ଆଜି ଆମେ ଆପଣଙ୍କୁ ଏକ ତରିକା କହିବା ଯାହା ଦ୍ଵାରା ଆପଣଙ୍କ ଫରଟିଲିଟି ବୁଷ୍ଟ ହେବ । ଏହାକୁ ବ୍ୟବହାର କରିବା ତାରିକା ଖୁବ ଭଲ ଓ ସହଜ ମଧ୍ୟ । ଆପଣ ଏହାକୁ ଯଦି ଚାହିଁବେ ନିଜ ସକାଳ ପାଣିରେ ପି ପାରିବେ କିମ୍ବା ଆପଣ ଏହାକୁ ସର୍ବତ, ଚା କିମ୍ବା ଅନ୍ୟାନ୍ୟ ଜିନିଷରେ ଏହାକୁ ମିଶାଇ କି ଖାଇଆ ପାରିବେ ଆପଣ ଏହାକୁ ରୁଟି ସହ ମଧ୍ୟ ଖାଇଆ ପାରିବେ । ଡାକ୍ତରୀ ଔଷଧ ଖାଇବା ଅପେକ୍ଷା ଆମେ ଏହାକୁ ଖାଇବା ଖୁବ ଭଲ ହୋଇ ଥାଏ ।
ଯେଉଁ ମାନଙ୍କୁ PCOD ଅଛି ଇନଫ୍ଲୋମେସନ ରହି ଥାଏ ଶରୀରରେ । ଯେଉଁ ମାନଙ୍କୁ ଆନଥ୍ରାଇଟିସ ରହି ଥାଏ ଯେଉଁ ମାନେ ଡାଇବେଟିସ ରେ ବେମାରି ରେ ଥାନ୍ତି କିମ୍ବା ଯେଉଁ ମାନଙ୍କୁ ଓବେଶୀଟି ରହୁଛି । ସେମାନେ ଏହାକୁ ଖାଇ କରି ପାରିବେ । ଏହାକୁ ବ୍ୟବହାର କରିବା ଖୁବ ସହଜ ଯେଉଁ ମାନଙ୍କ ଲିଭର ରେ ଚର୍ବି ଅଛି ।
ଅଳ୍ପ ଖାଇଲେ ମଧ୍ୟ ଆମ ଶରୀର ଭାରି ହେବା ଭଳି ଲାଗୁ ଥାଏ । ତେବେ ଏହି ଭଳି ବେମାରି ଯଦି ଆପଣଙ୍କ ପାଖରେ ଆପଣ ଏହାକୁ ଧାରଣ କରି ପାରିବେ । ଆଜି ଆମେ କହିବା ପାଇଁ ଯାଉଥିବା ମଞ୍ଜି ହେଉଛି କଲୋଞ୍ଜି । ଏହାକୁ ଆପଣ ଆଚାର ଖାଇବା ବେଳେ ନିଜ ଖାଇବା ମଧ୍ୟରୁ ଏହାକୁ ଆପଣ ପାଉ ଥିବେ ।
ଏହା କୁ ଆମେ କେବଳ ଆଚାର ନୁହେଁ ଅନ୍ୟ ଖାଇବା ରେ ଅମଧ୍ୟ ଏହାକୁ ଆମେ ବ୍ୟବହାର କରୁ । ପୁରୁଣା ଲୋକମାନେ ଯେଉଁ ମାନେ ଏହାର ଫାଇଦା ଜାଣି ନାହାଁନ୍ତି ସେମାନେ ଏହାକୁ ନିଶ୍ଚିତ ଭାବେ ଖାଇବାରେ ସାମିଲ କରିଛନ୍ତି ସବୁ ବେଳେ ଆଜି ଭି ସେମାନଙ୍କ ଘରେ ଏହାକୁ ପ୍ରବଳ ମାତ୍ରାରେ ବ୍ୟବହାର କରାଯାଏ ।
ଏହା ମଧ୍ୟରେ ଆମୀନୋ ଏସିଡ, ଫ୍ୟାଟ, ଭିଟାମିନ C, B 12, ଆଇରନ, ମାଗ୍ନେସିୟମ ଥାଏ । ଏହା ଆମ ଫୋରଟିଲିଟି କୁ ବୁଷ୍ଟ କରିଥାଏ । ଏହାକୁ ପୁରୁଷ ମାନେ ମଧ୍ୟ ବ୍ୟବହାର କରି ପାରିବେ । ଯେଉଁ ମାନେ ସ୍ପର୍ମ ପାଇଁ ଟିକେ କମଜୋର ଥାଏ । ସେମାନେ ଏହାକୁ ଖାଇବା ଦ୍ଵାରା ସେମାନଙ୍କ ସ୍ପର୍ମ ଖୁବ ଭଲ ହୋଇ ଥାଏ ଓ ସୁସ୍ଥ ସ୍ପର୍ମ ହୋଇଥାଏ ।
କେବଳ ଏକ ଜିନିଷର ଧ୍ୟାନ ରଖିବେ ଆପଣ ଏହାକୁ ଗୁଣ୍ଡ କରିବେ କିନ୍ତୁ ଆପଣ ଏହାକୁ ଅଳ୍ପ ଅଳ୍ପ ଦିନ ପାଇଁ ଗୁଣ୍ଡ କରିକି ରଖିକି ଏହାକୁ ଆପଣ ଖାଇବେ । କାରଣ ଏହା ନିଜ ତେଲ କୁ ବହୁତ ଜଲ୍ଦି ବାସ୍ଫିଭୂତ କରାଇ ଦେଇ ଥାଏ । ଯାହା ଦ୍ଵାରା ଆମକୁ ସବୁ ତତ୍ଵ ସଠିକ ପରିମାଣରେ ମିଳି ନଥାଏ । ଆପଣ ଅଧିକା ଦିନ ପାଇଁ ବନାନ୍ତୁନି । ଆପଣ ଅଧା କପ ଗରମ ପାଣିରେ 3 ଗ୍ରାମ ଭଳି ଏହାକୁ ସେବନ କରିବେ ।
ଯଦି ମହିଳା ମାନେ ଡାଲଚିନି ର ଚା ପିଉଛନ୍ତି ତେବେ ଆପଣ ଏହାକୁ ତା ମାଧ୍ୟରେ ପକାଇକି ଖାଇ ପାରିବେ । ଆପଣ ଏହାକୁ ଖାଇବା ପରେ 30 ମୀନଟ ଯାଏ କିଛି ଭି ଖାଇବେ ନି । କାରଣ ଏହାକୁ ଆପଣ ଭଲ ଭାବେ ହଜମ ହେବ ପାଇଁ ଛାଡି ଦିଅନ୍ତୁ । ଆପଣ ଏହାକୁ ସଠିକ ସମୟ ବ୍ଯବଧାନରେ ଖାଇବା ନିହାତି ଭାବେ ଦରକାର । ମହିଳା ମାନେ ଏହାକୁ 7 ଦିନ କିମ୍ବା 15 ଦିନ ଯାଏ ଖାଇବା ବେଳେ ପୁରୁଷ ମାନେ ଏହାକୁ 6 ସପ୍ତାହ ଯାଏ ଖାଇବା ଭଲ ହୋଇ ଥାଏ ।