ଆଜିର ସମୟରେ ଓଡିଆ ଫିଲମର ଚାହିଦା କେବଳ ଓଡିଶା ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ଚର୍ଚ୍ଚା ରେ ରହିଛି । ଠିକ ସେହିପରି ଓଡିଆ ଫିଲମରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ଲୋକ ମାନେ ବେଶ ପସନ୍ଦ କରୁଛନ୍ତି । ବିଶେଷ କରି ଯେଉଁ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋକିହନ୍ତି ସେମାନେ ଗଣ ମାଧ୍ୟମରେ ଅଧିକାଂଶ ସମୟରେ ଚର୍ଚ୍ଚା ରେ ରହୁଛନ୍ତି ସେମାନଙ୍କର ବୈବାହିକ ଜୀବନୀକୁ ନେଇ ।
ତେବେ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ କୋୟଲ ବାନାର୍ଜୀଙ୍କ ବିବାହ ପରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ତାଙ୍କ ଶାଶୁଘରକୁ ଯାଇ କଣ ସବୁ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ବଙ୍ଗୀୟ ନାୟିକା କୋୟଲ ବାନାର୍ଜୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଫିଲ୍ମ ଜଗତରେ ଅଭିନୟ କରିବା ସମୟରେ ଅଭିନେତା ବବି ମିଶ୍ର ଙ୍କୁ ପ୍ରେମ କରି ଦୁହେଁ ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
ବିବାହ ପରେ ଦୁହେଁ ବହୁତ ହସ ଖୁସିରେ ସମୟ ଅତିବାହିତ କରିଥିବାର ଅନେକ ଥର ସୋସିଆଲ ମିଡିଆରେ ନଜର ଆସିଛନ୍ତି । କିନ୍ତୁ ଗତ ଦୁଇ ବାର ତଳେ କୋୟଲ ବବି ମିଶ୍ରଙ୍କୁ ଠାରୁ ଅଲଗା ହେବା କଥା ନିଜ ସୋସିଆଲ ଆକାଉଣ୍ଟ ରେ ସେୟାର କରିଥିଲେ । ତେବେ ଏହି ଦୁଇ ଯୋଡିକୁ ଦର୍ଶକ ମାନେ ବେଶ ପସନ୍ଦ କରୁଥିଲେ । କିନ୍ତୁ ଦୁହେଁ ଅଲଗା ହେବା ପରେ କୋୟଲ ଓଡିଶାରୁ କୋଲକାତା ଫେରି ଯାଇଥିଲେ ।
ଏବେ କୋୟଲ ଦିତୀୟ ବିବାହ କରିଛନ୍ତି ଯାହାକୁ ନେଇ ଗଣ ମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତାଙ୍କର ଦିତୀୟ ବିବାହକୁ ନେଇ କୋୟଲ ବେଶ ଖୁସି ଥିବାର ନଜର ଆସୁଛନ୍ତି । କୋଲକାତାରେ ତାଙ୍କର ଦିତୀୟ ବିବାହ ହୋଇଛି । ସେ ବର୍ତ୍ତମାନ ବେଙ୍ଗଲି ଫିଲ୍ମରେ ନିଜର ଅଭିନୟ ଜାରି ରଖିଛନ୍ତି । କୋୟଲ ତାଙ୍କ ଦିତୀୟ ସ୍ଵାମୀଙ୍କର ଫୋଟୋ ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି । କିନ୍ତୁ ଦର୍ଶକ ମାନେ କୋୟଲଙ୍କର ଦିତୀୟ ବିବାହକୁ ନେଇ ଦୁଖ ପ୍ରକାଶ କରିଛନ୍ତି ।
ଏହି ମାମଲା ରେ ବବି ମିଶ୍ର କହିଛନ୍ତି ଯେ କୋୟଲ ଯେଉଁଠି ବି ରୁହନ୍ତୁ ଖୁସିରେ ରୁହନ୍ତୁ । ତେବେ କୋୟଲଙ୍କ ଶାଶୁଘରକୁ ଅଭିନେତ୍ରୀ ଝିଲିକ ବୁଲିବା ପାଇଁ ଯାଇଛନ୍ତି ଯାହା ସୂତ୍ର ରୁ ଜଣା ପଡିଛି । ଦୁହେଁ ବହୁତ ସାରା ମଜା ମସ୍ତି କରିବା ସହ ପରସ୍ପର ସହ ଟାଇମ ସ୍ପେନ୍ଡ ମଧ୍ୟ କରିଛନ୍ତି । ଝିଲିକଙ୍କର କୋୟଲଙ୍କ ସହ ବହୁତ ଭଲ ସମ୍ପର୍କ ପୂର୍ବରୁ ରହି ଆସିଛି ।
ତେଣୁ ନିଜ ବନ୍ଧୁଙ୍କର ଶାଶୁଘରକୁ ଯାଇ ଝିଲିକ ତାଙ୍କ ପରିବାର ସହ ଲୋକଙ୍କ ସହ ଭେଟ କରିଛନ୍ତି । ଏହା ସହ ଝିଲିକ କୋୟଲଙ୍କୁ ତାଙ୍କର ଦିତୀୟ ବିବାହକୁ ନେଇ ଅନେକ ଶୁଭକାମନା ମଧ୍ୟ ଜଣାଇଛନ୍ତି । ଦୁହେଁ ପରସ୍ପର ସମୟ ଅତିବାହିତ କରିବା ସହ ବହୁତ ଭଲ ଭଲ ଖାଇବା ମଧ୍ୟ ଖାଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର କୋୟଲ ବାନାର୍ଜୀଙ୍କର ଦିତୀୟ ବିବାହ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।