Mahashivrati 2022: ମାର୍ଚ୍ଚ 01 ମହାଶିବରାତ୍ରି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 7ଟି କାମ ନଚେତ ହୋଇଯିବେ ବର୍ବାଦ

ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ମଙ୍ଗଳବାର ଦିନ ପଡିବାକୁ ଯାଉଛି । ମହା ଶିବରାତ୍ରି ହିନ୍ଦୁ ଧର୍ମରେ ଏକ ମହାନ ପର୍ବ ହୋଇଥାଏ । ମହାଦେବଙ୍କ କୃପା ଲାଭ ପାଇଁ ଏହି ଦିନ ତାଙ୍କର ବ୍ରତ ଉପାସନା କରାଯାଏ । ଫାଲ୍ଗୁନ ଆମସର କୃଷ୍ଣ ପକ୍ଷର ଚତୁର୍ଦସୀ ତିଥିକୁ ମହାଶିବରାତ୍ରି ଭାବେ ପାଳନ କରାଯାଏଆ । ମାନ୍ୟତା ଅହକି କି ସୃଷ୍ଟିର ପ୍ରାମ୍ଭବରେ ମହାଦେବ ବ୍ରମ୍ହାରୁ ରୁଦ୍ର ରୂପ ଧାରଣ କରିଥିଲେ । ମହାଦେବ ଯେତେ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି ସେତେ ଜଲ୍ଦି କ୍ରୋଧିତ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଦିନ କେଉଁ କାମ କରିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।

୧- ମହାଶିବରାତ୍ରି ଦିନ ଶିବଲିଙ୍ଗ ଉପରେ ଚଢା ଯାଇଥିବା ପ୍ରସାଦକୁ ଭକ୍ତ ମାନେ ଗ୍ରହଣ କରିବା ଅନୁଚିତ । ଏହା ଦ୍ଵାରା ଦୁର୍ଭାଗ୍ୟ ଆସିବା ସହ ଧନ ହାନି ଓ ରୋଗ ବୃଦ୍ଧି ହୋଇଥାଏ । ଏହା ସହ ବ୍ୟକ୍ତି ଜୀବନରେ ଅନେକ ସମସ୍ୟା ମାନ ସୃଷ୍ଟି ହୋଇଥାଏ ।

୨- ମହାଦେବଙ୍କୁ ପୂଜା କରିବା ସମୟରେ ୩ ପତ୍ର ଥିବା ଅକ୍ଷତ ବେଲପତ୍ର ଅର୍ପଣ କରିବା ଉଚିତ । ଏହା ସହ ଧଳା ଫୁଲ ଓ ଚନ୍ଦନ ଲଗାଇ ଦିଅନ୍ତୁ । ଏହି ଦିନ ସିନ୍ଦୁର ଶିବଲିଙ୍ଗ ଉପରେ ଲଗାନ୍ତୁ ନାହି । ଏହା ସହ କ୍ଷୀର, ମହୁ, ଦହି, ଚିନୀରେ ମହାଦେବଙ୍କର ଜଳାଭିଷେକ କରନ୍ତୁ ।

୩- ଶିବରାତ୍ରିରେ ମହାଦେବଙ୍କୁ ବେଲପତ୍ର ଚଢାନ୍ତୁ ଯାହାର ବିଶେଷ ମହତ୍ଵ ରହିଛି । ବେଲର ଅର୍ଥ ହେଉଛି ଚିରକାଳ । ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ଦ୍ଵାରା ପୂଣ୍ୟ ପ୍ରାପ୍ତ ହୋଇଥାଏ । ଯେଉଁ ମାନେ ବ୍ରତ କରିଥିବେ ସେମାନେ ପ୍ରଥମ ପ୍ରହାରରେ ଜଳାଭିଷେକ, ଦିତୀୟ ଓ ତୃତୀୟ ପ୍ରହାରରେ ଦହିର ଅଭିଷେକ, ଚତୁର୍ଥ ପ୍ରହାରରେ ମହୁ ର ଅଭିଷେକ କରନ୍ତୁ ।

୪- ମହାଦେବଙ୍କୁ ଅକ୍ଷତ ଚାଉଳ ଅର୍ପଣ କରିବା ଉଚିତ । ଏହା ସହ ତୁଳସୀ ପାତ୍ର ଚଢାନ୍ତୁ । ଭୁଲରେ ବି କେତକୀ ବା ଚମ୍ପା ଫୁଲ ଅର୍ପଣ କରନ୍ତୁ ନାହି । ପୂଜା କରିବା ସମୟରେ ତମ୍ବା ବା ରୂପା ପାତ୍ର ବ୍ୟଭର କରନ୍ତୁ । ଷ୍ଟିଲ ବା ଅନ୍ୟ କୌଣସି ଧାତୁର ପାତ୍ର ଏହି ଦିନ ବ୍ୟବହାର କରନ୍ତୁ ନାହି ।

୫- ଶିବରାତ୍ରି ଦିନ ଶଙ୍ଖ ରେ ଜଳ ଅର୍ପଣ କରନ୍ତୁ ନାହି । ଏହା ସହ ଭୁଲରେ ବି ଏହି ଦିନ କଳା ବସ୍ତ୍ର ଧାରଣ କରନ୍ତୁ ନାହି । ଚାଉଳ, ଗହମ, ଡାଲି ରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବା ଏହି ଦିନ ଅନିବାର୍ଯ୍ୟ ଅଟେ । କିନ୍ତୁ କ୍ଷୀର ଓ ଫଳ ଖାଇ ବ୍ରତ କରିପାରିବେ ।

୬- ଆଧ୍ୟତ୍ମିକ କଥା ଅନୁସାରେ ଶିବରାତ୍ରି ଦିନ ମହାଦେବ ଓ ମା ପାର୍ବତୀଙ୍କ ମିଳନ ହୋଇଥାଏ । ତେଣୁ ଏହି ଦିନ ପ୍ରାତ କାଳରେ ଉଠି ସ୍ନାନ କରିବା ଉଚିତ । ମାନ୍ୟତା ଅନୁସାରେ ମହାଦେବ ପୁରୁଷର ପ୍ରତିନିଧିତ୍ଵ କରନ୍ତି ଓ ଦେବୀ ପାର୍ବତୀ ପ୍ରକୃତିର ପ୍ରତୀକ ଅଟନ୍ତି । ଏହି ଦୁଇଟି ଜିନିଷ ବ୍ରମ୍ହାଣ୍ଡକୁ ସୃଷ୍ଟି କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *