ଯଦି ଚାହୁଁଛନ୍ତି ଆପଣଙ୍କ ପଇସା ବି ହୋଇଯାଉ ଡବଲ୍ଲ ତେବେ ନିଶ୍ଚୟ କରନ୍ତୁ ଏହି ପଞୀକରଣ ।

ଗତ କାଲିଠୁ ସରକାରଙ୍କ ତର ରୁ ହୋଇଛି କିଛି ପରିବର୍ତ୍ତନ ତେବେ ଆପଣ ମାନେ ଚାହିଁଲେ ଏହି 1 ଅକ୍ଟୋବର ଠାରୁ ଆପଣ କୃଷକ ବିକାସ ପତ୍ରରେ କରନ୍ତୁ ପଞୀକରଣ । ଓ ଆପଣ ବି ନେଇ ପାରିବେ ଏହି ଥିରେ ଥିବା 1000 ଟଙ୍କା ପର୍ଯ୍ୟନ୍ତ ବଚତ ଜଯୋନା ରେ ଆପଣ ଭାଗ ନେଇ ବହୁତ କିଛି ଲାଭ ପାଇ ପାରିବେ । ଏହି ପତ୍ର ବର୍ତ୍ତମାନ ସମୟ ରେ ପ୍ରତ୍ୟେକ ଘରେ ଏହାର ପ୍ରଚଳନ କରାଯାଉଛି । ଏଇଥିରେ ଆପଣ କେବଳ 1000 ଟଙ୍କା ପର୍ଯ୍ୟନ୍ତ ହିଁ ନିବେଶ କରି ପାରିବେ ଓ ବହୁତ ଲାଭ ଉଠାଇ ପାରିବେ ।

ଅଧିକ ସୂଚନା ପାଇଁ ଆପଣ ନିକଟସ୍ଥ ପୋଷ୍ଟ ଅଫିସ ରେ ଜାଣି ପାରିବେ । ତେବେ ପ୍ରଥମେ ଜାଣିବାକି ଏହି କୃଷକ ବିକାସ ପତ୍ର କଣ ?  ଏହା ଗୋଟିଏ ପ୍ରକାରର ସମୃଦ୍ଧି ଅଟେ ଯାହାକି କୃଷକ ମାନଙ୍କର ଗୋଟିଏ ପ୍ରକାରର ପରିଚୟ ପତ୍ର ଅଟେ ।ଏହି ଲାଗୁ ଅନୁଯାୟୀ ଏହି 1 ଅକ୍ଟୋବର ରୁ 7.7 ଋଣ ଦିଆଯିବ । ଏଥିରେ କୃଷକ କରି ପାରିବେ ନିବେଶ । ଏହି ପତ୍ର ଅନୁଯାୟୀ ଆପଣ 1000 ଟଙ୍କା ପରର୍ଯ୍ଯନ୍ତ ନିବେଶ କର ପାରିବେ ।

ଏପରି ଆପଣ ଚାହିଁଲେ 3000 ହଜାର ଟଙ୍କା ନିବେଶ କରୁଛନ୍ତି ତ ଆପଣ ଏହି ପତ୍ରର ହକଦାର ହୋଇଯିବେ । ଏହି କୃଷକ ବିକାସ ପତ୍ର କୁ କରିବା ପାଇଁ ଆପଣଙ୍କୁ ଏହି ସବୁ ଡୋକମେଣ୍ଟ ଦରକାର । ଗୋଟିଏ ପାସ ପୋର୍ଟ ସାଇଜ ଫୋଟ, ପରିଚୟ ପତ୍ର ବା ଆଧାର କାର୍ଡ , ରେସନ କାର୍ଡ , ବିଯୁଳି ବିଲ, ଓ ଆପଣ 50000 ହଜାରରୁ ଅଧିକ ନିବେଶ କରି ପାରିବେ ଯଦି ଆପଣଙ୍କ ପାଖରେ ପାନ କାର୍ଡ ରହିଛି ତେବେ ।

ଏଇଥିରେ ବହୁତ ପ୍ରକାରର ସୁବିଧା ପାଇ ପାରିବେ  ଓ ଏପରି କି ଆପଣ ଚାହିଁଲେ ବହୁତ ଟଙ୍କାର ଋଣ ନେଇ ପାରିବେ ।  ଏପରି କି ଆପଣଙ୍କୁ କୃଷି କାର୍ଯ୍ଯ ଉପରେ ବହୁତ ପରିମାଣ ରେ ଛାଡ ବି ମିଳିବ । ଓ ଏପରି କି ଆପଣ ଏଇଥିରେ ଟିକସ ମାନେ GST ଭଳି ଟିକସ ରୁ ବଞ୍ଚିତ ହୋଇ ପାରିବେ । ଏବେ ହିଁ ଏ ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ, ଏବଂ ତଳେ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ

Leave a Reply

Your email address will not be published. Required fields are marked *