ପ୍ରେମରେ ଆବଶ୍ୟକ ଠାରୁ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏହି 3ଟି ନାମର ଝିଅ- Jyotisha Shastra

କୌଣସି ଝିଅ ପ୍ରେମରେ ପଡିଲେ ପୂର୍ବ ଅପେକ୍ଷା ସୁନ୍ଦର ଲାଗିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତେକ ଝିଅ ଓ ପୁଅ ନିଜର ସାଥିଙ୍କ ତହରେ ଭଲ ପାଇବା ଅଧିକ ଦେଖିଥାନ୍ତି । ଉଭୟ ପୁଅ ଓ ଝିଅ ପ୍ରେମ କରିବାରେ ନିଜ ସାଥିଙ୍କୁ ଗୋଟିଏ ବି ମୌକା ଛାଡନ୍ତି ନାହି । ନିଜ ସାଥିଙ୍କ ସହ କେହି ବି ରୋମାନ୍ସ କରିବାରେ ବରାବର କରି ପାରନ୍ତି ନାହି ତାହା ପ୍ରତେକ ପ୍ରେମୀ ଯୁଗଳଙ୍କର ଇଚ୍ଛା ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ୩ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି ।

୧- N ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନଙ୍କର ଖାସ ଗୁଣ ହେଉଛି ଏମାନେ ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି । ପ୍ରେମ ମାମଲାରେ ଏମାନେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏମାନେ ନିଜ ସାଥିଙ୍କ ପ୍ରତି ବଫାଦାର ରହିଥାନ୍ତି । ଏମାନେ କର୍ତ୍ତବ୍ୟକୁ ଠିକ ଭାବେ ନିଭାଇବା ସହ ନିଜ ସାଥିଙ୍କୁ ବହୁତ ପ୍ରେମ କରିଥାନ୍ତି । ଏମାନେ ରୋମାନ୍ସ ମାମଲା ରେ ବେଶ ଆଗରେ ରହିଥାନ୍ତି । ନିଜ ସାଥି ଙ୍କୁ କିପରି ଖୁସି ରଖାଯାଇ ପାରିବ ତାହା ଏହି ନାମର ଝିଅ ମାନଙ୍କୁ ବେଶ ଭଲ ଭାଏ ଜଣା ହୋଇଥାଏ ।

୨- S ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ସ୍ଵଭାବରେ ଗମ୍ଭୀର ହୋଇଥାନ୍ତି । ଏମାନେ ସେହି ପୁଅ ମାନଙ୍କୁ ପ୍ରେମ କରିଥାନ୍ତି ଯେଉଁ ଏମାନେ ସେମାନଙ୍କୁ ପ୍ରେମ କରିଥାନ୍ତି । ଏମାନେ ଦେଖିବାକୁ ଆକର୍ଷକ ହେବା ସହ ଲୋକପ୍ରିୟ ହୋଇଥାନ୍ତି । ନିଜ ସାଥି ଙ୍କୁ ଖୁସି କରିବା ପାଇଁ ନୂଆ ନୂଆ ଉପାୟ କରିଥାନ୍ତି ଯାହା ସେମାନଙ୍କ ସାଥି କୁ ବେଶ ପସନ୍ଦ ଆସିଥାଏ । ପ୍ରେମରେ ରୋମାଣ୍ଟିକ ହେବା ଏମାନଙ୍କର ସାଥି ଙ୍କୁ ବହୁତ ଆକର୍ଷଣ କରିଥାଏ । ଯାହା ଦ୍ଵାରା ଏମାନେ ପ୍ରେମ କ୍ଷେତ୍ର ରେ ଉଚ୍ଚ ସ୍ତର ରେ ରହିଥାନ୍ତି ।

୩- R ନାମର ଝିଅ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ନିଜ ସାଥି ଙ୍କୁ ବହୁତ ଖୁସିରେ ରଖିଥାନ୍ତି । ଏମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି । ଏମାନେ ନିଜ ସାଥି ଙ୍କୁ କେବେ ଧୋକା ଦିଅନ୍ତି ନାହି । ଏହି ନାମାର ଝିଅ ମାନେ ରୋମାନ୍ସ ମାମଲା ରେ ବହୁତ ରୋମାଣ୍ଟିକ ଓ ବିନମ୍ର ହୋଇଥାନ୍ତି । ଏମାନେ ନିଜ ସାଥି ଙ୍କ ସହ ବେଶ ହସ ଖୁସିରେ ସମୟ ବିତାଇଥାନ୍ତି । ଜୀବନର ପ୍ରତେକ ମୂହୁର୍ତ୍ତ କୁ ଏମାନେ ନିଜ ସାଥି ଙ୍କ ସହ ଉପୋଭୋଗ କରିଥାନ୍ତି । ଏମାନେ ନିଜ ସାଥି ଙ୍କର ଖୁସି ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *