ନମସ୍କାର ବନ୍ଧୁଗଣ । ବାହାଘରରେ ଏମିତି କିଛି ମଜାଦାର ଘଟଣା ଘଟିଥାଏ ଯାହା ଆପଣ ମାନେ ଦେଖିଥିବେ । କିନ୍ତୁ କଣ ଆପଣ କେବେ ବାହାଘର ରେ ବର କନ୍ୟା ଙ୍କ ମଧ୍ୟରେ ରଣ ଯୁଦ୍ଧ ଲାଗିବାର ଦେଖିଛନ୍ତି । ବାହାଘର ବେଦି ଉପରେ ବର କନ୍ୟା ମଧ୍ୟରେ ଏମିତି ଯୁଦ୍ଧ ଲାଗିଛି ଯାହା ବୋଧ ହୁଏ ଆପଣ ମାନେ କେବେ ଦେଖି ନ ଥିବେ । ବିବାହରେ ବରଯାତ୍ରୀ ଝଗଡା ଏକ ସାଧାରଣ କଥା ଅଟେ ।
କିନ୍ତୁ ସାତ ଜନ୍ମ ପାଇଁ ସାଥି ହେବାକୁ ଯାଉଥିବା ଏହି ନବ ଦାମ୍ପତ୍ୟ ଙ୍କ ମଧ୍ୟରେ ଝଗଡା ଏବ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ଭିଡିଓ ରେ ବର କନ୍ୟା ଙ୍କୁ ପାଣି ଗ୍ଳାସ ଦେବା ମାତ୍ରେ କନ୍ୟା ସେହି ପାଣି ଗ୍ଲାସକୁ ହାତରେ ଫୋପାଡି ଦେଇଥିଲେ । ପ୍ରକୃତ ଘଟଣା ହେଉଛି ବର ପ୍ରଥମେ କନ୍ୟାକୁ ମିଠା ଖୁଆଇ ଦେବା ସମୟରେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିବା କନ୍ୟା ରାଗରେ ସେ ମିଠା କୁ ଫୋପାଡି ଦେଇଥିଲେ ।
ତେବେ ପୁଣି ଥରେ ପୂଜକ କନ୍ୟା ଙ୍କୁ ପାଣି ଗ୍ଳାସ ଦେବା ପାଇଁ କହିଥିଲେ । ବର ମଧ୍ୟ ଠିକ ସେହିପରି ପାଣି ଗ୍ଳାସ କୁ ହାତରେ ଏଡାଇ ଦେଇଥିଲେ । ଏହା ପରେ କନ୍ୟା ରାଗି ଯାଇ ପାଣି ଗ୍ଳାସ କୁ ଲୋକଙ୍କ ଉପରକୁ ଫୋପାଡି ଦେଇଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ଏହି ବିବାହର ଦୃଶ୍ୟ କେଉଁ ସ୍ଥାନ ରୁ ଆସିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି ।
କିନ୍ତୁ ଇଣ୍ଟରନେଟ ଦୁନିଆରେ ଏହି ଭିଡିଓ କୁ ଅନେକ ଲୋକ ଦେଖି ସାରିଲେଣି । ଏହା ସହ ସୋସିଆଲ ମିଡିଆର ୟୁଜର୍ସ ମାନେ ଏହି ଭିଡିଓ କୁ ନେଇ ଅନେକ ସାରା ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ୟୁଜର୍ସ କହିଛନ୍ତି ଯେ ଏହା ହେଉଛି ଟକ୍କର ଯୋଡି ।
ଆଉ କେହି ମତ ଦେଇଛନ୍ତି ଏକ୍ସ ସହ ବାହାଘର ହେଲେ ଏମିତି ହୁଏ । ତେବେ ଏହି ଭିଡିଓ ରେ ବର କନ୍ୟା ଦୁହେଁ ପରସ୍ପରର ବିରୁଦ୍ଧରେ ଯୁଦ୍ଧ କରିବାରେ ଲାଗିଛନ୍ତି । ଏହି ଦୃଶ୍ୟ ଟି ବହୁତ ମଜାଦାର ମଧ୍ୟ ଲାଗୁଛି । ଦୁହେଁ କେହି କାହା ଠାରୁ କମ ନୁହନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି ।
ବନ୍ଧୁଗଣ ଆପଣ ମାନଙ୍କର ନବ ଦମ୍ପତିଙ୍କ ଯୁଦ୍ଧ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।