ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ୟୁକ୍ରେନ ଓ ଋଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଯାହାର ପ୍ରଭାବ ବିଶ୍ଵ ବଜାର ଉପରେ ଅଧିକ ଭାବେ ଦେଖା ଯାଉଛି । ଅଶୋଧିତ ତୈଳ ଦର ଦୀର୍ଘ ୭ ବର୍ଷର ରେକର୍ଡ ଭାଙ୍ଗିଛି ଯାହା ସୁତ୍ରରୁ ଜଣା ପଡିଛି । ବ୍ୟାରେଲ ପିଛା ତୈଳ ଦର ୧୦୫ ଡଲାରକ କୁ ବୃଦ୍ଧି ପାଇଛି । ଭାରତ ଆନ୍ତର୍ଜାତୀୟ ବଜାରରୁ ଅଶୋଧିତ ତୈଳ ଆମଦାନୀ କରିଥାଏ । ଏଭଳି ସ୍ଥିତି ରେ ମୂଲ୍ୟ ବୃଦ୍ଧି ବାଣିଜ୍ୟକୁ ବଢାଇବା ।
ନିତ୍ୟ ବ୍ୟବହାର ହେଉଥିବା ସାମଗ୍ରୀର ଦର ହୁ ହୁ ହୋଇ ବଢିବା । ଏନି କ୍ଷେତ୍ର ରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଆଖି ଆଗରେ ରଖି ତୈଳ ବ ଗ୍ଯାସ ଦର ବଢାଇ ନାହାନ୍ତି ସରକାର । ଗତ ୩ ମାସ ହେବ ଦର ଅପରିବର୍ତ୍ତିତ ରହିଛି । ବିଶେଷଜ୍ଞ ଙ୍କ ମତରେ ମାର୍ଚ୍ଚ ମାସ ୭ ତାରିଖ ଭୋଟିଂ ପରେ ତୈଳ ଓ ଗ୍ଯାସ ଦର ବୃଦ୍ଧି ପାଇବ ଆରମ୍ଭ ହେବ । ଏପରିକି ତୈଳ ଦର ଲିଟର ପିଛା ୧୦ ଟଙ୍କା ରୁ ଅଧିକ ବୃଦ୍ଧି ହୋଇପାରେ ।
ଅନ୍ୟ ପରେ ୟୁକ୍ରେନ ଉପରେ ରୁଷ ର ଆକ୍ରମଣର ସିଧା ସଳଖ ପ୍ରଭାବ ଭାରତୀୟ ଷ୍ଟ୍ରାକ ବଜାର ରେ ଦେଖିବାକୁ ମିଳିଛି । ଧରାଶାୟୀ ହେଉଛି ସେୟାର ବଜାର, ଉଭୟ ସେନସେକ୍ସ ଓ କାରୋବାର କମିବାରେ ଲାଗିଛି । ସେନସେକ୍ସ ୨୭୦୨ ଓ ନିଫଟି ପଏଣ୍ଟ ଏକ୍ସଚେଞ୍ଜ ୮୧୫ ଯାଏଁ ହ୍ରାସ ପାଇଛି । ଅନ୍ୟ କ୍ଷେତ୍ର ରେ ସୁନା ଓ ରୂପାର ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ୧୦ ଗ୍ରାମ ସୁନା ପିଛା ୨୨୫୦ ଟଙ୍କା ବୃଦ୍ଧି ପାଇ ୫୨ ହଜାର ୬୦୦ ଟଙ୍କା ରେ ପହଞ୍ଚିଛି ।
ଦଳର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ଦୁର୍ବଳ ହୋଇଛି । ଏକ ଦଳର ମୂଲ୍ୟ ୨.୫ ପ୍ରତିଶତ ବୃଦ୍ଧି ପାଇ ୭୫ ଟଣକ ୬୫ ପଇସାରେ ପହଞ୍ଚିଛି । ଦଳର ତୁଳନାରେ ଟଙ୍କା ଆଜି ୯୯ ପଇସା ଦୁର୍ବଳ ହୋଇଛି । ରୂପା ଦଳ ରେ ମଧ୍ୟ ୫ ପ୍ରତିଶତ ବୃଦ୍ଧି ପାଇଛି । ଏହିପରି ଭାବେ ୟୁକ୍ରେନ ଓ ଋଷିୟା ଯୁଦ୍ଧ ରେ ପ୍ରଭାବ ବିଶ୍ଵ ବଜାରରେ ପ୍ରଭାବ ପଡିଛି । ତେବେ ଆଗକୁ ଅନ୍ୟ ସବୁ ଦର ବଢିପାରେ ବୋଲି ଅନୁମାନ କରା ଯାଉଛି ।
ବନ୍ଧୁଗଣ ଆପଣ ମାନଙ୍କର ଦର ବୃଦ୍ଧିକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।