Soumyaଙ୍କ ପରେ ପୁଣି ଜଣେ ପ୍ରେମିକ କଲେ ଆତ୍ମହତ୍ୟା, ଶେଷ ଚିଠିରେ ଯାହା ଲେଖିଛନ୍ତି ଦେଖି ଆଖିରେ ଲୁହ ରହିବନି

ବନ୍ଧୁଗଣ ନିଜ ପ୍ରେମିକା ସହ ସାରା ଜୀବନ ବଞ୍ଚିବାକୁ ଚାହୁଁଥିବା ଜଣେ ଯୁବକ ଶେଷ ଚିଠିରେ ଏମିତି କିଛି ଲେଖି ଯାଇଛନ୍ତି ଯାହା ହୃଦୟ ବିଦାରକ ଅଟେ । ଯୁବକ ଜଣକ ଲେଖିଛନ୍ତି ଯେ ମାମି ମୋତେ କ୍ଷମା କରି ଦେବୁ, ମୁଁ ଯାଉଛି । ମୁଁ ବାପାଙ୍କ ପାଖକୁ ଯାଉଛି ମୋ ଇଚ୍ଛାରେ । ମୋ ପାଇଁ କାହାକୁ ଦୋଷ ଦେବୁ ନାହି । ଭାଇକୁ କହିବୁ ଭଲରେ ରହିବ । ଝିଅକୁ କହିବ ମୁଁ ତାକୁ ବହୁତ ଭଲ ପାଏ । କିନ୍ତୁ ମମି ମୁଁ ଏମିତି ରହି ପାରୁନି । ମୋର ଗୋଟେ ଇଚ୍ଛା ତୁମେ କେବେ ଅଲଗା ହେବନି ।

ମୁଁ ତା ବିନା ରହି ପାରୁନି । ଶୁଣ ମମି ଗୋଟେ କଥା ତାକୁ ସରି କହିଦେବ ଏପରି ଚିଠିରେ ଲେଖି ଯାଇଛନ୍ତି ଯୁବକ ଜଣକ ।  ପ୍ରେମିକାର ଅନ୍ୟ କେଉଁ ଜାଗାରେ ନିର୍ବନ୍ଧ ହୋଇଯିବା ପରେ ସାଥିର ବିରହକୁ ସହ୍ୟ ନ କରିପାରି ପ୍ରେମିକ ଜଣକ ଆତ୍ମହତ୍ୟା ଭଳି ଚରମ ନିସ୍ପତି ନେଇଛନ୍ତି । ବେକରେ ଦଉଡି ଦେବା ପୂର୍ବରୁ ହାତ ଲେଖିଥିବା ଚିଠି ହୁଏ ତ ସେହି ବିରହ ବେଦନାକୁ ବୟାନ କରୁଛି ।

ପ୍ରେମ ବିରାର କାହାଣୀ ଥିଲା ଠିକ ଏହିଭଳି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହରର ଯୁବକ ଅଭିଜିତ ପଟ୍ଟନାୟକ ଜେନ ଯୁବତୀଙ୍କୁ ପ୍ରେମ କରୁଥିଲେ । ପରିବାର ଲୋକଙ୍କ ସହମତିରେ ଦୁହିଙ୍କର ବିବାହ ଅମଧ୍ୟ ସ୍ଥିର ହୋଇଥିଲା । କିନ୍ତୁ ପରେ ପାରିବାରିକ ସମସ୍ଯା ଯୋଗୁ ଉଭୟଙ୍କ ବିବାହ ସମ୍ଭବ ହୋଇ ପାରିଲା ନାହି ।

ଆଉ ଏହାରି ଭିତରେ ପ୍ରେମିକଙ୍କର ନିରବ୍ଧ ନିର୍ବନ୍ଧ ସାରିବା ସହ ବିବାହ ସ୍ଥିର ହୋଇଗଲା । ହେଲେ ପ୍ରେମିକାକୁ ଭୁଲି ପାରୁ ନ ଥିଲେ ଅଭିଜିତ । ଆଉ ଅଭିଜିତ ସେହି ରାସ୍ତା ବାଛିନେଲେ ଯେଉଁ ଠାରୁ ଆଉ କେହି ଫେରି ପାରନ୍ତି ନାହି । ପ୍ରେମର ଦିବସରେ ଫ୍ୟାନ ରେ ଝୁଲି ଆତ୍ମହତ୍ୟା କରିଛନ୍ତି ଅଭିଜିତ ।

ଅଭିଜିତ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି କରୁଥିଲେ । ଆଉ ଯୁବତୀଙ୍କ ସହ ତାଙ୍କ ଆଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ଏହି ପ୍ରେମ କାହାଣୀ ବିବାହର ରୂପ ନେବା ଆଗରୁ ଦୁନିଆରୁ ବିଦାୟ ନେଇଗଲେ ଅଭିଜିତ ।

ଏହି ଘଟଣା ଘଟିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ନିଜ ପୁଅକୁ ହରାଇ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛି । ଏହି ହୃଦୟ ବିଦାୟ ଘଟଣା ରୁ ଜଣା ପଡୁଛି ଅଭିଜିତ ତାଙ୍କ ପ୍ରେମିକାଙ୍କୁ କେତେ ଭଲ ପାଉଥିଲେ । ପ୍ରେମ ଏମିତି ଏକ ବନ୍ଧନ ଯେଉଁଥିରେ ଥରେ ପଡିଗଲେ ସେଥିରୁ ବାହାରିବା ବହୁତ କଷ୍ଟକର ହୋଇପଡେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *