ରାଣୀ ପଣ୍ଡା କହୁଛନ୍ତି କି ସେ ଜାଣି ଛନ୍ତି ପ୍ରେମ କଲେ କେଉଁ ଭଳି ପରିସ୍ଥିତି ଦେଇ ଗତି କରିବା ପାଇଁ ପଡିଇବ ଏହା ସହ ଏହା ମଧ୍ୟ କହିଛନ୍ତି କି ସୋମ୍ୟ ଯେଉଁ ଭଳି ଭାବେ ନିଜର ଜୀବନ ହାରିଲେ ଏହା ଠିକ କଥା ନୁହେଁ ଏହା ପାଇଁ ସେ ନିଜ ବାପା ମା ଓ ଭଉଣୀ ପାଖେ ଚିର ଦିନ ପାଇଁ ଦୋଷୀ ହୋଇ ରହି ଯିବେ । ଏହାର କାରଣ ହେଉଛି କି ସୋମ୍ୟ କେବଳ ସୋନାଲିଙ୍କୁ ହିଁ ପ୍ରେମ କରିଥିଲେ ସେ କେବଳ ଏହା ଚାହୁଁ ଥିଲେ ସୋନାଲି ସବୁ ବେଳେ ତାଙ୍କ ସହ ରୁହନ୍ତି ।
କିନ୍ତୁ ସେ ଏକ କଥା ଭାବିବା କଥା କି ତାଙ୍କୁ ସବୁ ବେଳେ ଏକ ବନ୍ଦୀ ଭଳି ରଖିବା ଠିକ କଥା ନୁହେ । ସୋନାଲି ମଧ୍ୟ ଏହା ଧ୍ୟାନ କରିବା କଥା କି ସେ ଯଦି ସ୍ଵାଧୀନତା ଖୋଜୁଛନ୍ତି ତେବେ ସେ ଦେଖି ଚାହିଁ ସାଧିନତା ଖୋଜିବା ନିହାତି ଭାବେ ଦରକାର ଅଟେ । କାରଣ ପଇସା ପଛରେ ପାଗଳ ହୋଇକି ଯଦି ଆମେ କେ ରୁ ଅଧିକ ଭଲ ପାଇବା ଏହାକୁ ଭଲ ପାଇବା କୁହାଯାଏ ନି ।
ଆମେ ଜାଣିଛୁ କି ଆମେ ଯଦି ଭଲ ପାଇବା କାହାକୁ ତା ସହ କିଛି ଆଡଜାସ୍ତ କରିକି ଚାଲିବା ପାଇଁ ପଡିବ । ଆପଣ ଏହା ମଧ୍ୟ ଜାଣି ରଖନ୍ତୁ କି ଜଣେ ଜଣେ ବ୍ୟକ୍ତି ଙ୍କ ପାଇଁ ଆଜି ସାରା ସମାଜ ଖରାପ ହେବାରେ ଲାଗିଛି ସବୁ ଲୋକମାନେ ଅନ୍ୟକୁ ଖରାପ କହିବାରେ ପଛ ଘୁଞ୍ଚା ଦେଉ ନାହାଁନ୍ତି ।
ରାଣୀ ପଣ୍ଡା କହିଛନ୍ତି କି ପୋଲିଶ ଏହାକୁ ନେଇ କଣ ପାଇଁ ଚୁପ ଅଛି ଏହା ଜଣ ପଡୁନି ବୋଦଧେ ହୁଏ ସୋନାଲି ଆଗକୁ ଆସିକି କହିବ ଅଭଲ ହେବ ବୋଲି ସେ ଆଖିଛନ୍ତି ଏହା ସହ ଏହା ଅମଧା କହି ଛନ୍ତି କି ଯଦି ଜଣେ ନାରୀ ପାଇଁ ନ୍ୟାୟ ଅଛି ତ ଜଣେ ପୁରୁଷ ପାଇଁ ମଧ୍ୟ ନାୟ ଦରକାର ଅଟେ ।
ଆମ ପରିବାର ଆମ ପାଇଁ ସବୁଠାରୁ ଆଗରେ ରହିବା ନିହାତି ଭାବେ ଦରକାର ଅଟେ । କାରଣ ସମାଜ ରେ ସବୁ କିଛି ବଦଳି ଜୀବ କିନ୍ତୁ କେବେହେଲେ ଭଲ ପାଇବା ବଦଳିବ ନି । ଆଜି ଆମେ କହିବା କି ଆମେ ଜଦି କାହାକୁ କଥା ଦେଉଛି କିମ୍ବା ଭଲ ପାଉଛୁ ତା ଆଗରୁ ତା ସହ ଭଲ କି ସାଙ୍ଗ ହେବା ନିହାତି ଭାବେ ଦରକାର ।
କାରଣ ଏହା ନ କରିବା ଦ୍ଵାରା ଆମର ଅସୁବିଧା ହେବ ଓ ଆମେ ପଛରେ କ୍କିହହୀ ଏହି ଭଳି ଖବର ଜାଣିବା ପାଇଁ ପାଇବା ଯାହା ଅଶାନ୍ତିର ର କାରଣ ଅଟେ । ଯଦି ସୋନାଲି ଏକ ପୁଅ ପାଇଁ ଆଉ ଏକ ପୁଅ କୁ ଛାଡି ଦେଉଥିଲେ ତେବେ ସେ ଏହା ମଧ୍ୟ କରି ପାରନ୍ତି କି ଆଉ ଏକ ପୁଅ ପାଇଁ ସେ ପୁରୁଣା ପ୍ରେମିକ କୁ ମଧ୍ୟ ଛାଡି ଦେବ ।
ରାଣୀ ପଣ୍ଡା କହିଛନ୍ତି କି ଆଜି କାଲୀ ମହିଳା ମାନେ କେବଳ ପଇସା ଦେଖୁଛନ୍ତି ଓ ପୁଅ ମାନେ ମଧ୍ୟ ସୁନ୍ଦର ଜୀବନ ସାଥି ବଦଳରେ କେବଳ ଫିଗର ଥିବା ଝିଅ ଖୋଜୁଛନ୍ତି ।