ବନ୍ଧୁଗଣ ପୃଥିବୀରେ ଅନେକ ସ୍ଥାନ ରହିଛି । ଯେଉଁ ଠାରେ କେବେ ଗରମ ଅନୁଭବ ହୁଏ ତ କେବେ ଥଣ୍ଡା ଅନୁଭବ ହୋଇଥାଏ । ଏମିତିକି ପ୍ରାକୃତିକ ଉପାଯରେ ଦେଖିବାକୁ ଗଲେ ସମୟ କ୍ରମେ ବର୍ଷା ଦିନରେ ଖରା ହେଉଛି ତ ଶୀତ ଦିନରେ ବର୍ଷା ହେଉଛି । ଏ ନେଇ ଆମ ପୃଥିବୀ ସମୟ କ୍ରମେ ଗରମ ହେବାରେ ଲାଗିଛି । ପୃଥିବୀରେ ଏମିତି କିଛି ସ୍ଥାନ ରହିଛି ଯେଉଁ ଠାରେ ଅଧିକ ଗରମ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସବୁଠାରୁ ଅଧିକ ଗରମ ହେଉଥିବା ଜାଗା ଗୁଡିକ ବିଷୟରେ କହିବାକୁ ଯାଉଛି ଯାହାର ରେକର୍ଡ କରା ଯାଇଛି ।
୧- ସିଦ ପାକିସ୍ତାନ : ଆପଣ ମାନେ “ମୋହନ ଯୋଧା”ର ଫିଲ୍ମ ନିଶ୍ଚିନ୍ତ ଦେଖିଥିବେ । କିନ୍ତୁଆ ଆପଣ ମାନେ ଜାଣି ନ ଥିବେ କି ୨୦ ମେ ୨୦୧୦ ମସିହାରେ “ମୋହନ ଯୋଦ୍ଧା” ଫିଲ୍ମର ସିନ ଯାହା ପାକିସ୍ତାନରେ ଅଛି ସେଠିକାର ତାପମାତ୍ରା ୫୩.୫ ଡିଗ୍ରୀ ସେଲସିୟସ ଦେଖା ଯାଇଥିଲା । ସେହି ସମୟରେ ପାକିସ୍ତାନରେ ସବୁଠାରୁ ବଡ ଖବର ହୋଇଥିଲା । କାରଣ ଅଧିକ ତାପମାତ୍ରା ଏଠାରେ ହିଁ ରେକର୍ଡ ହୋଇଥିଲା ।
୨- ସୁଲିବିୟା କୁବେଦ : ସୁଲିବିୟା କୁବେଦ ର ଛୋଟ ସହର ଅଟେ । ୩୧ ଜୁଲାଇ ୨୦୧୨ ମସିହାରେ ଏହି ସ୍ଥାନରେ ତାପମାତ୍ରା ୫୩.୬ ଡିଗ୍ରୀ ସେଲସିୟସ ରହିଥିଲା । ଯାହାକୁ ସହ୍ୟ କରିବା ବହତ କଷ୍ଟକର ରହିଥିଲା ।
୩- ତିରତଯାବୀ ଇସ୍ରାଇଲ : ତିରତଯାବୀ ଯୋଡେନ ନଦୀ ଓ ଇସ୍ରାଇଲ ଦୁଇଟି ଯାକ ସ୍ଥାନ ସବୁଠାରୁ ଗରମ ସ୍ଥାନ ଭାବେ ମାନାଯାଏ । ୧୯୮୨ ରେ ଏହି ଜାଗାର ତାପମାତ୍ରା ୫୪ ଡିଗ୍ରୀ ସେଲିସିୟସ ଯାଏଁ ପହଞ୍ଚି ଥିଲା । ଯେଉଁଠି ରହିବା ଅସମ୍ଭବ ଅଟେ ।
୪- କାବିଲେ ତୁନିସିୟା : କାବେଲି କୁ ନର୍ଥ ଆଫ୍ରିକାର ସବୁଠାରୁ ପୁରୁଣା ବସାୟତ ସହର ଭାବେ ମାନାଯାଏ । ଏଠାରେ ମଣିଷର କଙ୍କାଳ ୨୦୦ ବର୍ଷ ତଳର ବି ମିଳିଥାଏ । ସେଥିପାଇଁ ଏଠାକୁ ବୁଲିବା ପାଇଁ ଅଧିକାଂଶ ଲୋକେ ଆସିଥାନ୍ତି । କିନ୍ତୁ ଜୁଲାଇ ୭ ୧୯୩୧ ରେ ଏହି ଜାଗାର ତାପମାତ୍ରା ୫୫ ଡିଗ୍ରୀ ସେଲିସିୟସ ଯାଏଁ ପାହାଙ୍କି ଥିଲା । ଏହା ପୃଥିବୀର ଦିତୀୟ ଗରମ ସ୍ଥାନ ଭାବେ ମାନାଯାଏ ।
୫- ଫନେସ କ୍ରୀକ ରାଞ୍ଚ କାରଲିଫର୍ଣ୍ଣିୟା : ଏହି ଜାଗାକୁ ଅନୁ ସ୍ଥାନ ଗୁଡିକ ଠାରୁ ଅଧିକ ଗରମ ସ୍ଥାନ ଭାବେ ମାନାଯାଏ । କିନ୍ତୁ ୧୦ ଜୁଲାଇ ୧୯୯୩ ରେ ଏଠିକାର ତାପମାତ୍ରା ୫୬.୭ ଡିଗ୍ରୀ ସେଲିୟସ ହୋଇଥିଲା । ଏହି ତାପମାତ୍ରା ଏତେ ଅଧିକ ଯେ ଆପଣଙ୍କର ଚପଲ ତରଳି ଯାଇପାରେ । ଏହା ଗାଡିର ଟାୟାରକୁ ମଧ୍ୟ ତରଳାଇ ଦେଇପାରେ । ଏହି ତାପମାତ୍ରାରେ ଆପଣ ଏହି ଜାଗାରେ ଗୋଟେ ଘଣ୍ଟା ଭ୍ରମଣ କରିଲେ ଆପଣଙ୍କ ଶରୀରର ଜଳିଆ ଅଂସ କମ ହୋଇଯିବ । ତେବେ ଏହା ଥିଲା ପୃଥିବୀର ଏପରି ସ୍ଥାନ ଯେଉଁଠି ସ୍ଵପ୍ନ ରେ ସୁଧା ଯିବା ଉଚିତ ନୁହେଁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।