ନମସ୍କାର ବନ୍ଧୁଗଣ । ପ୍ରତେକ ବାପା ମାଙ୍କ ପାଇଁ ତାଙ୍କ ପିଲା ସବୁ କିଛି ହୋଇଥାନ୍ତି । ପିଲାଙ୍କ ଜୀବନ ରକ୍ଷା ପାଇଁ ବାପା ମା କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଆପଣ ମାନେ କୁନି ପୁଅ ରାଜବିରଙ୍କ କଥା ନିଶ୍ଚିନ୍ତ ଭାବେ ଶୁଣିଥିବେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏତେ ଗୁରୁତର ହୋଇ ପଡିଛି ଯାହା ପାଇଁ ତାଙ୍କ ବାପା ମା ଗଣ ମାଧ୍ୟମ ଜରିଆରେ ଲୋକ ମାନଙ୍କୁ ଆର୍ଥିକ ସାହାଜ୍ଯ କରିବା ପାଇଁ ଅନୁରୋଧ କରୁଛନ୍ତି ।
ତେବେ ଯେତେବେଳେ ଜଣେ କୁନି ଶିଶୁ ର ଜୀବନ ବାଜି ଲାଗିଥିବା ବେଳେ ବା ମା ରାସ୍ତା କଡା ବୁଲ ବୁଲି ମାଗଣା କରୁଛନ୍ତି ସେହି ସମୟରେ କିଛି କୁଚକ୍ରାନ୍ତକାରୀ ସୋସିଆଲ ମିଡିଆରେ ରାଜବିରଙ୍କ ବାପା ଙ୍କ ଭାଇରାଲ ଭିଡିଓ ଜରିଆରେ ଜଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ ।
ସୂଚନା ଅନୁସାରେ ପୁରୁଣା ରାଗ ସୁଝିବା ପାଇଁ ରାଜବିରଙ୍କ ବାପାଙ୍କ ଭିଡିଓ ଭାଇରାଲ କରା ଯାଇଛି ତାହା ସ୍ପଷ୍ଟ ହୋଇ ସାରିଲାଣି । ଆଉ ମାତ୍ର କିଛି ଦିନ ଦିନରେ ରାଜବିରଙ୍କ ଚିକିତ୍ସା ଆରମ୍ଭ ହେବ । କିନ୍ତୁ ସୋସିଆଲ ମିଡିଆରେ ରାଜବିରଙ୍କ ବାପାଙ୍କର ଭିଡିଓ ଦେଖି କିଛି ଲୋକେ ରାଜବିରଙ୍କ ଠାରୁ ମୁହଁ ଫେରାଇ ନେଲେଣି ।
ମାଗଣା ଟଙ୍କାରୁ ଭାଗ ବସାଇବାକୁ ଚେଷ୍ଟା କରୁଥିବା ଜଣେ କୁଚକ୍ରାନ୍ତକାରୀ ଭିଡିଓ ଭାଇଆରାଲ କରୁଥିବା ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏବେ ରାଜବିରଙ୍କ ବାପା ମା ଗାମ ମାଧ୍ୟମରେ ଆଗକୁ ଆସି ସତ କଣ କହିଛନ୍ତି । ଏହା ପରେ ବି କିଛି ଭାଦ୍ର ମୁଖା ପିନ୍ଧା ବ୍ୟକ୍ତି ସୋସିଆଲ ମିଡିଆରେ ସେ ଭିଡିଓ କୁ ଭାଇରାଲ କରିବାରେ ଲାଗିଛନ୍ତି ।
କିଏ ସେ ବ୍ୟକ୍ତି ଓ କଣ ତାଙ୍କର ଉଦେଷ୍ଟା ରହିଛି ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ଜଣେ କୁନି ଶିଶୁର ସ୍ୱାସ୍ଥ୍ୟକୁ ନେଇ ସଙ୍ଗହାତିକ ସମସ୍ଯା କଣ ସେହି ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କୁ ଟିକେ ବି ପ୍ରଭାବିତ କରୁ ନାହି । ଏହି ସାମାନ୍ୟ ଭୁଲ କାହାର ଜୀବନ ନେଇପାରେ । ପୁଣି କୁହା ଯାଉଛି ରାଜବିରଙ୍କ ବାପା ଟଙ୍କା ଯୋଗାଡ କରି ଅଏସ କରୁଥିଲେ ।
ତେଣୁ ଇଏ କେଉଁ ପ୍ରକାରର ଅଏସ ତାହା ସମତାଙ୍କ ମନରେ ପ୍ରଶ୍ନ ଉଠିଛି । ସବୁ ପରେ ମଧ୍ୟ ରାଜବିରଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ହୋଇଛି । ତେଣୁ ରାଜବିରଙ୍କୁ ଓଡିଶା ବାସୀ ସାହାଜ୍ଯ କରିବାକୁ ବିଭିନ୍ନ ମହଲରୁ ନିବେଦନ କରା ଯାଇଛି । ଆପଣ ମାନେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ବିଷୟରେ ନ ଚିନ୍ତା କରି ରାଜବିରନୁ ସାହାଯ୍ୟର ହାତ ବଢାଇବା ଉଚିତ । ଆସା କରୁଛୁ ରାଜବିର ବହୁତ ଜଲ୍ଦି ଆରୋଗ୍ଯ ହୋଇଯିବେ ।
ବନ୍ଧୁଗଣ ଆପଣ ମାନଙ୍କର ରାଜବିରଙ୍କ ବାପା ଓ ମାନକ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।