ଓଡିଆ ଢଗ ଢମାଳି : ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବାଯାଇଥାଏ ସେ କିଏ ? 10 Gk Questions & Answers

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

ପ୍ରଶ୍ନ ଉତ୍ତର ଜାଣି ରଖିଲେ ଜୀବନରେ ବହୁତ କିଛି କଥା ଆମେ ଜାଣିବାକୁ ପାଇଥାଉ । ତେବେ ଛୁଆଙ୍କୁ ଛୋଟବେଳୁ ପ୍ରଶ୍ନ ଉତ୍ତର ଶିଖେଇବା ଉଚିତ ଅଟେ ।

Image Courtesy: Google

୧. ସରଗରୁ ଆସିଲେ ଭାଇ ଭଉଣୀ, ଚୋବେଇ ଗଲେ ବିରିଗହୁଣି । ଏହାର ମାନେ କଣ ?

ଉତ୍ତର : ଚକିଶିଳ

୨. ତୁ ଥିବୁ ଡାଳେ, ମୁଁ ଥିବି ଜଳେ । ଭେଟାଭେଟି ହେବା, ରୋଷେଇ ଶାଳେ । ଏହାର ମାନେ କଣ ?

ଉତ୍ତର : ମାଛ ଏବଂ ଆମ୍ବ

୩. ବାବାଜୀ ନୁହେଁ ତା ବଢିଛି ଦାଢି, ପାଦତଳ ଯାଏ ଆସିଛି ମାଡି । ପିଲାଏ ଖେଳନ୍ତି ଦାଢିରେ ଦୋଳି, ପକ୍ଷୀଏ ଖାଆନ୍ତି ତାହାର କୋଳି ।

ଉତ୍ତର : ବରଗଛ

Image Courtesy: Google

୪. କେଉଁ ଗଛରେ କାଠ ନଥାଏ ?

ଉତ୍ତର : କଦଳୀ

୫. ତାହା କଣ ଯାହାକୁ ଭାଙ୍ଗିବା ପରେ ସବୁ ଲୋକ ଖୁସି ହୋଇଥାନ୍ତି ?

ଉତ୍ତର : ରେକର୍ଡ

୬. ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବାଯାଇଥାଏ ସେ କିଏ ?

ଉତ୍ତର : ବସ କଣ୍ଡକ୍ଟର

Image Courtesy: Google

୭. ଆସିଲା ଆଉ ଜଣେ ବ୍ରାହ୍ମଣ, ତା ଦେହ ସାରା ଯାଦୁ ପଣ ପଣ । ଏହାର ଉତ୍ତର କଣ ?

ଉତ୍ତର : ପଣସ

୮. ତାହା କଣ ଯାହା ଦ୍ଵାରା ଆମେ କାନ୍ଥର ଆରପଟ ମଧ୍ୟ ଦେଖି ପାରିଥାଏ ?

ଉତ୍ତର : ଝରକା

୯. ମୁଁ ସବୁଜ, ମୋ ଛୁଆ କଳା ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି । ମୁଁ କିଏ ?

ଉତ୍ତର : ଗୁଜୁରାତି

୧୦. ତୁ ଯେତେ ହଲଉଛି ହଲା । ମୁଁ ତଳେ ଣ ପଡିଲେ ଗଲା ।

ଉତ୍ତର : ଦୋଳି

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *