ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁ ମାନେ ନିଜର ସଉକ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ଆଜି ଆମେ ଅପାନ ମାନଙ୍କୁ ଏମିତି ଜଣେ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଧନିପଣ ଓ ସଉକକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଜୋର ଧରିଛି । ହାସମଲ କଥା କହିବା ପୂର୍ବରୁ ବୃନେଇର କଥା କହିବା ନିହାତି ଜରୁରୀ । ଏହା ଏକ ଛୋଟ ଆରବୀୟ ରାଷ୍ଟ୍ର ଯେଉଁଠି ୪ଲକ୍ଷ ୫୦ହଜାର ଜନସଂଖ୍ୟା ବିଶିଷ୍ଟ ହୋଇଥିଲେ ଦେଶରେ ୫ମ ଧନୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଥାଏ ।
ଏହାର କାରଣ ହେଉଛି ଏଠିକାର ତୈଳ ଖଣି ପାଇଁ ପ୍ରଧାନମନ୍ତ୍ରୀ ହସନଲ ବୋଲଖିଆ ବ୍ୟକ୍ତିଗତ ଭାବେ ୨୦ବିଲିୟନ ଡଲାର ଯାହାକୁ ଭାରତୀୟ ମୂଲ୍ୟରେ କହିବା କଷ୍ଟକର । ହସନଲ ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ତାଙ୍କର ଚୁଟି କଟା ପାଇଁ ୟୁକେର ପ୍ରକ୍ଷାତ ହେୟାର ଟ୍ରେସର କେଁଙ୍କୁ ଫାଶକ୍ଲାସ ଫ୍ଲାଇଟରେ ଅଣାଯାଏ ।
ଥରେ ଚୁଟି କାଟିବା ସହ କେନଙ୍କ ରହିବା ଓ ଖାଇବା ଖର୍ଚ୍ଚ ବାବଦରେ ଖର୍ଚ୍ଚ ହୋଇଥାଏ ପାଖାପାଖି ୩୫ଲକ୍ଷ ଟଙ୍କା । ତାଙ୍କର ପ୍ରାସାଦ ବିଶ୍ଵର ସବୁଠାରୁ ଦାମିକା ଓ ଭବ୍ୟ ଭବନ ଭାବେ ଗେନେଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ହୋଇଛି । ୨୦ଲକ୍ଷ ସ୍କୋୟାର ଫୁଟରେ ନିର୍ମିତ ଏହି ପ୍ୟାଲେସରେ ରହିଛି ୧୭୮୮ଟି ରାମ, ୨୫୭ଟି ବାଥୃମ, ଏକ ବଡ ମସ୍ଜିଦ ଓ ଏହା ସହ ରହିଛି ୫ଟି ସ୍ଵୀମିଂଫୁଲ, ଏକ ବିଶାଳ ଗ୍ଯାରେଜ ଓ ଭ୍ୟାକେନ୍ତ ହଲ ।
ପୁରା ପ୍ୟାଲେସକୁ ଆଲୋକିତ କରିବାକୁ ଲାଗିଛି ୫୧ହଜାର ଲାଇଟ । ଅତୀତରେ ଚର୍ଚ୍ଚାକୁ ଆସିଥିଲା ହସନଲଙ୍କ ଜନ୍ମଦିନ ସେଲିବ୍ରେସନ । ତାଙ୍କ ଜନ୍ମଦିନରେ ୭ ଦିନ ପାଇଁ ଚାଲିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ୩ ଦିନ ଡ୍ୟାନ୍ସ ପ୍ରଫୋମାଂସ ଦେବାକୁ ଆସିଥିଲେ ମାଇକେଲ ଜ୍ୟାକସନ ।
ଏଥିପାଇଁ ହସନଲ ମାଇକେଲଙ୍କୁ ଦେଇଥିଲେ ୧୨ହଜାର ୭୩୪କୋଟି ଟଙ୍କା । ହାସନାଲଙ୍କ ଫ୍ଲାଇଟ ଖର୍ଚ୍ଚ ସବୁଠାରୁ ଖାସ ଅଟେ । ଏଥିରେ ରହିଛି ରାଜପ୍ରସାଦରେ ମିଳୁଥିବା ସମସ୍ତ ସୁବିଧା । ଏହାର ୱାଶରୁମରେ ଲାଗିଛି ୨୪ କ୍ୟାରେଟରେ ତିଆରି ବେଶିନ ।
ତାଙ୍କ ପାଖରେ ରହିଛି ଏପରି ଏକାଧିକ ଫ୍ଲାଇଟ ଓ ହେଲିକପ୍ଟର । ତେବେ ଏତିକିରେ ସରୁଣାହୀ ହାସନାଲଙ୍କ ବିଳାସପୂର୍ଣ୍ଣ ଜୀବନ । ପୋଲୋ ଖେଳିବା ପାଇଁ ତାଙ୍କ ପାଖରେ ରହିଛନ୍ତି ୨୦୦ରୁ ଅଧିକ ଘୋଡା । ତାଙ୍କ ସହ ପୋଲୋ ଖେଳିବା ପାଇଁ ଜର୍ମାନୀରୁ ଆସନ୍ତି ଖେଳାଳି ଯାହାଙ୍କର ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି ସୁଲତାନ ହସନଲ ।
ତାଙ୍କର ଗ୍ଯାରେଜରେ ରହିଛି ୧୦୦୦ କି ୨୦୦୦ ନୁହେଁ ବରଂ ୫୦୦୦ଟି ସୁପର କାର ଯାହାର ମୂଲ୍ୟରେ ସେ ଏକାଧିକ ଛୋଟ ଛୋଟ ଦେଶକୁ କିଣି ପାରିବେ । ହସନଲ କେବଳ ବୃନେଇର ପ୍ରଧାନମନ୍ତ୍ରୀ ନୁହନ୍ତି ବରଂ ଏଠିକାର ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ, ବୃନେଇ ପୋଲିସର ମହା ନିର୍ଦେଶକ । ବିଶ୍ଵର ନମ୍ବର ୱାନା ଧନୀ ଭାବେ ସ୍ଥାନ ପାଇଥିଲେ ହସନାଲ ।
ବନ୍ଧୁଗଣ ଆପଣ ମାନଙ୍କର ହସନଲଙ୍କର ବିଳାସପୂର୍ଣ୍ଣ ଜୀବନୀ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।