ଏହି 2 ନାମର ଝିଅ ସ୍ଵାମୀଙ୍କ ପାଇଁ ସବୁବେଳେ ରୁହନ୍ତି ଦୁଃଖୀ- Jyotisha Shashtra

ବିବାହକୁ ନେଇ ସମସ୍ତେ ବହୁତ କିଛି ସ୍ଵପ୍ନ ଦେଖିଥାନ୍ତି ଓ ସମସ୍ତଙ୍କ ମନରେ ଗୋଟିଏ ଭୟ ବି ଲାଗି ରହିଥାଏ । ଯାହାକୁ ଆପଣ ନିଜର ଲାଇଫ ପାର୍ଟନର ଚୟନ କରିଛନ୍ତି ସେ ଠିକ ହେବେ ନା ଖରାପ । ଏମିତି ବହୁତ କଥା ଜଣେ ବ୍ୟକ୍ତିର ମସ୍ତିଷ୍କରେ ଘୁରି ବୁଲୁଥାଏ । ଯେତେବେଳେ ଗୋଟିଏ ପୁରୁଷ ଓ ସ୍ତ୍ରୀ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ତେବେ ସବୁଠୁ ଖାସ ହୋଇଥାଏ ତାଙ୍କର ପ୍ରେମ ଓ ବିଶ୍ଵାସ । ଏହି ଦୁଇଟି ଜିନିଷ ଗୋଟିଏ ସମ୍ପର୍କ ପାଇଁ ବହୁତ ହିଁ ମୂଲ୍ୟବାନ ଜିନିଷ ହୋଇଥାଏ ।

ଗୋଟିଏ ଝିଅ ନିଜର ସବୁକିଛି ଛାଡି ନିଜ ଜୀବନର ଡୋର ସ୍ଵାମୀର ହାତରେ ଦେଇ ଦିଏ । ଅନ୍ୟ ପଟେ ଗୋଟିଏ ପୁଅ ନିଜ ସ୍ଵାମୀଙ୍କ ଠାରୁ ବହୁତ ଆଶା ବି ରଖିଥାଏ । ଦୁଇ ଜଣ ଏହା ଚେଷ୍ଟା କରନ୍ତି କି ତାଙ୍କ ମଧ୍ୟରେ ପ୍ରେମ କେବେ ବି କମ ନ ହେଉ ।

ସ୍ତ୍ରୀ ସବୁବେଳେ ନିଜ ସ୍ଵାମୀଙ୍କ ଠାରୁ ସମୟ ମାଗିଥାଏ ଓ ସ୍ଵାମୀ ତାଙ୍କର ସମ୍ମାନ ବି କରନ୍ତୁ । ତାହାର ସ୍ଵାମୀ ତାଙ୍କୁ ପ୍ରେମ କରନ୍ତୁ ଓ ସେହି ସମସ୍ତ ଜିନିଷ ବି ଦିଅନ୍ତୁ ଯାହା ସେମାନେ ନିଜ ସ୍ଵାମୀଙ୍କ ଠାରୁ ଆଶା ରଖୁଛନ୍ତି । କିନ୍ତୁ ବେଳେ ବେଳେ କିଛି ସମ୍ପର୍କ ଏମିତି ବି ହୋଇଥାଏ ଯେଉଁଥିରେ ସବୁବେଳେ ବିବାଦ ଲାଗି ରହିଥାଏ । ଯେମିତି କି ବେଳେ ବେଳେ କିଛି ସ୍ଵାମୀ ନିଜ ସ୍ତ୍ରୀ ହିସାବରେ କାମ କରି ନ ଥାଏ ଓ କେତେବେଳେ ସ୍ତ୍ରୀ ନିଜ ସ୍ଵାମୀ କଥା ଶୁଣି ନ ଥାଏ ।

ଜୀବନର ଏକ ସୁଖୀ ମୂଳମନ୍ତ୍ର ଅଛି । ଯଦି ସୁଖମୟ ଜୀବନ ବ୍ୟତୀତ କରିବାକୁ ଚାହୁଁଛନ୍ତି ତେବେ ଦୁଇ ଜଣଙ୍କୁ ଅଳ୍ପ ଅଳ୍ପ ମୁଣ୍ଡ ତଳକୁ କରିବାକୁ ପଡିବ । ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ନାଁ ବାଲା ମହିଳାଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସ୍ଵାମୀଙ୍କ ଉପରେ ସବୁବେଳେ ଦୁଃଖୀ ରହିଥାନ୍ତି ।

P ନାମ ବାଲା ମହିଳାମାନେ

P ନାମ ବାଲା ମହିଳାମାନେ ନିଜ ସ୍ଵାମୀଙ୍କୁ ଭରପୁର ଭଲ ପାଇବା ଦିଅନ୍ତି ଓ ତାଙ୍କ ପ୍ରତି ସଜାଗ ରୁହନ୍ତି । ଏହି ଝିଅମାନେ ପୁଅମାନଙ୍କ ଠାରୁ କିଛି ଅଧିକା ହିଁ ଆଶା ରଖିଥାନ୍ତି । ଏମାନେ ଚାହାନ୍ତି ତାଙ୍କର ସ୍ଵାମୀ ସବୁ କାମ ଛାଡି ୨୪ ଘଣ୍ଟା ଏମାନଙ୍କୁ ଭଲ ପାଆନ୍ତୁ । କିନ୍ତୁ ପ୍ରେମ ସହିତ କାମ ବି ଜରୁରୀ ହୋଇଥାଏ । କିନ୍ତୁ ମହିଳାମାନଙ୍କୁ ଏହି କଥା ବୁଝା ପଡେ ନାହିଁ ଓ ଏହି କାରଣରୁ ଏମାନଙ୍କ ମଧ୍ୟରେ ସବୁବେଳେ ଝଗଡା ଚାଲିଯାଏ ।

S ନାମ ବାଲା ମହିଳାମାନେ

ଯଦି S ନାମା ବାଲା ଝିଅମାନଙ୍କ ବିଷୟରେ କୁହାଯାଏ କି S ନାମ ବାଲା ମହିଳାମାନେ ନିଜ ସ୍ଵାମୀକୁ ବହୁତ ଭଲ ପାଆନ୍ତି । ଏମାନେ ସବୁବେଳେ ଚେଷ୍ଟା କରନ୍ତି ନିଜ ଭଲ ପାଇବା ମାଧ୍ୟମରେ ସବୁବେଳେ ନିଜ ସ୍ଵାମୀଙ୍କୁ ନିଜ କାବୁରେ ରଖିବେ । କିନ୍ତୁ ଏହିଭଳି ମହିଳାମାନଙ୍କ ଏହି ଅଭ୍ୟାସ ଏମାନଙ୍କୁ ଦୁଖିତ କରିଥାଏ ଓ ସେମାନଙ୍କ ବୈବାହିକ ଜୀବନରେ ସମସ୍ୟା ଆସିବାକୁ ଲାଗିଥାଏ ।

Leave a Reply

Your email address will not be published. Required fields are marked *