ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରି ରେ ଦମଦାର ଅଭିନୟ କରି କଳାକାର ମାନେ ବେଶ ନାଁ କମାଇ ପାରିଛନ୍ତି । କିଛି କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚା ରେ ରହୁଥିବା ବେଳେ ଆଉ କିଛି ନିଜର ଦାମ୍ପତ୍ୟ ଜୀବନୀକୁ ନେଇ ବେଶ ଚର୍ଚ୍ଚା ରେ ରହିତହନ୍ତି । ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ପରିବାର ଠାରୁ ଆରମ୍ଭ କରି କେଉଁ ଜାଗାକୁ ବୁଲିବାକୁ ଗଲେ କଣ ସବୁ ମସ୍ତି କରିଲେ ସବୁ କିଛି ସୋସିଆଲ ମିଡିଆରେ ଶେୟାର କରିବାର ନଜର ଆସୁଛନ୍ତି ।
ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଅର୍ଚ୍ଚିତା ସ୍ଵାମୀ ସବ୍ୟସାଚୀଙ୍କ ବିଷୟରେ କଣ କହିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଅଭିନୟ ଯାଦୁରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଠିକ ସେହିପରି ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ କମ ନୁହଁନ୍ତି ।
ସେ ତାଙ୍କର ଦମଦାର ଅଭିନୟ ଓ ଆକ୍ସନ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଦୁହେଁ ଶୁଟିଙ୍ଗ ସେଟରୁ ପରସ୍ପରକୁ ଭଲ ପାଇଥିଲେ । ଏହା ପରେ ଦୁହେଁ ବିବାହ ବନ୍ଧନରେ ମଧ୍ୟ ଆବଦ୍ଧ ହୋଇ ସାରିଛନ୍ତି ଯାହା ଆପଣ ମାନେ ଜାଣିଥିବେ ।
ବିବାହ ପରେ ଦୁହେଁ ସାମାଜିକ କାମ ଠାରୁ ଆରମ୍ଭ କରି ନିଜର ବ୍ଯକ୍ତିଗତ ଜୀବନୀ ବିଷୟରେ କିଛି ନା କିଛି ସୋସିଆଲ ମିଡିଆରେ ଶେୟାର କରିବାର ନଜର ଆସିଛନ୍ତି । ବର୍ତ୍ତମାନ ଅର୍ଚ୍ଚିତାଙ୍କର ଏକ ମନଲୋଭା ଭିଡିଓ ଭାଇରାଲ ହୋଇଛି ଯାହା ଆପଣ ମାନେ ଦେଖିଲେ ହସି ହସି ଗଡିଯିବେ ।
ଏହି ଭିଡିଓ ରେ ଅର୍ଚ୍ଚିତା କହୁଛନ୍ତି କି ଶଚ ଏ ବୋରିଙ୍ଗ ଡେ ଶଚ ହେ ବୋରିଙ୍ଗ ପିପୁଲ । କାରଣ ସବ୍ୟ ଅର୍ଚ୍ଚିତାଙ୍କୁ ଠିକ ଭାବେ ସମୟ ଦେଇପାରୁ ନାହାନ୍ତି ଯାହା ଉଦେଶ୍ୟରେ ଅର୍ଚ୍ଚିତା ଏଭଳି ଡାଇଲାଗ କହିଛନ୍ତି । ଅର୍ଚ୍ଚିତା ଯେଉଁ ଭଳି ଏକ୍ସପ୍ରେସନ ଦେଉଛନ୍ତି ତାହା ଦେଖିବାକୁ ବହୁତ ମଜାଦାର ଲାଗୁଛି । ସବ୍ୟ ନିଜର କାମରେ ଏତେ ବ୍ୟସ୍ତ ରହୁଛନ୍ତି କି ନିଜ ସ୍ତ୍ରୀଙ୍କୁ ସମୟ ଦେଇପାରୁ ନାହାନ୍ତି ।
ଅର୍ଚ୍ଚିତାଙ୍କ ସହ କେହି କଥା ହେଉ ନାହାନ୍ତି କି ସେ କାହା ସହ କଥା ହେଉ ନାହାନ୍ତି କି କେହି ତାଙ୍କୁ ପ୍ରେମ କରୁ ନାହାନ୍ତି ଭଳି ମନ୍ତବ୍ୟ ଦେଇଛନ୍ତି ନିଜେ ଅର୍ଚ୍ଚିତା । ଅର୍ଚ୍ଚିତା ଯେଉଁ ଷ୍ଟାଇଲ ରେ କଥା କହୁଛନ୍ତି ତାହା ନିଆରା ଲାଗିବା ସହ ତାଙ୍କ ମୁହଁର ଏକ୍ସପ୍ରେସନ ବହୁତ ମଜାଦାର ହୋଇଛି । ସବ୍ୟ କିପରି ଅର୍ଚ୍ଚିତାକୁ ଅଣହେଳା କରୁଛନ୍ତି ତାହା ଏକ୍ସପ୍ରେନ୍ସ ଜରିଆରେ କହିଛନ୍ତି ଅର୍ଚ୍ଚିତା । ତେବେ ଏହିପରି ଭାବେ ସ୍ଵାମୀ ସବ୍ୟଙ୍କ ବିଷୟରେ ସ୍ତ୍ରୀ ଅର୍ଚ୍ଚିତା ମନ୍ତବ୍ୟ ଦେଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତାଙ୍କ ମନ୍ତବ୍ୟ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।