ଘରେ ବସିକି ଏହି ଭଳି ଏବେ ବ୍ୟବସ୍ଥା ଅଛି କି ସେମାନେ ଏବେ ଅନେକ ପ୍ରକାର ଖାଇବା ମଗେଇବା କିମ୍ବା ଜିନିଷ କିଣିବା ଭଳି କାମ ଏବେ ବହୁତ ଲୋକ ପ୍ରିୟ ହୋଇଛି । କିଛି ଲୋକମାନେ ଏବେ ଏହାକୁ ଅନେକ ଭଲ ପାଉ ଛନ୍ତି । ଆପଣ କଣ ଜାଣି ଛନ୍ତି କି ଆମେ ଯେଉଁ ଏକ ବଟମ ଦବାଇକି ନିଜର ସବୁ କାମ କରି ପାରୁଛେ । ଆମେ ଏହାକୁ ଏକ ବରଦାନ ବୋଲି ମଧ୍ୟ କହି ପାରିବା ।
ଆପଣ ଏହାକାଉ ଏହା ମଧ୍ୟ କହି ପାରନ୍ତି କି ଆମେ ନିଜ ଘରର ସବୁ ପ୍ରକାର ଖଜଣା ମଧ୍ୟ ଏକ ଜାଗାରେ ପଇଠ କରି ଦେଉଛେ । ଏହି ଭଳି ସୁବିଧା ମିଳିବା ସହ ଆମ ସହ କିଛି ଅସୁବିଧା ମଧ୍ୟ ହୋଇ ପାରେ । ଆଜି ଆମେ କହିବା କି ଆପଣଙ୍କ ର ଏକ ମାତ୍ର ଭୁଲ ଦ୍ଵାରା ଆପଣ ଭୋଗ୍ୟ ପାରନ୍ତି ଅନେକ କଷ୍ଟ ।
ଆପଣଙ୍କ ସବୁ ଅର୍ଜିତ ପଇସା ହୋଇ ପାରେ ଗୋଲ । ଯେଉଁ ଭଳି ଏହି ସ୍କାମ ଚାଲିଛି ଏହାକାଉ ଅଟକାଇବା ପାଇଁ ଆମକୁ କିଛି ନିୟମ ଓ କିଛି କଥା ଉପରେ ନିଜର ନଜର ରଖିବା ପାଇଁ ପଡିବ । ଆସନ୍ତୁ ଜାଣିବା ଆମର ପ୍ରଥମ ଭୁଲ କଣ ହେଉଛି ।
ପ୍ରଥମ ଭୁଲ – ଭୂଲରେ କୌଣସି ସ୍କାମ ମେଲ କିମ୍ବା ମେସେଜ କୁ କେବେ ହେଲେ ଆପଣ ଖୋଲନ୍ତୁ ନି ଏହାକୁ ଆପଣ ତୁରନ୍ତ କାଟି ଦିଅନ୍ତୁ । ଯଦି ଆପାନନ୍କୁ ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା ନିଶ୍ଚିତ କରିବାକୁ କିମ୍ବା ପୁଅରଣ କରିବା ପାଇଁ କୁହାଯାଉଛି ତେବେ ଆପଣ ଏହାକାଉ କାଟୀ ଦିଅନ୍ତୁ । ଏହା ଦ୍ଵାରା ଆପଣ ଠକାମିର ଶିକାର ହୋଇ ପାରିବେ ।
ଦ୍ଵିତୀୟ ଭୁଲ – ଯଦି ଆପଣଙ୍କୁ କେହି ଇମେଲ ପଠାଉଛି ଓ ଆପଣ ଜିତିଥିବା ପଇସା ଆପଣଙ୍କ ପାଖକୁ ପଠାଇବା ପାଇଁ କିଛି କ୍ଲିକ କରିବା ପାଇଁ କହୁଛି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ କାଟୀ ଦିଅନ୍ତୁ ।
ତୃତୀୟ ଭୁଲ – ଆପଣଙ୍କୁ ଯଦି କେହି ହ୍ଵାଟସପ ରେ କିଛି ଆପ ପଠାଉଛି ଓ କହୁଛି କି ଆପଣ ଏହାକୁ ଡାଉନଲୋଡ କରନ୍ତୁ ତେବେ ଆପଣ ଏହାକାଉ କରନ୍ତୁ ନି କ୍କାରଣ ମାତ୍ର ଠାରେ ଆପଣ ଏହାକୁ ଡାଉନଲୋଡ କରି ନେଲେ ଆପଣଙ୍କ ସବୁ ଇନ୍ଫର୍ମେସନ ଚାଲିଯିବ ଯାହା ଦ୍ଵାରା ଆପଣ ଅସୁବିଧା ଭୋଗ କରି ପାରନ୍ତି ।
ଚତୁର୍ଥ ଭୁଲ – ନ୍ନିଜ ଫୋନ କିମ୍ବା ନିଜ କମ୍ପ୍ଯୁଟର ଛଡା ଆପଣ ଆଉ କାହା ଫୋନ ରେ ବାଙ୍କିଙ୍ଗ କାମ କରନ୍ତୁ ନି । ପଞ୍ଚମ ଭୁଲ – ଆପଣ କେବେହେଲେ ନିଜ କୁ ଦିଆ ଯାଇ ଥିବା ଓଟିପି କୁ କାହାକୁ ସେଯାର କରନ୍ତୁ ନି କ୍କାରଣ କେହି ବାଙ୍କ ଆପଣଙ୍କୁ କେବେ ଭି ଏହି ଭଳି କଥା କହିବେନି ।