ବାପ ପୁଅ ଦୁଇ ଜଣ ମଣ୍ଡା ଛଅଟି କେମିତି ଖାଇବେ ଦୁଇ ଦୁଇଟି ? ଏହା ସହ ଆହୁରି 7ଟି Interesting Question

ବନ୍ଧୁଗଣ ଆର ମାସରେ ୪ ଅକ୍ଟୋବରକୁ ୟୁପି ଏସ ସିର ପ୍ରାରମ୍ଭିକ ପରୀକ୍ଷା ହେବ । ଲକ୍ଷ କ୍ୟାଣ୍ଡିଡେଟ ଏହି ପରୀକ୍ଷାରେ ସାମିଲ ହେବ । ଏହି ପରୀକ୍ଷାର ସବୁ ଚରଣ ବହୁତ କଷ୍ଟ ଅଟେ । ଲିଖିତ ପରୀକ୍ଷା ପରେ ଇନ୍ଟରଭିଉରେ ବହୁତ ଭଲ ଭଲ ଧୂରନ୍ଦର ଲଟକି ଯାନ୍ତି । ଇନ୍ଟରଭିଉର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ ।

ସେଥିପାଇଁ ଆଇ ଏ ଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛନ୍ତି ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ ।

Image Courtesy: Google

୧. ବାପ ପୂ ଦୁଇ ଜଣ ମଣ୍ଡା ଛଅଟି କେମିତି ଖାଇବେ ଦୁଇ ଦୁଇଟି ?

ଉତ୍ତର : ଏହି ପ୍ରଶ୍ନରେ ଆପଣଙ୍କୁ ଉତ୍ତର ମିଳିଯାଇଛି ବାପ ଜେନ ଓ ପୁଅ ଡି ଜଣ ଏହାର ଅର୍ଥ ଲୋକ ୩ ଜଣ ତେବେ ମଣ୍ଡା ୬ଟି ଦୁଇ ଦୁଇ ଆରାମ ସହ ଖାଇ ପାରିବେ ।

୨. କାହାକୁ ତୁମେ ହାତ ଗୋଡ ନ ଲଗେଇ ମଧ୍ୟ ଧରିପାରିବ ?

ଉତ୍ତର : ନିଶ୍ଵାସ ପ୍ରଶ୍ଵାସକୁ

୩. କଣ ସବୁବେଳେ ବଢେ କିନ୍ତୁ କେବେ କାମେ ନାହିଁ ?

ଉତ୍ତର : ଜୀବନରେ ବହୁତ କିଛି ବଢିଥାଏ କମିଠାଏ କିନ୍ତୁ ଗୋଟେ ଜିନିଷ ବଢିବାକୁ ଲାଗିଥାଏ କିନ୍ତୁ କେବେ କାମୀନଥାଏ ତାହା ହେଉଛି ବୟସ ।

Image Courtesy: Google

୪. ମୁଁ ବିଶ୍ଵର ଏ କୋଶରୁ ସେ କୋଷ ଯାଏ ହେଲେ ଗୋଟିଏ କୋଶରେ ବସିଥାଏ, ତେବେ କୁହ ମୁଁ କିଏ ?

ଉତ୍ତର : ଡାକ ଟିକଟ

୫. ଯିଏ ଏହାକୁ ତିଆରି କରେ ସେ ତା ନିଜ ପାଇଁ କାରେଣୀ, ଯିଏ ଏହାକୁ କିଣେ ସେ ତା ନିଜ ପାଇଁ କିଣେନି, ଏ ଯାହାର କାମରେ ଲାଗେ ସେ ତା ଜୀବନରେ ପ୍ରଥମ ଓ ସେଷ୍ଠାର । ତେବେ ଏହା କଣ ?

ଉତ୍ତର : କଫିନ

Image Courtesy: Google

୬. ୨୦ଟି ପାରା ଗୋଟିଏ ଗଛରେ ବସିଥିଲେ । ଗୋଟେ ଶିକାରୀ ଗୋଟେ ପାରାକୁ ଗୁଳି କରି ମାରିଦେଲା, ଆଉ ସେ ଗଛରେ କେତୋଟି ପାରା ରହିଲେ ?

ଉତ୍ତର : ବହୁତ ଲୋକ ଏହାର ଉତ୍ତର ଦେଇଥାନ୍ତି ୧୯ଟି ପାରା କିନ୍ତୁ ଏହାର ସଠିକ ଉତ୍ତର ହେଉଛି ଗୁଳି ଶବ୍ଦ ଶୁଣି ବାକିତକ ପାରା ଗଚରୁ ଉଡିଗଲେ ।

୭. ଯଦି ଗୋଟିଏ ଇଲେକ୍ତ୍ରି ଟ୍ରେନ ପୂର୍ବ ଦିଗକୁ ଯାଉଛି, ତେବେ ତା ଧୂଆଁ କେଉଁ ଦିଗକୁ ଉଡୁଥିବ ?

ଉତ୍ତର : ଇଲେକ୍ଟ୍ରି ଟ୍ରେନ ରେ ଧୂଆଁ ନଥାଏ ।

୮. କେଉଁ ଜିନିଷ ତୁମେ ଆଣିଲା ବେଳକୁ କଳା, ବ୍ୟବହାର କଲେ ନାଲି ଓ କାମ ସରିଗଲେ ଧଳା ହୋଇଯାଏ ?

ଉତ୍ତର : କୋଇଲା

Leave a Reply

Your email address will not be published. Required fields are marked *