ଏହି 16ଟି ସଂକେତ ମିଳିଲେ ଆପଣ ହୋଇଯିବେ କୋଟିପତି, ଶୀଘ୍ର ଦେଖନ୍ତୁ ଆପଣଙ୍କୁ ମିଳୁଛି କି ଏହି ସଂକେତ

ବନ୍ଧୁଗଣ କିଛି ଲୋକ ଭାବିଥାନ୍ତି ପରିଶ୍ରମ ଦ୍ଵାରା ଫଳ ମିଳିଥାଏ । କିନ୍ତୁ ଏମିତି କିଛି ଜିନିଷ ଥାଏ ଯାହା ଜୀବନରେ ଭାଗ୍ୟର ବଳବାନ ହିସାବରେ ମିଳିଥାଏ । ଭାରତୀୟ ହେବାରୁ ଆମେ ଶାସ୍ତ୍ରକୁ ମାନିଠାଉ । ଆଜି ଆମେ ଆପଣଙ୍କୁ ଶାସ୍ତ୍ରରେ ବର୍ଣ୍ଣିତ କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ କୋଟିପତି କରାଇ ଦେବ । ଏହି ସଂକେତ ମିଳିଲେ ନିକଟ ଭବିଷ୍ୟତରେ ଆପଣ ଧନୀ ହେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଥାଏ ।

୧- ଘୁଷୁରିକୁ ଦୁନିଆ ସାରା ଭଲ ଭାଗ୍ୟ ଆଣିଥାଏ ବୋଲି ମାନ୍ୟତା ରହିଛି । ଘୁଷୁରି ଦେଖିଲେ ନିକଟ ଭବିଷ୍ୟତରେ ସୁଖର ଦିନ ଆସିବାକୁ ଯାଉଛି ।

୨- କଇଁଛ ଦୁନିଆରେ ଭଲ ଭାଗ୍ଯର ପ୍ରତୀକ ବୋଲି ମାନାଯାଏ । ଏହା କିଛି ରୂପରେ ଦେଖିଲେ ଶୁଭ ହେବ ସହ ଭଲ କ୍ଷାର ଆସିବାର ସଂକେତ ମିଳିଥାଏ ।

୩- ସକାଳୁ ଉଠିବା ପରେ ଆଖାପାଖରେ ମନ୍ଦିରର ଶବ୍ଦ ଯେମିତିକି ଶଙ୍ଖ, ଭଜନ ଶୁଣିବାକୁ ପାଇବେ ତେବେ ଭଲ ସଂକେତ ହୋଇଥାଏ ।

୪- ଆମମାନଙ୍କ ଜୀବନରେ କେବେ ନା କେବେ ଶୁଭ ଦିନ ହୋଇଥାଏ । ସେହି ସମୟରେ ଧନ ପ୍ରାପ୍ତି ହେଲେ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

୫- ଝିଣ୍ଟିକାର ଶବ୍ଦ ଶୁଣିବା ବା ଦେଖିବା ଭଲ ସମୟ ଆସିବାର ସୂଚନା ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି । ଝିଣ୍ଟିକାକୁ ଦେଖିଲେ ଆର୍ଥିକ ସମସ୍ଯା ଦୂର ହୁଏ ।

୬- ଡଲଫିନକୁ ଭଲ ବନ୍ଧୁ ବୋଲି ମଣିଷର ବିଚାର କରାଯାଏ । ଡାଫିନ ଦେଖିଲେ ଭଲ ଭାଗ୍ୟ ଆସିବାର ସଂକେତ ଆସିଥାଏ ।

୭- ଯଦି ଆପଣଙ୍କର ହାତ କୁଣ୍ଡାଇ ହେଉଛି ତେବେ ମା ଲକ୍ଷ୍ମୀଙ୍କ କୃପା ହେବା ସହ ଧନ ମିଳିବାର ସୂଚନା ମିଳିଥାଏ ।

୮- ଅନେକ ସମୟରେ ବର୍ଷାରେ ସୂର୍ଯ୍ୟ ଚମକିବାର ଦେଖିଲେ ବହୁତ ଜଲ୍ଦି ମାଲାମାଲ ହେବାକୁ ଯାଉଛନ୍ତି ।

୯- ବର୍ଷା ପରେ ଯଦି ବଗିଚାରେ ବେଙ୍ଗ ଶବ୍ଦ ଶୁଣିଥାନ୍ତି ତେବେ ଭଲ ସଂକେତ ହୋଇଥାଏ । ଆପଣଙ୍କର ଆର୍ଥିକ ସ୍ଥିତି ସୁଧୁରିଯିବ ।

୧୦- ଯଦି କେଉଁ କୁକୁର ଘରକୁ ଆସେ ତେବେ ନିକଟ ଭବିଷ୍ୟତରେ ଧନର ବର୍ଷା ହେବାର ସୂଚନା ଦେଇଥାଏ ।

୧୧- ରାସ୍ତାରେ ଯିବା ସମୟରେ ୪ ପତରିୟା ଘାସ ବା ଗୋଟେ ସିକା ମିଳିଲେ ସମ୍ଭାଳିକି ରଖନ୍ତୁ । ଏହା ଶୁଭ ହୋଇଥାଏ ।

୧୨- ଅନେକ ସମୟରେ ତରବର ହୋଇ ଓଲଟା କପଡା ପିନ୍ଧିଥାନ୍ତି । ଏହା ସୁଖ ସମୃଦ୍ଧିର ସୂଚନା ମିଳିଥାଏ ।

୧୩- ଭାଙ୍ଗିଥିବା ତାରା ଦେଖିଲେ ପୂର୍ବଜ ମାନେ କହିଛନ୍ତି ଆସୁଥିବା ସମୟରେ ୩୦ ଦିନ ମଧ୍ୟରେ ସବୁ ଇଚ୍ଛା ପୂରଣ ହୋଇଥାଏ ।

୧୪- ବୁଢିଆଣୀ ଜାଲ ଦେଖିବା ସହ ନିଜର ପ୍ରଥମ ଅକ୍ଷର ଦେଖନ୍ତି ତେବେ ଶୁଭ ସଂକେତ ହୋଇଥାଏ ।

୧୫- ଚଢେଇ ମଳତ୍ଯାଗ କରିଲେ ଶୁଭ ସଂକେତ ହୋଇଥାଏ ଯାହା ଖୁବ କମ ଲୋକଙ୍କ ଠାରେ ଦେଖାଯାଏ ।

୧୬- ରାସ୍ତାରେ ଯିବା ସମୟରେ ନବ ବିବାହିତା ବଧୁଙ୍କୁ ଦେଖିଲେ ଶୁଭ ସମୟର ଆରମ୍ଭ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *