ପ୍ରେମ କରିବା ପଡିଲା ଭାରି! ପ୍ରେମିକାର ଭାଇ ଯୁବକ ସହ କଲା ଏମିତି କାଣ୍ଡ କି Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ପ୍ରେମ ହେଉଛି ଏମିତି ଏକ ବନ୍ଧନ ଯାହା ଜୀବନରେ ମାତ୍ର ଥରେ ହୋଇଥାଏ । ପ୍ରେମ ବନ୍ଧନରେ ଯିଏ ବାନ୍ଧି ହୋଇଯାଏ ସେ ଆଉ କିଛି ଦେଖିପାରେ ନାହି । ପ୍ରେମରେ ଅନ୍ଧ ଥିବା ବ୍ୟକ୍ତି ନିଜର ପରିବାରକୁ ମଧ୍ୟ ଭୁଲିଯାଏ ଏହା ହେଉଛି ଆଜିକାଲି ର ପ୍ରେମ । ଆମ ସମାଜରେ ଏମିତି ବି ପୁଅ ଝିଅ ଅଛନ୍ତି ଯେଉଁ ମାନେ ଟାଇମ ପାସ କରିବା ପାଇଁ ପ୍ରେମ ସମ୍ପର୍କ ଗଢୁଛନ୍ତି । କିନ୍ତୁ ଅନ୍ୟ କ୍ଷେତ୍ର ରେ ଏମିତି କିଛି ପ୍ରେମୀ ଯୁଗଳ ଅଛନ୍ତି ଯେଉଁ ମାନେ ନିଜ ପ୍ରେମ ପାଇଁ କିଛି ବି କରିବାକୁ ଆଗେଇ ଆସିଥାନ୍ତି ।

ନିଜର ଶେଷ ଯାଏଁ ପ୍ରେମ ପାଇବାକୁ ଚେଷ୍ଟା କରିଥାନ୍ତି ପ୍ରେମୀ ଯୁଗଳ । ତେବେ ଆଜିର ଆମର ବିଷୟ ବସ୍ତୁ ପ୍ରେମ କାହାଣୀକୁ ନେଇ ରହିଛି । ଆପଣ ଏମାନେ ଏହି ଭିଡିଓ ରେ ଯେଉଁ ଦୃଶ୍ୟ ଦେଖୁଛନ୍ତି ତାହା ବ୍ରହ୍ମପୁର ସହରର ଗାନ୍ଧୀ ନଗରର । ଏଠାରେ ଝିଅର ଭାଇ ଭଉଣୀ ପ୍ରେମିକ ସହ କଥା ହେଉଥିବା ସମୟରେ ଧରି ନେଇଛି । ସୂଚନା ଅନୁସାରେ ପ୍ରେମିକା ଜଣକ କୌଣସି କଲେଜର ଛାତ୍ରୀ ଅଟନ୍ତି ।

ସେ ଭ୍ୟାଲେନ୍ଟାଇନ ଡେ ରେ ନିଜ ପ୍ରେମିକଙ୍କୁ ଦେଖା କରିବା ପାଇ ଆସିଥିଲେ । କିନ୍ତୁ ଏହି ଖବର ଝିଅର ଭାଇ ଜାଣି ପାରି ଘଟଣା ସ୍ଥଳ ରେ ଆସି ପହଞ୍ଚି ଯାଇଥିଲେ । ଯାହା ପରେ ଯାହା ଘଟିଲା ତାହା ଦୁହେଁ ପ୍ରେମୀ ଯୁଗଳ କେବେ ଭାବି ନ ଥିଲେ । ପ୍ରେମିକଙ୍କ ଭାଇ ଅନ୍ୟ କିଛି ବନ୍ଧୁଙ୍କୁ ନେଇ ସେଠାରେ ଆସି ପହଞ୍ଚି ପ୍ରେମିକକୁ ବହୁତ ମାଡ କାରିଛନ୍ତି । ସୂତ୍ର ଅନୁସାରେ ନିଜ ଝିଅକୁ ଧରିବା ପାଇଁ ମା ପୁଅକୁ ପଠାଇଛି ।

ଏହି ଭିଡିଓ ରେ ଝିଅର ଭାଇ ନିଜ ମାଙ୍କ ସହ ଫୋନରେ କଥା ହେଉଥିବା ସମୟରେ କହୁଛନ୍ତି ମାମି ମୁଁ ପାଇଗଲି । ତେବେ ଭାଇର କିଛି ବନ୍ଧୁ ମାନେ ପ୍ରେମିକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । କିନ୍ତୁ ପ୍ରେମିକ ଜଣକ ନିଜ ପ୍ରେମିକଙ୍କ ପ୍ରତି ଏତେ ସଚ୍ଚୋଟତା ଯେ ନିଜ ପ୍ରେମିକକୁ ମାଡ ଖାଉଥିବାର ଦେଖି ଏହାର ପ୍ରତିବାଦ ମଧ୍ୟ କରୁଛନ୍ତି ।

ପ୍ରେମିକା ଜଣକ ଏତେ ସବୁ ହେଲା ପରେ ମଧ୍ୟ ପ୍ରେମିକଙ୍କ ହାତ ଛାଡି ନାହାନ୍ତି । ସତରେ ଏହି ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ କିଛି ନିଆରା ଲାଗୁଛି । ତେବେ ଭାଇ ଭଉଣୀର ପ୍ରେମର ପ୍ରତିବାଦ କରିବାକୁ ଯାଇ ଏପରି କାଣ୍ଡ ଘଟାଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇ କୌଣସି ନିସ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନେବାର ଥିଲା ଯାହା ଏହି ଘଟଣା ରୁ ଜଣା ପଡୁଛି । ତେବେ ଭାଇ ଭଉଣୀଙ୍କ ସମ୍ପର୍କକୁ ପଛରେ ପକାଇ ଭଉଣୀ ନିଜ ପ୍ରେମିକଙ୍କ ହାତ ଧରିବାକୁ ପସନ୍ଦ କରୁଛନ୍ତି ଯାହା ଏହି ଘଟଣାରେ ସ୍ପଷ୍ଟ ହେଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *