Odia Dhaga Dhamali – କଞ୍ଚା ହଳଦିଆ ପାଚିଲେ କଳା ନ କହି ପାରିଲେ ରାଜ୍ୟ ରୁ ପଳା! ଏହି ଢଗର ଉତ୍ତର କଣ ?

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଏହା ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- କେଦାର ଗୌରି ମନ୍ଦିର କେଉଁଠାରେ ଅଛି ?

ଉତ୍ତର- ଭୁବନେଶ୍ଵର

୨- ନୀଳ ମାଧବ କେଉଁ ଠାରେ ଅଛି ?

ଉତ୍ତର- କନ୍ଟିଲୋ

୩- ମହିମା ଧର୍ମ ର ପ୍ରଧାନ ପୀଠ କେଉଁ ଠାରେ ଅହକି ?

ଉତ୍ତର- ଢେଙ୍କାନାଳର ଜୋରନ୍ଦା

୪- ସହିଦ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଜାନୁଆରୀ ୩୦

୫- ଶ୍ରମିକ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ମେ ୧

୬- ପତାକା ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଡିସେମ୍ବର ୭

୭- ପାଣି ଫୋଟକା କାହାର କାର୍ଯ୍ୟ କରିଥାଏ ?

ଉତ୍ତର- ଅବଟଲ ଲେନ୍ସ

୮- ଅଣ୍ଡା ରୁ ଏକ ଛୁଆ ଜନ୍ମ ହେବା ପ୍ରକ୍ରିୟା କୁ କଣ କୁହାଯାଏ ?

ଉତ୍ତର- ପାଟ୍ରିୟ ଜେନେଶିଷ

୯- ଆମେ ଖାଉଥିବା ଖାଦ୍ୟ ରେ କାହାର ପରିଣାମ ସର୍ବାଧିକ ରହିଥାଏ ?

ଉତ୍ତର- କାର୍ବୋ ହାଇଡ୍ରେଡ

୧୦- ଲୁଗାପଟାରେ କଳଙ୍କି ଯୋଗୁ ଦାଗ ଲାଗିଥିଲେ ତାହା ସହ କରିବା ପାଇଁ କଣ ବ୍ୟବହାର କରାଯାଏ ?

ଉତ୍ତର- ଅକ୍ସାଲିକ ଏସିଡ

୧୧- ସମୁଦ୍ର ପାଣି ବର୍ଷା ପାଣି ଠାରୁ ଅଧିକ ଲୁଣିଆ ଲାଗେ କାହିଁକି ?

ଉତ୍ତର- ନଦୀ ଗୁଡିକ ଭୁପୃଷ୍ଠ ରୁ ଖଣିଜ ଗୁଡିକ ଢୋ ନେଇ ସମୁଦ୍ର ରେ ଛାଡି ଥିବାରୁ

୧୨- କଞ୍ଚା ହଳଦିଆ ପାଚିଲେ କଳା ନ କହି ପାରିଲେ ରାଜ୍ୟ ରୁ ପଳା ଏହି ଢଗର ଉତ୍ତର କଣ ?

ଉତ୍ତର- ଖଜୁରୀ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *