ଜନ୍ମରୁ ହିଁ ମାଲିକ ହେବାର ଭାଗ୍ୟ ନେଇ ଆସିଥାନ୍ତି ଏହି 5ଟି ନାମର ପୁରୁଷ- Jyotisha shastra

ଯେବେ ବ୍ଯକ୍ତିର ଜନ୍ମ ହୋଇଥାଏ ସେହି ସମୟରେ ତାର ନାମକରଣ ହୋଇଥାଏ । ଯେଉଁ ନାମ ଜନ୍ମରୁ ରଖା ଯାଇଥାଏ ସେହି ନାମରେ ଦୁନିଆ ବ୍ୟକ୍ତି କୁ ଜାଣିଥଏ । କଥା ରେ ଅଛି ନାମରେ କଣ ଅଛି ଯାହା ଡାକିଲେ କିଛି ନାହି । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ନାମର ବିଶେଷ ମହତ୍ଵ ରହିଛି । ନାମର ପ୍ରଥମ ଅକ୍ଷର ଜୀବନ ଉପରେ ଅଧିକ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ କିଛି ନାମର ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଜନମରୁ ମାଲିକ ହେବା ପାଇଁ ଭାଗ୍ୟ ନେଇ ଆସିଥାନ୍ତି ।

୧- C ନାମର ବ୍ୟକ୍ତି : ଯେଉଁ ବ୍ଯକ୍ତିର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଅଧିକତର ବ୍ୟବସାୟ ବିଷୟରେ ଚିନ୍ତା କରିଥାନ୍ତି । ଏହି ନାମର ବ୍ୟକ୍ତି ଅନ୍ୟର କାମ କରିବାକୁ ପସନ୍ଦ କରନ୍ତି ନାହି । ଏମାନେ ନିଜର କାରୋବାର ଆରମ୍ଭ କରିବା ପାଇଁ ଚିନ୍ତା କରିଥାନ୍ତି । ଏହି ଚିନ୍ତାଧାରା କାରଣରୁ ଏମାନେ ଚାକିରି ନ କରି ଜନ୍ମରୁ ମାଲିକ ହେବାର ସ୍ଵପ୍ନ ଦେଖିଥାନ୍ତି ।

୨- H ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନେ କିଛି ନା କିଛି କାରୋବର ଆରମ୍ଭ କରିବା ସହ ନିବେଶ କରିବା ପାଇଁ ବିଚାର କରିଥାନ୍ତି । ଏମାନେ ଯେଉଁ କାମ ଆରମ୍ଭ କରନ୍ତି ସେଥିରେ ପ୍ରସିଦ୍ଧ ହୋଇଥାନ୍ତି । ଏମାନେ ନିଜ କାମ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ଏମାନେ କେବେ ବି ଚାକିରି କରନ୍ତି ନାହି ।

୩- M ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି । ଏମାନେ ସବୁ କାମ ବୁଝି ବିଚାରୀ କରିଥାନ୍ତି । ଏମାନେ ବହୁତ ସାହସୀ ହୋଇଥାନ୍ତି । ଏମାନେ ମାଲିକ ଠାରୁ କମ ନୂଆହନ୍ତି । ଏମାନେ ନିଜର ବ୍ୟବସାୟ ଆରମ୍ଭ କରିଥାନ୍ତି ।

୪- S ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ମାଲିକ ହେବା ପାଇଁ ଜନ୍ମ ହୋଇଥାନ୍ତି ଯାହା ଶାସ୍ତ୍ରରେ କୁହା ଯାଇଛି । ଏମାନେ ଭବିଷ୍ୟତରେ ନିଜର ବ୍ୟବସାୟ ସ୍ଥାପନ କରିଥାନ୍ତି । ଏମାନେ ଚାକିରି କରିବାକୁ ପସନ୍ଦ କରନ୍ତି ନାହି । ଏମାନେ ପୁରା ଜୀବନ ନିଜର ବ୍ୟବସାୟକୁ ବୃଦ୍ଧି କରିବାରେ ଲାଗିଥାନ୍ତି ।

୫- V ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହେବା ସହ ବୁଦ୍ଧିମାନ ହୋଇଥାନ୍ତି । ଏହି ନାମର ବ୍ୟକ୍ତି ବହୁତ ଜଲ୍ଦି ସଫଳତା ହାସଲ କରିଥାନ୍ତି । ଏମାନେ ବିଶ୍ଵାସ ରଖିଥାନ୍ତି ଜଲ୍ଦି ସଫଳ ହେବା ପାଇଁ । ଏମାନେ ଜନ୍ମ ରୁ ହିଁ ମାଲିକ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *