ବନ୍ଧୁଗଣ ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ଏମିତି କେଉଁ ପକ୍ଷୀ ଅଛି ଯିଏ କେବଳ ବର୍ଷା ପାଣି ପିଥାଏ ?
ଉତ୍ତର- ଚାତକ ପକ୍ଷୀ
୨- ଦୁନିଆର ସବୁଠାରୁ ବଡ ଦେଶରେ ନାମ କଣ ?
ଉତ୍ତର- ଋଷ
୩- ବିବୋ କେଉଁ ଦେଶରେ କମ୍ପାନୀ ଅଟେ ?
ଉତ୍ତର- ଚାଈନା
୪- ଏମିତି କେଉଁ ପଶୁ ଅଛି ଯିଏ କେବେ ରୋଗାଗ୍ରସ୍ତ ହୁଏ ନାହି ?
ଉତ୍ତର- ସାର୍କ ମାଛ
୫- ଦୁନିଆରେ ସର୍ବ ପ୍ରଥମେ ବିଜୁଳି ର ଆବିଷ୍କାର କେଉଁଠାରେ ହୋଇଥିଲା ?
ଉତ୍ତର- ଜର୍ମାନୀ
୬- ତାରକ ମେହେତା କା ଓଲଟା ଚଷମା ସିରିଏଲ ଆରମ୍ଭ ହେବାର କେତେ ବର୍ଷ ହେଲାଣି ?
ଉତ୍ତର- ୮ ବର୍ଷ ୫ ମାସ
୭- ଭାରତରେ ସର୍ବ ପ୍ରଥମେ କେଉଁ କମ୍ପାନୀ ଇଣ୍ଟରେନେଟ ନେଇକି ଆସିଥିଲା ?
ଉତ୍ତର- BSNL
୮- ଶିତ ଦିନରେ ନଡିଆ ତେଲ କାହିଁକି ଜମିଯାଏ ?
ଉତ୍ତର- ତାପମାତ୍ରା କମ ହେବାରୁ
୯- ଭାରତ ଗୋଟେ ଦିନରେ କେତେ ନେଟ ବ୍ୟବହାର କରିଥାଏ ?
ଉତ୍ତର- ୧ ମିଲିୟନ
୧୦- ଭାରତର କେଉଁ ଗାଁ ରେ ଗାଈର କ୍ଷୀର ବିକିବା ଜୋରିମାନା ହୋଇଥାଏ ?
ଉତ୍ତର- ବସନ୍ତପୁର
୧୧- ଦୁନିଆରେ ସବୁଠାରୁ ସୁନ୍ଦର ଦେଶ କିଏ ?
ଉତ୍ତର- ସିଙ୍ଗାପୁର
୧୨- ସବୁଠାରୁ ବିଶ୍ଵସ୍ତ ପଶୁ କାହାକୁ ମାନାଯାଏ ?
ଉତ୍ତର- କୁକୁର
୧୩- ଏମିତି କେଉଁ ଦେଶ ଅଛି ଯେଉଁଠି ଲୋକେ କେଉଁ ବି ପଶୁକୁ ଖାଇ ପାରିବେ ?
ଉତ୍ତର- ଚୀନ
୧୪- କେଉଁ ଦେଶରେ ଲୋକେ ସବୁଠାରୁ ଅଧିକ ଏସି ର ବ୍ୟବହାର କରିଥାନ୍ତି ?
ଉତ୍ତର- ଆମେରିକା
୧୫- କେଉଁ ଫଳର ମଞ୍ଜି ତାର ବାହାରେ ହୋଇଥାଏ ?
ଉତ୍ତର- ଷ୍ଟ୍ରବେରି
୧୬- ଟର୍ଚ୍ଚ କୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ପ୍ରକାଶ ଦଣ୍ଡକା
୧୭- ସୂର୍ଯ୍ୟ ଧାରିତ୍ରିରେ କେତେ ଗୁଣା ବଡ ଅଟେ ?
ଉତ୍ତର- ୧୦୯ଗୁଣା
୧୮- କେଉଁ ସାଗର ରେ ଗୋଟେ ବି ମାଛ ଦେଖାଯାଏ ନାହି ?
ଉତ୍ତର- ମୃତ ସାଗରରେ
୧୯- କାଗଜ କୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ପେପର
୨୦- କେଉଁ ଦେଶରେ ସବୁଠାରୁ ଅଧିକ ମାଛ ଅଛି ?
ଉତ୍ତର- ଭାରତ
୨୧- ରେଗିସ୍ତାନର ଜାହାଜ କେଉଁ ପଶୁକୁ କୁହାଯାଏ ?
ଉତ୍ତର- ଓଟ
୨୨- କେଉଁ ରାଜ୍ୟରେ ସବୁଠାରୁ ଅଧିକ ସୋୟାବିନ ଉତ୍ପାଦନ ହୋଇଥାଏ ?
ଉତ୍ତର- ମଧ୍ୟପ୍ରବେଶ
୨୩- ୧୦ ଟଙ୍କା ନୋଟକୁ ଭଙ୍ଗେଇଲେ ଯେଉଁଥିରେ ୧୦ ଟଙ୍କାର ନୋଟ ନ ଥିବ ଏବଂ ନୋଟ କେବଳ ୧୦ ହେବ । କୁହ କେମିତି କରିବ ?
ଉତ୍ତର- ୨୦ ର ୪ଟି ନୋଟ, ୫ ର ୩ଟି ନୋଟ, ୨ ର ୨ଟି ନୋଟ, ୧ ର ୧ଟି ନୋଟ ମିଶିଲେ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋସ୍ତଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।