଅଭିନେତ୍ରୀ ମାନେ । ତିନି ନମ୍ବର ଙ୍କ ସହିତ ହୋଇଛି କିଛି ଖରାପ ।

ଭାରତ ରେ ମହିଳା ଙ୍କୁ ଗୋଟିଏ ପଟେ ଦେବୀ ବୋଲି କୁହାଯାଏ ଓ ଅନ୍ୟ ପଟରେ ତାକୁ ନିର୍ଜାତନା ବି ଦିଆଯାଏ । ଏହି ପରି ଭାବରେ ଭାରତ ରେ ସବୁଆଡେ ମହିଳା ଙ୍କ ସହିତ ଏପରି ଅତ୍ୟାଚାର ସବୁବେଳେ ହୋଇ ରହିଥାଏ । କିନ୍ତୁ ଏହି ଘଟଣା ଗୁଡିକ ଯଦି କେହି ଗରିବ ଘରର ବହୁ ବା ଝିଅ ସହିତ ହୋଇଥାଏ ତ ଠିକ୍ ଅଛି । କାରଣ ସେମାନଙ୍କ ପାଖରେ ଏତେ ସାମର୍ଥ୍ୟ ନଥାଏ କି ସେମାନେ ଏପରି କାର୍ଯ୍ଯ ଉପରେ କାର୍ଯ୍ଯ ଅନୁଷ୍ଟାନ ଗ୍ରହଣ କରି ପାରିବେ କିନ୍ତୁ ଏପରି ସ୍ଥଳ ରେ ଯଦି କୈଣସି ବଡ ଘରର ଝିଅ ବା ବହୁଙ୍କ ସହିତ ଏପରି ହୁଏ ତ କଥା ବହୁତ ଆଗକୁ ଯାଇଥାଏ । ବା ସେମାନେ ନିଜର ସମ୍ମାନ କୁ ବଞ୍ଚିବା ପାଇଁ କାହାକୁ କହିବା ପାଇଁ ଲାଜ କରିଥାନ୍ତି ।

ତେବେ ଏହି ପରି ଭାବେ ବହୁତ ବହୁତ ବଲିଉଡ ଅଭିନେତ୍ରୀ ଙ୍କ ସହବି ହୋଇଛି ଆମେ ଆଜି ଆପଣଙ୍କୁ କହିବା ପାଇଁ ଜାଉଛୁ । ଏପରି କିଛି ଅଭିନେତ୍ରୀ ରହିଛନ୍ତି ଯେଉଁମାନଙ୍କ ଉପରେ ଉପରେ ତାଙ୍କର ବୟଫ୍ରେଣ୍ଡ ବା ନିଜର ସ୍ବାମୀ ହାତ ଉଠାଇବାର ଦେଖା ଦେଇଛନ୍ତି । ତେବେ ଆସନ୍ତୁ ଜାଣଇବା କିଏ କିଏ ଏହି ଅଭିନେତ୍ରୀ ।

ନିଜର ସ୍ବାମୀ ବା ବୟଫ୍ରେଣ୍ଡ ଙ୍କ ହାତରୁ ବାଡିଆ ଖାଇଥିବା ଅଭିନେତ୍ରୀ ।

1. କଙ୍ଗନା ରାନାୱତ ।


ଦିନ ଥିଲା ଜେତେବେଳେ କଙ୍ଗନା ଙ୍କ ସ୍ବାମୀ ଆଦିତ୍ୟ ବହୁତ ମଦ୍ୟପାନ କରୁଥିଲେ ଓ ପରେ ସେ କଙ୍ଗନା ଙ୍କ ଉପରେ ବହୁତ ଅତ୍ୟଚାର କରିଥିଲେ । ତେବେ କଙ୍ଗନା ଆଦିତ୍ୟଙ୍କ ବିରୁଦ୍ଧ ରେ ଆଇଆର ରୁଜୁ କରିଥିଲେ ।

2. କରିସ୍ମା କୋପୁର ।


2004 ରେ କରିସ୍ମା ଦିଲ୍ଲୀ ର ଏକ ବିଜନେସ୍ ମନ୍ୟ ସଂଞୟ କୋପୁର କୁ ବିବାହ କରିଥିଲେ ।ଓ ପରେ ସେମାନଙ୍କର ଡିଭୋର୍ସ ହୋଇଥିଲା । ପରେ କରିସ୍ମା କହିଥିଲେ କି ସେ ସବୁବେଳେ ତାଙ୍କ ଉପରେ ହାତ ଉଠାଉଥିଲେ ।

3. ଦିକ୍ଷିତା ତିୱାରୀ


ଟିଭି ର ପପୁଲାର ଅଭିନେତ୍ରୀ କ୍ଷିତା ତିୱାରୀ ଦିନ ଥିଲା କି ସେ ରାଜା ଚୈଧିରୀ ନାମକ ବ୍ୟକ୍ତି ଙ୍କ ବିବାହ କରିଥିଲେ ।ହେଲେ କିଛି ସମୟ କ ବହୁତ ଭଲ ଥିଲା ହେଲେ ପରେ ଧିରେ ଧିରେ । ରାଜା କ୍ଷିତା ଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଥିଲେ । ଏମିତି ଚାଲିବାରୁ କିଛିଦିନ ପରେ କ୍ଷିତା ତାଙ୍କୁ ଡିଭର୍ସ ଦେଇଥିଲେ ।

4. ଅୟସୂର୍ୟା ରାୟ ।


ଅୟସୂର୍ୟା ରାୟ ସଲମାନ ଙ୍କ ସହିତ ବିବାହ ତ କରି ନଥିଲେ କିନ୍ତୁ । ଏମିତି ହେଉଥିଲା ସଲମାନ ଅୟସୂର୍ୟା ରାୟ ଙ୍କୁ ନେଇ ଏତେ ଭାବ ପ୍ରିୟ ହୋଇ ଯାଉଥିଲେ କି ତାଙ୍କ ମଧ୍ୟରେ ସବୁ ବେଳେ ଝଗଡା ସୃଷ୍ଟି ହେଉଥିଲା । ଓ ପରେ ଏପରି ବି ଖବର ଆସିଥିଲା କି ସଲମାନ ରାଗି ଅୟସୂର୍ୟା ଙ୍କ ଉପରେ ହାତ ବି ଉଠାଇ ଦେଇଥିଲେ । ପରେ ଏପରି ଗୁଣ ଦେଖି ଅୟସୂର୍ୟା ସଲମାନଙ୍କ ପାଖ ମାଡିବା ଛାଡିଦେଲେ ।

Leave a Reply

Your email address will not be published. Required fields are marked *