ଏହି ଭାରତୀୟ ନେତାମାନଙ୍କ ସ୍ତ୍ରୀ କେଉଁ ହିରୋଇନ ମାନଙ୍କଠୁ ବି କମ୍ ନୁହନ୍ତି – ଏଥିରେ ଓଡିଶାର ନେତା ମଧ୍ୟ ଅଛନ୍ତି – ଏବେହିଁ ଦେଖନ୍ତୁ

ଯେତେବେଳେ କେଉଁ ମଣିଷ ଲୋକପ୍ରିୟତା ପାଏ ତାହା ସହ ଯୋଡି ହୋଇଥିବା ସବୁ ଜିନିଷ ଜାଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ , ଖାସ୍ କରି ଯଦି କେହି ଫିଲ୍ମ ର ଅଭିନେତା କିମ୍ବା ଅଭିନେତ୍ରୀ କିମ୍ବା କ୍ରିକେଟର୍ ଖେଳାଳୀ ଙ୍କର କଥା କହିବା ତେବେ ଲୋକଙ୍କର ତାଙ୍କ ଜୀବନର ସବୁ ଜିନିଷ ଜାଣିବାକୁ ଇଚ୍ଛା ରଖନ୍ତି । ଏହି ସେଲିବ୍ରେଟିଙ୍କ ସହ ତାଙ୍କ ପରିବାର ବହୁତ ଲୋକପ୍ରିୟତା ପାଇଥାନ୍ତି । ଫିଲ୍ମ ଓ ଖେଳ କୁ ଛାଡି ରାଜନୀତିରେ ବି ବହୁତ ଲୋକ କୌଣସି ସେଲିବ୍ରେଟି ଠାରୁ କମ୍ ହୋଇନଥାନ୍ତି । ଦେଶର ସାଧାରଣ ଜନତା ଏହି ନେତାଙ୍କ ବିଷୟରେ ଜାନକାରୀ ଭଲ ସେ ଜାଣିଥାନ୍ତି ।

କିନ୍ତୁ ଏହି ନେତାଙ୍କ ପାଖ ଲୋକ କିମ୍ବା ତାଙ୍କ ସ୍ତ୍ରୀଙ୍କ ବିଷୟରେ ଲୋକଙ୍କୁ ସେମିତି ଖାସ୍ ଖବର ଜଣା ନଥାଏ । ଫିଲ୍ମ ଓ କ୍ରିକେଟ୍ ଜଗତର ବ୍ୟକ୍ତି ବିଷେଶଙ୍କର ସ୍ତ୍ରୀ ମାନଙ୍କୁ ଦେଖିବାକୁ ମିଳିଥାଏ । ରାଜନୀତିରେ ଥିବା ରାଜନେତାଙ୍କ ସ୍ତ୍ରୀମାନେ ସବୁବେଳେ ମିଡିଆଙ୍କ ଠାରୁ ଦୂରରେ ରହିବା ପସନ୍ଦ କରନ୍ତି । ଏମିତିରେ ଆଜି ଆମେ କିଛି ରାଜନେତାଙ୍କ ସ୍ତ୍ରୀଙ୍କ ସହ ଦେଖାକରେଇବୁ ଓ ତାଙ୍କର ସୁନ୍ଦରତା ବିଷୟରେ ଆପଣଙ୍କ ନିକଟରେ କହିବୁ ।

ଇଏ ଅଟନ୍ତି ଭାରତୀୟ ରାଜନେତାଙ୍କ ସୁନ୍ଦର ସ୍ତ୍ରୀ ମାନେ ।

୧) କଳିକେଶ ନାରାୟଣ ସିଂଦେଓ : କଳିକେଶ ନାରାୟଣ ସିଂ ଦେଓ ଙ୍କ ସ୍ତ୍ରୀ ମେଘନା ବି ସୁନ୍ଦରତା ମାମଲାରେ କାହାଠାରୁ କମ୍ ବି ନୁହନ୍ତି । ସେ ୨୦୦୮ ରେ କଳିକେଶଙ୍କ ସହ ବାହା ହୋଇଥିଲେ । ଓ ସେ ନ୍ୟୁୟର୍କରେ ଫ୍ୟାସନ୍ ଡିଜାୟନିଙ୍ଗ୍ କୋର୍ସ ବି କରିସାରିଛନ୍ତି ।

୨) ଜ୍ୟୋତି ରାନ୍ଦିୟ ସିଂନ୍ଧିଆ : ଜ୍ୟୋତିରାନ୍ଦିୟ ସିଂନ୍ଧିଆ ଏକ କଂଗ୍ରେସ୍ ନେତା ଅଟନ୍ତି । ତାଙ୍କର ସ୍ତ୍ରୀ ପ୍ରିୟଦର୍ଶୀନୀ ରାଜେ ସିଂନ୍ଧିଆ ଙ୍କ ସୁନ୍ଦରତାର ମାମଲାରେ ସେ ବହୁତ ଅଭିନେତ୍ରୀଙ୍କୁ ପଛରେ ପକାଇଦେଇଛନ୍ତି । ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଭାରତର ସବୁଠାରୁ ଲୋକପ୍ରିୟ ମହିଳାଙ୍କ ଲିଷ୍ଟରେ ଏହି ମହିଳା ୫୦ ନମ୍ବର ତାଲିକାରେ ଅଛନ୍ତି । ସେଥିପାଇଁ ଆମେ କହିପାରିବା କି ଦେଶର ସବୁ ରାଜନେତାଙ୍କ ସ୍ତ୍ରୀଙ୍କ ଠାରୁ ପ୍ରିୟଦର୍ଶୀନି ବହୁତ ସୁନ୍ଦର ଅଟନ୍ତି ।

୩) ସଚିନ୍ ପାଇଲଟ୍ :ସଚିନ୍ ପାଇଲଟ୍ ଏକ କଂଗ୍ରେସ ନେତା ଅଟନ୍ତି , ସେ ତାଙ୍କ ସ୍ତ୍ରୀଙ୍କ ସହ ପ୍ରେମ ବିବାହ କରିଥିଲେ । ଆଜିର ତାରିଖରେ ଏହି ଯୋଡି ସବୁଠାରୁ ସୁନ୍ଦର ରାଜନୈତିକ କପଲ୍ ଅଟନ୍ତି । ଆପଣଙ୍କ ଜାନକାରୀପାଇଁ କହିଦେବୁ କି ସାରା ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ସେ ଝିଅ ଅଟନ୍ତି । ତାଙ୍କର ସୁନ୍ଦରତାର ଲୋକମାନେ ପାଗଳ ଅଟନ୍ତି ।

୪)ତେଜ୍ ପ୍ରତାପ ସିଂ ଯାଦବ : ତେଜ୍ ପ୍ରତାପ ସିଂ ଯାଦବ ଲୋକସଭା ସାଂସଦରେ ଅଛନ୍ତି ଓ ଦେ ମିଲେ ସିଂ ଙ୍କ ନାତି ଅଟନ୍ତି । ତାଙ୍କ ଧର୍ମପତ୍ନୀ ଙ୍କ ନାଁ ରାଜ ଲକ୍ଷ୍ମୀ ଯାଦବ ଅଟେ । ଯିଏ କି ଲାଲୁ ପ୍ରସାଦଙ୍କ ଝିଅ ଅଟନ୍ତି । ରାଜଲକ୍ଷ୍ମୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୫) ମିଲିନ୍ଦ ଦେବଡା : ପୁଜା ସେଟ୍ଟି ୨୦୦୮ ରେ କଂଗ୍ରେସ ନେତା ମିଲିନ୍ଦ ଦେବଡାଙ୍କ ସହ ବିବାହ କରିଥିଲେ । ପୁଜାଙ୍କ ବାପା ମନମୋହନ ସେଟ୍ଟି ଏକ ଫିଲ୍ମ ପ୍ରଡ୍ୟୁସର୍ ଅଟନ୍ତି । ଏହି କାରଣ ଅଟେ କି ପୁଜା ବାକ୍ ୱାଟର୍ ନାମରେ ଏକ ମିଡିଆ କମ୍ପାନୀ ରେ ହେଡ୍ ଅଛନ୍ତି । ପୁଜା ଙ୍କ ର ସୁନ୍ଦରତା କୁ ଦେଖି ବହୁତ ଲୋକ ତାଙ୍କୁ ଫିଲ୍ମର ଅଭିନେତ୍ରୀ ଭାବୁଛନ୍ତି ।

୬) ଅନୁରାଗ ଠାକୁର : ଅନୁରାଗ ଠାକୁର୍ ୨୦୦୨ ରେ ସେଫାଳି ଠାକୁରଙ୍କୁ ବିବାହ କରିଥିଲେ । ବିସିସିଆଇରେ ଅଧ୍ୟକ୍ଷ ଓ ବିଜେପି ର ନେତା ଅନୁରାଗଙ୍କ ସ୍ତ୍ରୀ ନିଜର ସବୁବେଳେ ସିଂପଲ୍ ରହିବାକୁ ପସନ୍ଦ କରନ୍ତି। ଏମିତି ସିଂପଲ୍ ରହିବା ପରେ ମଧ୍ୟ ସେଫାଳୀଙ୍କ ସୁନ୍ଦରତାରେ କୌଣସି କମି ଦେଖିବାକୁ ମିଳେନାହିଁ ।

୭) ଅଖିଳେଶ ଯାଦବ : ଅଖିଳେଶ ଯାଦବ ଙ୍କ ସ୍ତ୍ରୀ ଡିମ୍ପଲ୍ ଯାଦବ ୨୧ ବର୍ଷ ବୟସରେ ବାହାହୋଇଯାଇଥିଲେ । ଡିମ୍ପଲ ଦେଖିବାକୁ ସୁନ୍ଦର ଓ ସୁଶୀଳ ଅଟନ୍ତି । ତାଙ୍କ ସ୍ୱଭାବ ବହୁତ ଶାନ୍ତ ଅଟେ । ସମାଜବାଦୀ ପାର୍ଟିର ସାଂସଦ ହେବା କାରଣରୁ ଡିମ୍ପଲ୍ ରାଜନୀତି ସହ ଯୋଡି ହୋଇରହିଥିବା ସବୁ ଖବର ଜାଣିଛନ୍ତି । ଡିମ୍ପଲ୍ ତିନୋଟି ପିଲା ହେବା ସତ୍ତ୍ୱେ ସେ ବହୁତ ଫିଟ୍ ଓ ସୁନ୍ଦର ଅଛନ୍ତି ।

Leave a Reply

Your email address will not be published. Required fields are marked *