ବନ୍ଧୁଗଣ ପ୍ରେମ ହେଉଛି ଦୁଇଟି ମନର ମିଳନ ତ ଅଢେଇ ଅକ୍ଷର ଏହି ଧାରଣା ପ୍ରାୟ ସମସ୍ତଙ୍କ ମନରେ ରହିଥାଏ । ଥରେ ଯିଏ ଏହି ପ୍ରେମ ମାୟାରେ ପଡିଛି କେବେ ବି ସହଜରେ ମୁକୁଳି ଯାଇପାରି ନାହି । ପ୍ରେମର କୌଣସି ଭାଷା ନାହି ଏହାର ତୁଳନା କାହା ସହ କରାଯାଇ ପାରିବ ନାହି । ପ୍ରେମ ଏମିତି ଏକ ଶବ୍ଦ ଯାହା ନିଆରା ଅଟେ । ପ୍ରେମ କରୁଥିବା ମଣିଷ ନିଜ ପ୍ରେମକୁ ପାଇବା ପାଇଁ କିଛି ଅନ୍ତର ପାତର କରେ ନାହି ।

ଆଜିର ଭ୍ୟାଲେନ୍ତାଇନ ଡେ ରେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛି ଯାହା ସମସ୍ତଙ୍କ ତହରୁ ଭିନ୍ନ ଓ ନିଆରା । ଏହି ଭିଡିଓ ରେ ଆପଣ ଯେଉଁ ପୁଅ ଝିଅଙ୍କୁ ଦେଖୁଛନ୍ତି ସେମାନଙ୍କ ମଧ୍ୟରେ ରହିଛି ଅନେକ ପାର୍ଥକ୍ଯ ।
କାରଣ ଦୁହିଙ୍କ ଉଚ୍ଚତା ମଧ୍ୟରେ ରହିଛି ଆକାଶ ପାତାଳର ପାର୍ଥକ୍ଯ । କାଖ ହୋଇଥିଲା ପ୍ରେମିକାର ଉଚ୍ଚତା ହେଉଛି ମାତ୍ର ୨ଫୁଟ ୧୦ ଇଛା । ଆଉ ପ୍ରେମିକଙ୍କ ଉଚ୍ଚତା ହେଉଛି ୫ଫୁଟ ୭ଇଞ୍ଚ । ଦୁହେଁ ପରସ୍ପରକୁ ଭଲ ପାଇ ପ୍ରେମ ବିବାହ କରିଛନ୍ତି ।

ଆମେରିକାରେ ରହୁଥିବା ସେସି କେକୀ ଉଚ୍ଚତାରେ ଛୋଟ ହେଲେ ମଧ୍ୟ ବସ ୩୨ ବର୍ଷ । ସେ ଜଣେ ଲୋକପ୍ରିୟ ଡ୍ୟାନ୍ସର ଭାବେ ପରିଚିତ ଅଟନ୍ତି । ଏହା ସାହା ଅଡାଲ ଭିଡିଓରେ କାମ କରିବା ସହ ବାର ରେ ଷ୍ଟ୍ରିପର ଭାବେ କାମ କରନ୍ତି । ଆଉ ପ୍ରେମିକ ବ୍ଲେକଙ୍କ ବୟସ ମାତ୍ର ୧୯ ବର୍ଷ ।
ଦୁହିଙ୍କ ଅମଧ୍ୟରେ ବୟସର ବ୍ଯବଧାନ ୧୩ ବର୍ଷ ହୋଇଥିବା ବେଳେ ଉଭୟ ଉଭୟଙ୍କୁ ବହୁତ ପ୍ରେମ କରନ୍ତି । ସେସିଙ୍କ ପ୍ରେମରେ ପାଗଳ ହୋଇଛନ୍ତି ବ୍ଲେକ । ତାଙ୍କ ପାଇଁ ସେସିଙ୍କ ବୟସ ବା ଉଚ୍ଚତା କିଛି ବି ମାନେ ରଖେନୀ । ସୋସିଆଲା ମିଡିଆରେ ଶିଶେ ଓ ବ୍ଲେକ ଟ୍ରୋଲ ହେଉଥିଲେ ମଧ୍ୟ ତାଙ୍କ ପ୍ରେମ ଉପରେ ବାଧା ଆସି ନାହି । ସୋସିଆଲ ମିଡିଆରେ ୟୁଜର୍ସ ଏଣୁତେଣୁ ଲେଖିଥିଲେ ମଧ୍ୟ ପ୍ରେମରେ କିଛି ବି ଗରକ ପଡୁ ନାହି ଦୁହିଙ୍କ ମଧ୍ୟରେ । ବ୍ଲେକଙ୍କ ଆଖି ରେ ସେସି ଖୁବ କୋମଳ ହୃଦୟର ।

ସେ ନିଜ ପ୍ରେମିକା ଙ୍କୁ ବହୁତ ଖୁସିରେ ଆଖିବା ପାଇଁ ଇଚ୍ଛା କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଦୁହେଁ ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି । ସତରେ ପ୍ରେମ ଏକ ଅନ୍ଧ ଯାହା ପାଖରେ ରୂପ ରଙ୍ଗର ଭେଦ ନାହି । ପ୍ରେମରେ ଜାତି ଧର୍ମ ର କୌଣସି ସ୍ଥାନ ନାହିଁ । ଆଉ ବୟସ କି ଉଚ୍ଚତା ର କୌଣସି ସ୍ଥାନ ନାହି । ଆଜିର ପ୍ରେମ ଦିବସରେ ଏହି ପ୍ରେମୀ ଯୁଗଳ ଖୁବ ଚର୍ଚ୍ଚା ରେ ରହିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ସେସି ଓ ବ୍ଲେକଙ୍କ ପ୍ରେମ କାହଣାଇ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।
