ଏହି ସବଜ ପ୍ରଶ୍ନର ଉତ୍ତରେ ଦେଇଥିଲେ ମହିଳା ଜିତିଥାନ୍ତେ 6 କୋଟି ଟଙ୍କା, ଆପଣ ଜାଣନ୍ତି ଏହାର ଉତ୍ତର କି ?

ଏବେ ଟେଲିଭିଜନରେ ଚାଲିଥିବା ସବୁଠୁ ପସନ୍ଦର ରିୟଲିଟ ସୋ ହେଉଛି “କନ୍ ବନେଗା କରୋଡପତି ”  . ବିଗ ବସ୍ ସିଜନ 12 କୁ ପଛରେ ପକାଇ ଅମିତା ବଚ୍ଚନ ହୋଷ୍ଟ କରୁଥିବା କନ ବନେଗା କରୋଡ ପତି ଏବେ ଭାରତର ସବୁଠୁ ଅଧିକ ଲୋକପ୍ରିୟ ସୋ ବନି ପାରିଛି । ମଙ୍ଗଳବାର ଦିନ ଏହି ସୋ ରେ କିଛି ଏମିତି ହେଲା କି, ସେଠାରେ ଉପସ୍ତିତ ସମସ୍ତ ଦର୍ଶକ ଓ ଟେଲିଭିଜନରେ ଦେଖୁଥିବା ସବୁ ଦର୍ଶକ ଆବାକ ହୋଇଗଲେ । ମଙ୍ଗଲବାର ଦିନ ବିନୀତା ଜୈନ ନାମଙ୍କ ଜଣେ ମହିଳା ଏ ସିଜନର ପ୍ରଥମ ଖେଳାଳୀ ଯିଏକି 1 କୋଟି ଟଙ୍କା ଜିତି ପାରିଛନ୍ତି । ହେଲେ 1 କୋଟି ଜିତିବା ପରେ କିଛି ଏମିତି ହେଲା ଜାହା ଅମିତାଭ ବି ବିଶ୍ବସ କରିପାରିଲେନି ।

1 କୋଟି ଜିତିବା ପରେ ପରବର୍ତ୍ତି ପ୍ରଶ୍ନ ଥିଲା 7 କୋଟି ଟଙ୍କାର, ଯେଉଁ ଗୋଟିଏ ପ୍ରଶ୍ନରେ ମହିଳା ଜିତି ପାରିଥାନ୍ତେ 6 କୋଟି ଟଙ୍କା, ହେଲେ ସେହି ପ୍ରଶ୍ନରେ ହେଲା କିଛି ଏମିତି । 1 କୋଟି ଜିତିବା ପରେ ମହିଳା ସୋ କୁ କୁଇଟ କରିବା ପାଇଁ କହିଲେ, ଏବଂ ଶେଷ ପ୍ରଶ୍ନର ଉତ୍ତ ଜାଣି ନାହାନ୍ତି ବୋଲି ମଧ୍ୟ କହିଲେ । ହେଲେ ଏମିତି କିଛି ଘଟିଲା ଯେଉଁଥିରେ ମହିଳାଙ୍କର ଲସ ହୋଇଗଲା 6 କୋଟି ଟଙ୍କା । କୁଇଟ କରି ସାରିବା ପରେ ଯେବେ ଅମିତାଭ ତାଙ୍କୁ ଗୋମ ନ ଖେଳି ସେମିତିରେ ସେହି 6 କୋଟି ଟଙ୍କାର ପ୍ରଶ୍ନର ଉତ୍ତର ଦେବାକୁ କହିଲେ, ତେବ ମହିଳା ଚାରଟି ଉତ୍ତର ମଧ୍ୟରୁ ଗୋଟିଏ ଉତ୍ତର ଦେଲେ, ଜାହା ଅମିତାଭଙ୍କ ସମତେ ସେଠାରେ ଉପସ୍ତିତ ସମସ୍ତ ଦର୍ଶକଙ୍କୁ ଆବାକ କରିଦେଲା ।

ମହିଳା ଉତ୍ତର ଦେଇଥିବା ଉତ୍ତର ଟି ସଂମ୍ପର୍ଣ୍ଣ ରୁପେ ଠିକ ଥିଲା, ହେଲେ ଭାଗ୍ୟ ଖରାପରୁ ମହିଳା ଗେମକୁ ଛାଡି ଦେଇଥିଲେ । ଗୋଟିଏ ସାଧାରଣ ଭୁଲ ନିଶ୍ପତି ପାଇଁ ଗୋଟିଏ ମିନଟ୍ରେ ମହିଳାଙ୍କର କ୍ଷତି ହୋଇଗଲା 6 କୋଟି ଟଙ୍କା । 7 କୋଟି ଟଙ୍କା ପାଇଁ ଆମିତାଭ ପଚାରି ଥିବା 16 ତମ ପ୍ରଶ୍ନ ଥିଲା 1867 ମସିହାରେ କିଏ ପ୍ରଥମେ ଷ୍ଟଙ୍କ ଟିକର ର ଅବିଷ୍କାର କରିଥିଲେ ।

ଶେଷ ପ୍ରଶ୍ନର ଉତ୍ତର ତାଙ୍କୁ ଠିକ ରୁପେ ଜଣା ନଥିବାରୁ ସେ ଖେଳ ଛାଡିବାକୁ ନିସ୍ପତି ନେଲେ, ହେଲ ସେ ଶେଷରେ ଠିକ ଉତ୍ତର ଦେଇଥିଲେ । ହେଲେ ସେ ଏହାର ସଠିକ ଉତ୍ତର ଦେଇଥିଲେ, ସେ ଉତ୍ତରରେ କହିଥିଲେ ଏଡୱାଡ କଲହର୍ନ, ଜାହା ସଠିକ ଉତ୍ତର ଥିଲା, ଗୋଟିଏ ଭୁଲ ପାଇଁ ନିଶ୍ପତି ପାଇଁ ମହିଳା ହରେଇ ବସିଲେ 6 କୋଟି ଟହ୍କୀ ।

Leave a Reply

Your email address will not be published. Required fields are marked *