GK- ଅଧିକ ତେଲ ଖାଇବା ଦ୍ଵାରା ମଣିଷ କୁ କେଉଁ ରୋଗ ହୋଇ ଯାଇଥାଏ ?

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଆସନ୍ତୁ ଆରମ୍ଭ କରିବା ।

୧- ସବୁଠାରୁ ଅଧିକ ମୋଟର ସାଇକେଲ କେଉଁ ଦେଶର ଲୋକେ ଚଲାଇଥାନ୍ତି ?

ଉତ୍ତର- ଭାରତ ।

୨- କେଉଁ ଦେଶର ଲୋକେ ରାତିରେ ଚାହା ପିଇଥାନ୍ତି ?

ଉତ୍ତର- ଫ୍ରାନ୍ସ ।

୩- ପୋଲିସର ସବୁଠୁ ବଡ ପଦ କଣ ?

ଉତ୍ତର- ଡିଜିପି ।

୪- ଭାରତର କେଉଁ ରାଜ୍ୟର ଲୋକେ ସବୁଠୁ ଅଧିକ ଫିଲ୍ମ ଦେଖନ୍ତି ?

ଉତ୍ତର- ମହାରାଷ୍ଟ୍ର ।

୫- ତମ୍ବାର ଦେଶ କାହାକୁ କୁହାଯାଏ ?

ଉତ୍ତର- ଜାମ୍ବିୟା ।

୬- ଦୁନିଆର ପ୍ରଥମ କମ୍ପ୍ୟୁଟରର ଓଜନ କେତେ ଥିଲା ?

ଉତ୍ତର- ୩୦ ଟନ ।

୭- କେଉଁ ଦେଶର ଲୋକେ ଜନ୍ମଦିନ ପାଳନ୍ତି ନାହିଁ ?

ଉତ୍ତର- ଜର୍ମାନୀ ।

୮- ଭାରତର କେଉଁ ରାଜ୍ୟର ଜନସଂଖ୍ୟା ୧ ଲକ୍ଷରୁ ବି କମ ହୋଇଥାଏ ?

ଉତ୍ତର- ସିକ୍କିମ ।

୯- କେଉଁ ଗଛର କାଠ ସୁନା ଠାରୁ ମହଙ୍ଗା ହୋଇଥାଏ ?

ଉତ୍ତର- ଲାଲ ଚନ୍ଦନ ।

୧୦- କେଉଁ ଦେଶର ଲୋକେ ସବୁଠୁ ଅଧିକ ପରିଶ୍ରମ କରିଥାନ୍ତି ?

ଉତ୍ତର- ଜାପାନ ।

୧୧- ଗରିବୀର ସେଓ କେଉଁ ଫଳକୁ କୁହା ଯାଇଥାଏ ?

ଉତ୍ତର- ବରକୋଳି ।

୧୨- ଶରୀରର କେଉଁ ଅଙ୍ଗରେ ହାଡ ନ ଥାଏ ?

ଉତ୍ତର- ଜିଭ ।

୧୩- କେଉଁ ଦେଶରେ ବିଲେଇକୁ ପୂଜା କରାଯାଇଥାଏ ?

ଉତ୍ତର- ଇଜିପ୍ଟ ।

୧୪- ଏମିତି କେଉଁ ଜିନିଷ ଅଛି ଯାହା ଗରିବ ପାଖରେ ଥାଏ କିନ୍ତୁ ଧନୀ ପାଖରେ ନ ଥାଏ ?

ଉତ୍ତର- ଦାରିଦ୍ର୍ୟତା ।

୧୫- ଭାରତରେ ମୋଟ କେତୋଟି ଜିଲ୍ଲା ଅଛି ?

ଉତ୍ତର- ୭୪୭ଟି ।

୧୬- ସବୁଠୁ କମ ଜମି କେଉଁ ଦେଶରେ ଅଛି ?

ଉତ୍ତର- ବେଟିକନ ସିଟି ରେ ।

୧୭- କେଉଁ ପଶୁ ସୂର୍ଯ୍ୟ ଦେଖିପାରେ ନାହିଁ ?

ଉତ୍ତର- ଘୁଷୁରି ।

୧୮- ଶ୍ୟାମସଙ୍ଗ କେଉଁ ଦେଶର କମ୍ପାନୀ ?

ଉତ୍ତର- ସାଉଥ କୋରିୟା ।

୧୯- ଏମିତି କେଉଁ ପଶୁ ଅଛି ଯିଏ ନିଜ ଜିଭରେ ନିଜ କାନ ସଫା କରେ ?

ଉତ୍ତର- ଜିରାଫ ।

୨୦- କୁକୁର ର କେତୋଟି ଦାନ୍ତ ଅଛି ?

ଉତ୍ତର- ୩୨ଟି ।

୨୧- ଭାରତର ପ୍ରଥମ ରେଲୱେ ଷ୍ଟେସନର ନାଁ କଣ ?

ଉତ୍ତର- ଛତ୍ରପତି ଶିବାଜି ଟର୍ମିନାଲ ।

୨୨- ଅଧିକ ତେଲ ଖାଇବା ଦ୍ଵାରା ମଣିଷକୁ କେଉଁ ରୋଗ ହୋଇଥାଏ ?

ଉତ୍ତର- କେଶ ଝଡିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *