3ଦିନ କ୍ଷୀରରେ ଫୁଟାଇ ପିଇନିୟନ୍ତୁ 100 ବର୍ଷ ପର୍ଯ୍ୟନ୍ତ ହାଡର କମଜୋରି, ଥକାନ ଭଳି ଅନେକ ଭୟଙ୍କର ରୋଗରୁ ପାଇବେ ମୁକ୍ତି

ଆଜିକାଲି ର ବ୍ୟସ୍ତ ବହୁଳ ଜୀବନରେ ଲୋକ ମାନେ ନିଜ ପାଇଁ ସମୟ ବାହାର କରିପାରୁ ନାହାନ୍ତି । ଯାହା ଫଳରେ କିଛି ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ବିଶେଷ କରି ଶରୀର ରେ କମଜୋରି ଲାଗିବା ଠାରୁ ଆରମ୍ଭ କରି ଥକି ଯିବା ଭଳି ସମସ୍ଯା ଦେଖା ଯାଉଛି । ଏହା ସହ ଜଏଣ୍ଟ ପେନ ମଧ୍ୟ କିଛି ଲୋକଙ୍କ କ୍ଷେତ୍ର ରେ ଦେଖା ଯାଉଛି । ଏଥିପାଇଁ ଅନେକ ଲୋକ ଅସୁବିଧାର ସେବନ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଜିନିଷ ର ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଏହି ସବୁ ସମସ୍ୟାର ନିବାରଣ ହୋଇ ପାରିବ । ସାଧାରଣତ ଖଜୁର କୁ ଆଗ କାଳରେ ଲୋକ ମାନେ ଖାଉଥିଲେ । ଆଜିକାଲି ପୂଜା ପାଠ ବା ବିବାହରେ ଏହାର ବ୍ୟବହାର କରା ଯାଉଛି । କିନ୍ତୁ ନୀତି ଦିନିଆ ଜୀବନରେ ଏହାର ପ୍ରୟୋଗ କେହି କରୁ ନାହାନ୍ତି ।

ଯଦି ଆପଣଙ୍କର ନିଦ ହେଉନି ବା ହୃଦୟ ଜନିତ କୌଣସି ସମସ୍ୟା ରହିଛି ବା ଥକାନ ଅନୁଭବ ହେଉଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଖଜୁର ବିଶେଷ ଭାବେ ସହାୟକ ହୋଇଥାଏ । ତେବେ ଏହାକୁ ଖାଇବା ପାଇଁ ଗରମ କ୍ଷୀରରେ ୪ଟି ଖଜୁର ପକାଇ ସେବନ କରି ପାରିବେ । ଯଦି ହୃଦୟ ଜନିତ ସମସ୍ଯା ଅଛି ତେବେ ଖଜୁର କ୍ଷୀରରେ ମିଶାଇ ସେବନ କରି ପାରିବେ ।

କିନ୍ତୁ ଏଥିରେ ଘିଅ ମିଶାଇବେ ନାହି । ପ୍ରତିଦିନ ଏହାର ସେବନ କରିଲେ ହୃଦରୋଗ ଆଦି ରୋଗରୁ ମୁକ୍ତି ମିଳିଥାଏ । ଏହା ଖାଇବା ଦ୍ଵାରା ରକ୍ତ ସଫା ହେବା ସହ କୋଲେଷ୍ଟର କମ ରହିଥାଏ । ଯଦି ଥଣ୍ଡା, କାସ ବା କଫ ସମସ୍ଯା ରହିଛି ତେବେ କ୍ଷୀର ସହ ଖଜୁର ସେବନ ବହୁତ ଲାଭଦାୟକ ହୋଇଥାଏ । ଏହା ବ୍ଯତୀତ ବ୍ଲଡ଼ ପ୍ରେସର ସମସ୍ଯା ରହିଲେ ଏହାର ପ୍ରୟୋଗ ବହୁତ ଉପକାରୀ ହୋଇଥାଏ ।

ଖଜୁର ରେ କ୍ୟାଲସିୟମ ଅଧିକ ପରିମାଣରେ ଥିବାରୁ ଦାନ୍ତ ସମସ୍ଯା ଠାରୁ ଆରମ୍ଭ କରି ଜଏଣ୍ଟ ପେନ ସମସ୍ଯା ଦୂର କରିବାରେ ସାହାଜ୍ଯ କରିଥାଏ । କ୍ଷୀର ସହ ଖଜୁର ର ସେବନ ଦ୍ଵାରା ଶରୀର ରେ କ୍ୟାଲସିୟମ ର ଅଭାବ ରହିବ ନାହି । ଏହିପରି ଭାବେ ଏହାର ସେବନ  କରିଲେ ଶରୀର ରେ ଅନେକ ପ୍ରକାର ରୋଗର ନିବାରଣ ହୋଇଥାଏ ।

ହାର୍ଟ ବ୍ଲୋକେଜ ସମସ୍ଯା ରହିଲେ କ୍ଷୀର ସହ ଖଜୁର ସେବନ କରିବା ଦ୍ଵାରା ଏଥିରୁ ଉପସମ ମିଳିଥାଏ । ଏହା ବ୍ଯତୀତ ଶରୀର ରେ ହାଡ ମଜବୁତ କରିବା ସହ ମସ୍ତିସ୍କ କୁ ଷ୍ଟ୍ରାଙ୍ଗ କରିଥାଏ । ଏହା ସହ ଏହାର ସେବନ ଦ୍ଵାରା ଶରୀର ରେ ରକ୍ତ ଅଧିକ ପରିମାନଣ ରେ ହୋଇଥାଏ । ଯଦି ରାତିରେ ଠିକ ଭାବେ ନିଦ ହେଉନି ତେବେ କ୍ଷୀର ସହ ଖଜୁର ମିଶାଇ ସେବନ କରିଲେ ନିଦ ଭଲ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *