2023 ରୁ 2025 ପର୍ଯ୍ୟନ୍ତ ଶନିଦେବ କରିବେ ଏହି 8ଟି ରାଶି ଉପରେ ଧନର ବର୍ଷା, ଦେଖନ୍ତୁ ଆପଣଙ୍କ ରାଶି ବି ଅଛି

ବନ୍ଧୁଗଣ ଆସୁଅଛି ୨୦୨୩ ବର୍ଷ ମାନେ ନୂଆବର୍ଷ । ୨୦୨୨ ବର୍ଷ ଶେଷ ହୋଇ ୨୦୨୩ ବର୍ଷ ଆରମ୍ଭ ହେବାକୁ ଯାଉଛି । ୨୦୨୩ରୁ ୨୦୨୫ ମଧ୍ୟରେ କିଛି ରାଶି ମାନେ ହେବାକୁ ଯାଉଛନ୍ତି ମାଲାମାଲ ଯାହା ଦ୍ଵାରା ଏମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଦୀର୍ଘ ୩୦ ବର୍ଷ ପରେ ଶନିଦେବ ତ୍ରିକୋଣ ରାଶିର ପ୍ରବେଶ କରିବେ । ୧୭ ଜାନୁଆରୀ ୨୦୨୩ରେ ଦେବଗୁରୁ ବୃହସ୍ପତି ମୀନ ରାଶିରେ ଅଛନ୍ତି । ୨୦୨୨ ନଭଏମ୍ବର ପରେ ମେଷ ରାଶିକୁ ପ୍ରବେଶ କରିବେ । ଏହି ୨ଟି ବଡ ଗ୍ରହ ଧମାଲ କରିବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଆପଣଙ୍କର ସମୟ ଭଲ ରହିବ । ଏହି ସମୟ ମଧ୍ୟରେ ଆପଣ ବହୁତ କିଛି ପାଇବାକୁ ଯାଉଛନ୍ତି । ଆପଣ ମାଲାମାଲ ହେବାକୁ ଯାଉଛନ୍ତି । କୌଣସି କ୍ଷେତ୍ରରୁ ଧନ ଲାଭ ହେବ ।

ମିଥୁନ ରାଶି : ଏହି ସମୟରେ ଆପଣଙ୍କର ଯାହା ବି ସମସ୍ଯା ଥିଲା ତାହା ଦୂର ହୋଇଯିବ । ଏହା ସହ ଶନିଦେବ ଆପଣଙ୍କର ଭାଗ୍ୟ ସ୍ଥାନରେ ୩୦ ବର୍ଷ ପରେ ଗୋଚର କରିବେ । ଅଟକି ରହିଥିବା କାମ ପୂରଣ ହେବ ।

ସିଂହ ରାଶି : ଆପଣଙ୍କ ଜୀବନରେ ୨୦୨୩ରେ ବନୁଅଛି ରାଜଯୋଗ । ଯାହା ଫଳରେ ଆପଣଙ୍କର ଦୈନିକ ଇନକମରେ ବୃଦ୍ଧି ହେବ । ପାର୍ଟନରସିପରେ କାମ କରିଲେ ଲାଭବାନ ହେବେ । ବିବାହ ହେବାର ସମ୍ଭାବନା ରହିଛି ।

ତୁଳା ରାଶି : ଦୀର୍ଘ ୩୦ ବର୍ଷ ପରେ ଶନିଦେବ ଆପଣଙ୍କର ସପ୍ତମ ଭାବରେ ଟ୍ରାଞ୍ଜେଦ କରିବେ । ସନ୍ତାନ ପ୍ରାପ୍ତ ହେବ । ପଢା ପଢି ରେ ସୁଫଳ ହେବେ । ସବୁଠାରୁ ବଡ କଥା ହେଲା ଫାଇନାନ୍ସ କ୍ଷେତ୍ରରେ ଅଧିକ ଲାଭ ହେବ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ଭଲ ରହିବ ।

ବିଛା ରାଶି: ଆପଣଙ୍କର ଚତୁର୍ଥ ଘରେ ଶନିଦେବ ୩୦ ବର୍ଷ ପରେ ବସିବେ । ଆପଣଙ୍କର ଦଶମ ଘରେ ଦ୍ରୁଷ୍ଟି ପକାଇବେ । ସମ୍ପତି କ୍ଷେତ୍ରରେ ସମୟ ଭଲ ରହିଛି । କ୍ଯାରିୟର କ୍ଷେତ୍ରରେ ଭଲ ଖବର ଶୁଣିବାକୁ ପାଇବେ ।

ଧନୁ ରାଶି : ଆପଣଙ୍କର ସଦାହେ ସାଥି ସମାପ୍ତ ହୋଇଯିବ । ତୃତୀୟ ଘରେ ଶନିଦେବ ଗୋଚର କରିବେ । ଯାହା ବି ଘର ପରିବାରରେ ସମସ୍ଯା ଥିଲା ତାହା ଦୂର ହେବ । ଚାକିରି ଓ ବେପାର କ୍ଷେତ୍ରରେ ଲାଭବାନ ହେବେ । ଅଧା ରହି ଯାଇଥିବା କାମ ଆରମ୍ଭ ହେବ ।

ମକର ରାଶି : ଆପଣଙ୍କର ଅନ୍ତିମ ଚରଣ ଆରମ୍ଭ ହେବ । ଶନିଦେବଙ୍କ ସାଢେ ସାଟିର ପ୍ରଭାବ । ଯାହା ଫଳରେ ଶୁଭ ଫଳ ପ୍ରଦାନ କରିବେ ଶନିଦେବ । ପୂର୍ବରୁ ଟଙ୍କା ପଇସାକୁ ନେଇ ଯାହା ସମସ୍ୟା ଥିଲା ତାହା ଦୂର ହେବ । ଚାକିରିରେ ପଦୋନ୍ନତି ହେବ ।

କୁମ୍ଭ ରାଶି : ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆପଣଙ୍କ ପରିବାରରେ ବାତାବରଣ ସୁଖଦ ରହିବ । ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *