2022 ଆରମ୍ଭ ହେବା ପୂର୍ବରୁ ବୁଧ କରିବେ ରାଶି ପରିବର୍ତ୍ତନ, ଏହି 6ଟି ରାଶିର ଖୋଲିବା ଭାଗ୍ୟ- Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଭଲ ଓ ଖରାପ ପ୍ରଭାବ ପଡିଥାଏ । ତେବେ ନୂଆବର୍ଷ ୨୦୨୨ ରେ ବୁଧ ଗ୍ରହର ମହା ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଶାସ୍ତ୍ର ରେ କୁହା ଯାଇଛି । ଏହି ମହା ପରିବର୍ତ୍ତନର ସ୍ଥିତି କିଛି ଏମିତି ରହିଛି ଯାହା ଦ୍ଵାରା ୨୦୨୨ ଜାନୁଆରୀ ଆରମ୍ଭରୁ ବିଶେଷ ଫଳ ପ୍ରଦ ହେବ ।

ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ଉପରେ ବୁଧର ପରିବର୍ତ୍ତନ ପଡିବାକୁ ଯାଉଛି ଯାହା ଦ୍ଵାରା ଏମାନଙ୍କର କିସ୍ମତ ବଦଳିଯିବ । ଏହି ରାଶିର ଲୋକ ମାନେ ଯେଉଁ କାମର ଅପେକ୍ଷା ରେ ଥିଲେ ତାହା ପୁରା ହେବ । ଆପଣଙ୍କର ଅଚାନକ ଧନ ଲାଭ ହେବ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ପରିବାର ଲୋକଙ୍କ ସହଯୋଗ ଆପଣ ପାଇବେ ।

ବୁଧ ଗ୍ରହର ପରିବର୍ତ୍ତନ ଯୋଗୁ ଏହି ରାଶି ଲୋକ ମାନଙ୍କ ଜୀବନରେ ବଡ ଖୁସି ଖବର ଆସିବାକୁ ଯାଉଛି । ଆପଣ କୌଣସି କାମକୁ ନେଇ ବଡ ନିସ୍ପତି ନେବେ । ବେପରା ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । ଆପଣ ନିଜର ବାଣୀ ଦ୍ଵାରା ଅନ୍ୟ ମାନଙ୍କ ହୃଦୟ ଜିଣିବେ ।

ଶିକ୍ଷକ, ବିଶେଷକ ପାଇଁ ସମୟ ଭଲ ରହିବ । ବେପାର କ୍ଷେତ୍ର ରେ ଆପଣ ଧନ ଅର୍ଜନ କରିବାର ସୁଯୋଗ ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ବିଦେଶ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । ଆପଣ ନିଜର ବାଣୀ ଦ୍ଵାରା ଅନ୍ୟ ମାନଙ୍କଉ ପ୍ରଭାବିତ କରିବା ପାଇଁ ସକ୍ଷମ ହେବ ।

ଚାକିରି କ୍ଷେତ୍ର ରେ ଆପଣଙ୍କର ଉଚ୍ଚ ପଦ ହାସଲ ହେବ । ପ୍ରେମ ଜୀବନରେ ଆପଣ ନିଜ ସାଥି ଙ୍କ ସହ ବୁଲିବାକୁ ଯିବା ପାଇଁ ପ୍ଳାନ କରିବେ । କ୍ଯାରିୟାରକୁ ନେଇ ଆପଣ କିଛି ନୂଆ ଯୋଜନା କରିବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ସମୟ ଭଲ ରହିବ । ଆପଣଙ୍କର ଅଟକି ରହିଥିବା କାମ ଆରମ୍ଭ ହେବ । ସନ୍ତାନ ମାନଙ୍କର ଉନ୍ନତି ରେ ଆପଣ ଖୁସି ପ୍ରକାଶ କରିବେ ।

ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମାତା ପିତା ଙ୍କ ସହଯୋଗ ଆପଣ ପ୍ରାପ୍ତ କରିବେ । ଧନ କମାଇବାର ନୂଆ ଅବସର ଆପଣ ପାଇବେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗରେ ରହିବେ । ପ୍ରଗତି ଆଡକୁ ଆପଣ ଅଗ୍ରସର ହେବେ ।

ଆପଣଙ୍କ ଜୀବନ ଧନଧାନ୍ୟ ରେ ଭରି ଜୀବ । ଯାହାର କଳ୍ପନା ଆପଣ କେବେ କରି ନ ଥିବେ । ଏଠାରେ ଯେଉଁ ଭାଗ୍ୟଶାଳୀ ରାଶି ଗୁଡିକର ଭାଗ୍ୟ ଚମକିବାକୁ ଯାଉଛି ତାହା ହେଉଛି ମୀନ ରାଶି, ମକର ରାଶି, ଧନୁ ରାଶି, କନ୍ୟା ରାଶି, ବୃଷ ରାଶି, ମେଷ ରାଶି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *