21 ବର୍ଷ ତଳେ ପୂଟିନ ଙ୍କ ପଛରେ ଠିଆ ହୋଇଥିଲେ Modi, ଆଜି ଦେଖନ୍ତୁ ତାକତ… ଫୋଟୋ ହେଉଛି ଭାଇରାଲ

ଭାରତର ଅନେକ ଲୋକମାନେ ଏବେ ଯୁକରେନ ଥିବା ବେଳେ କିଛି ଜଣ ଏବେ ଭାରତକୁ ଫେରି ଆସି ଯାଇଛନ୍ତି । ଆପଣ ମାନେ ଜାଣି ଥିବେ କି ଏବେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଧ୍ୟ ରେ ଏବେ ୟୁକ୍ରେନ ର ସୈନିକ ମାନେ ନିଜ ଦେଶକୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରୁଛନ୍ତି ମାତ୍ର ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ରୁଷ ମଧ୍ୟ ପଛକୁ ଘୁଞ୍ଚିବାର ନାମ ନେଉନି । କିଛି ଦେଶ ର ରାଷ୍ଟ୍ରପତି ମାନେ ଏବେ ୟୁକ୍ରେନ ର ସାହାଜ୍ଯ କରିବା ପାଇଁ ଆଗେଇ ଆସିଛନ୍ତି ।

ଏହା ସହ କିଛି ଲୋକମାନେ ଅଛନ୍ତି ଭାରତର ଯେଉଁ ମାନେ ଏବେ ବହୁତ କଷ୍ଟରେ ନିଜକୁ ଏହି ଯୁଧ୍ୟ ରେ ଅଛନ୍ତି ସେମାନେ ଏବେ ବହୁତ ଚେଷ୍ଟା କରୁଛନ୍ତି କି ନିଜକୁ ବଞ୍ଚାଇବା ପାଇଁ । ଏହି ସମୟରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ।

ଏହା ଅନୁସାରେ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା 2001 ର ଫୋଟୋ । 2019 ରେ ମଧ୍ୟ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି । ଆପଣ ଏହି ଫୋଟୋରେ ପୁଟିନ ଓ ଅଟଳ ବିହାରୀ ବାଜପାଇ ଙ୍କ ସହ ଏକ ମିଟିଂ ରେ ବସିଥିବା ବେଳେ ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପଛରେ ଠିଆ ହୋଇଥିଲେ ।

ଏହି ଫୋଟୋ ପରେ 2019 ରେ ନରେନ୍ଦ୍ର ମୋଦୀ ପୁଟିନ ଙ୍କ ସହ ସାକ୍ଷାତ କରିଥିଲେ ଏହା ପରେ ଭାରତ ଓ ଋଶର ସମ୍ପର୍କ ଖୁବ ଭଲ ହୋଇ ଯାଇଥିଲା । ଏବେ ଭାରତର ଲୋକଙ୍କଉ ଆଣିବା ମିସନ ଗଙ୍ଗା ର ଆରମ୍ଭ ହୋଇଥିଲା ଓ ଏହା ପରେ ୟୁକ୍ରେନ ମଧ୍ୟ ଭାରତ କୁ ସାହାଯ୍ୟର ହାତ ବଢାଇବା ପାଇଁ ଅନୁରୋଧ କରିଛି ।

ଭାରତର ଲଗାତାର କଥା ବାର୍ତ୍ତା ଜାରି ରହିଛି ଅନ୍ୟ ଦେଶ ମାନଙ୍କ ସହ ଏହା ସହ ଭାରତ ମଧ୍ୟ ୟୁକ୍ରେନ ସହ କଥା ହେଉଛି କେଉଁ ଭଳି ଭାବେ ସେ ନିଜ ଦେଶକୁ ବଞ୍ଚାଇ ପାରିବ । ଏହା ମଧ୍ୟରେ ଯୁଧ୍ୟ ବଢିବାରେ ଲାଗିଛି ।

ମାତ୍ର ଭାରତ ଭୋଟିଂ ରେ ପାର୍ଟିସିପେଟ କରି ନଥିଲା କି କିଏ ଠିକ ଓ କିଏ ଭୁଲ । କିନ୍ତୁ ନିଜର ନିରନ୍ତର ଚେଷ୍ଟା ଜାରି ରହିଛି ଭାରତର ୟୁକ୍ରେନ ଓ ରୁଷ ସହ । ଏବେ ଭାରତ ନିଜର ଲୋକାଙ୍କ ସହ ଅନ୍ୟ ଦେଶର ଲୋକଙ୍କ ପାଇଁ ମଧ୍ୟ ନିବେଦନ କରିଛି କି ସେମାନେ ଯେଉଁ ଭଳି ଭାବେ ସୁରକ୍ଷିତ ହୋଇ ଘରକୁ ଫେରି ଆସିବେ ।

ଭାରତ ସହ ରୁଷ ର ସମ୍ପର୍କ ଭଲ ଥିବାରୁ ରୁଷ କୁ ଯୁଧ୍ୟ ବନ୍ଦ କରିବା ପାଇଁ ବୁଝାଇବା କୁ ଅନେକ ଥର ୟୁକ୍ରେନ ପ୍ରସ୍ତାବ ଦେଇଛି । ତେବେ ମୋଦୀ ଙ୍କ ଏହି ଫୋଟୋ ଏବେ ସବୁ ଆଡେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *