ମହାଭାରତ ଯୁଦ୍ଧ୍ଯ ର ଅଦ୍ଭୁତ ରହସ୍ୟ । ଯେଉଁ ବିଷୟରେ 99% ଲୋକ ଜାଣି ନାହାନ୍ତି ।

ଆପଣ ମାନେ ମାହାଭାରତ ବିଷୟ ବହୁତ ଭଲ ଭାବରେ ଶୁଣିଥିବେ , କିନ୍ତିୁ ଏପରି ବହୁତ ଲୋକ ରହିଛନ୍ତି ଯେଉଁମାନେ କି ମହାଭାରତ ର ଯୁଦ୍ଧ୍ୟ ଯୋଡିତ ବହୁତ ରହସ୍ୟ ଜାଣି ନଥିବେ । ମହାଭାରତ ରେ ବହୁତ ଘଟଣା ବିଷୟ ରେ ତଥା ଜ୍ଞାନ ଓ ବିଜ୍ଞାନ ବିଷୟ ରେ ରହସ୍ୟ ଲୁଚି ରହିଛି । ଆପଣ ଭାବୁଥିବେ କି ମହା ଭାରତର ଯୁଦ୍ଧ୍ୟ ପରେ ହିଁ ଏହି ଭାଗର ସମାପ୍ତ ହୋଇଥିଲା କିନ୍ତୁ ଆପଣ ବହୁତ ଭୁଲ ଭାବୁଛନ୍ତି । ସତ କହିବା ପାଇଁ ଗଲେ ମହାଭାରତ ର ଯୁଦ୍ଧ୍ୟ ପରେ ହିଁ ଏହାର ଆରମ୍ଭ ହୋଇଥିଲା । ଆପଣ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଅସ୍ବଥମା ଏବେ ପର୍ଯ୍ଯନ୍ତ କାହିଁକି ଜୀବିତ ରହିଛନ୍ତି । କାହିଁକି ଯଦୁବଂଶ ର ନାଶ ହୋଇଥିଲା ଏହାର କାରଣ କଣ । ଆପଣ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ନାହିଁ ତେବେ ଆଜିକା ସମୟରେ ଆସନ୍ତୁ ଜାଣିବା

ଆମେ ଆଜି ଯେଉଁ କଥା କହିବା ପାଇଁ ଚାହୁଁଛୁ । ତାହା ଆପଣ କେବେ କଉଁଠୁ ବି ଶୁଣି ନଥିବେ । ଏମିତି କୁହାଯାଏ କି ମହାଭାରତ ରେ 18 ସଂଖ୍ଯା ର ବହୁତ ମହତ୍ବ ରହିଛି । ମହାଭାରତ ର ପୁସ୍ତକ ରେ 18 ଅଧ୍ୟୟ ବିଶିଷ୍ଟ ଅଟେ ଓ ଏହା ବି ରହିଛିକି ଏହି ମହାଭାରତ ର ଯୁଦ୍ଧ୍ୟ 18 ଦିନ ପର୍ଯ୍ଯନ୍ତ ଚାଲିଥିଲା ।ଏଠାରେ ପ୍ରଶ୍ନ ଉଠୁଛି କି ସବୁକିଛି 18 ସଂଖ୍ୟା ରେ ହିଁ କାହିଁକି ହୋଇଥିଲା ।

ଏହା ବି ଆପଣ ବୋଧ ହୁଏ ଜାଣି ନଥିବେ କି ବରବାରିକ ଙ୍କ ମୁଣ୍ଡ କାହିଁକି କାଟି ଦିଆ ଯାଇଥିଲା । ଯେତେ ବେଳେ ଯୁଦ୍ଧ ଘୋଷଣା କରା ଯାଇଥିଲା । ସେହି ସମୟ ରେ ବରବାରିକ ନିଜର ତିନୋଟି ତିର ଓ ଧନୁ ନେଇ ଯୁଦ୍ଧ କରିବା ପାଇଁ ବାହାରିଥିଲେ । ସେତେ ବେଳେ କୃଷ୍ଣ ପଚାରିଥିଲେ କି ତମେ ଏହି ତିନୋଟି ବାଣ ନେଇ କୁଆଡେ ଜାଉଛ କିନ୍ତୁ ସେ କହିଥିଲେ କି ଯୁଦ୍ଧ କରିବା ପାଇଁ କିନ୍ତୁ କୃଷ୍ଣ ତାଙ୍କର ପରିହାସ କରିବା ପରେ ସେ କହିଥିଲେ କି ମୋ ପାଇଁ ଏହି ତିନୋଟି ବାଣ ହିଁ କାଫି ଅଟେ ।

ମୋର ଗୋଟିଏ ବାଣ ରେ ହିଁ ସମସ୍ତ ଙ୍କ ବେକ କାଟି ପାରିବି ତେବେ କୃଷ୍ଣ ଏହି କଥା ଜାଣିଥିଲେ କି ଏ ଯଦି ମହାଭାରତ ଯୁଦ୍ଧ କୁ ଯିବ ତେବେ ଏହି ଯୁଦ୍ଧ କେବଳ ଗୋଟିଏ ଦିନ ରେ ସିରି ଯିବ । ତେଣୁ ସେହି ସମୟ ରେ ତାର ବେକ କାଟି ଦେଇଥିଲେ ।

କଣ ଆପଣ ଜାଣିଛନ୍ତି କି ମହାଭାରତ କେବଳ ବରବାରିକ ହିଁ ବହୁତ ଭଲ ରେ ଦେଖିଛନ୍ତି । କାରଣ ମୃତ୍ୟୁ ପରେ ହିଁ ସେ କୃଷ୍ଣ ଙ୍କୁ ଗୋଟିଏ କଥା ର ଆରାଧନା କରିଥିଲେ କି ସେ ଯେପରି ଏହି ମହାଭାରତ ଦେଖିବା ପାଇଁ ଦିଅନ୍ତୁ । ଓ ସେହି ସମୟ ରେ ତାଙ୍କୁ ଏପରି ସ୍ଥାନ ରେ ରଖାଗଲା ଯେଉଁ ଠାରୁ ସେ ବହୁତ ଭଲ ଭାବରେ ଦେଖି ପାରିବେ । ସେତେ ବେଳ ସମୟ ରେ ରାଶି ନଥିଲା । ସେମସ୍ତ 27 ନକ୍ଷେତ୍ର ଉପରେ ହିଁ ବିସ୍ବାଶ କରୁଥିଲେ ।

ଏବେକା ସମୟରେ ଯେପରି ଆମେ ରାଶି ଗୁଡିକୁ ଓ ଗ୍ରହ ନକ୍ଷେତ୍ରର ଚଳନ ଉପରେ ସବୁକିଛି ମାନିଥାଉ କିନ୍ତୁ ସେହି ସମୟ ରେ ତାହା ନଥିଲା । ହେଲେ କଣ ଅସ୍ବଥମା ଏବେ ପର୍ଯ୍ଯନ୍ତ ବି ବଞ୍ଚିଛିକି । ଏହା ଏବେକାର ବିଜ୍ଞାନ ମାନେ ନି କୁହାଯାଏ କି କୈଣସି ମଣିଷ 1000 ବର୍ଷ ପର୍ଯ୍ଯନ୍ତ କିପରି ବଞ୍ଚି ପାରିବ । ହୁଏତ 150 ବର୍ଷ ଯାଏଁ ବଞ୍ଚି ପାରିବ । କିନ୍ତୁ ଏବେବି ଏହା ଶାସ୍ତ୍ର ରେ ଲେଖା ରହିଛି କି ଏବେବି ଅସ୍ବଥମା ବଞ୍ଚିଛନ୍ତି ବୋଲି ।

ଏମିତି କିଛି ଅବିଶ୍ବସନୀୟ ରହସ୍ୟ ଲୁଚି ରହିଛି ଆମ ଧର୍ମ , ଶାସ୍ତ୍ର ଓ ପୁରାଣ ଗୁଡିକରେ, ଜଦି ଆମର ପ୍ରୟାସ ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଏବେ ହିଁ ସେୟାର କରନ୍ତୁ, ଏମିତି କଥା ଜାଣିବା ପାଇଁ ତଳେ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *