ନମସ୍କାର ବନ୍ଧୁଗଣ । ଯୁକରେନ ଓ ଋଷିୟା ମଧ୍ୟରେ ଲାଗିଥିବା ଯୁଦ୍ଧ କୁ ନେଇ ସାରା ବିଶ୍ଵରେ ଚିନ୍ତା ଜନକ ସ୍ଥିତି ସୃଷ୍ଟି ହୋଇଛି । ଆଉ ଏହାରି ମଧ୍ୟରେ ଋଷିୟାକୁ ପରମାଣୁ ବୋମାର ଧମକ ଦେଇଛି ଫ୍ରାନ୍ସ । ଫ୍ରାନ୍ସ ବଇଦଶିକ ମନ୍ତ୍ରୀ ଯେସ ଏଭଲେଶ ଦୃୟନ କହିଛନ୍ତି ଯେ ରୁଷ ବିଶ୍ଵକୁ ପରମାଣୁ ଅସ୍ତ୍ର ର ଧମକ ଦେବା ପୂର୍ବରୁ ନାଟ କଥା ଚିନ୍ତା କରିବା ଉଚିତ । କାରଣ ନାଟ ସଦସ୍ୟଙ୍କ ପାଖରେ ପରମାଣୁ ଅସ୍ତ୍ର ଗଚ୍ଛିତ ହୋଇ ରହିଛି ।
ତେଣୁ ରୁଶିୟା ମନ୍ତବ୍ୟ ଦେବା ପୂର୍ବରୁ ଆତ୍ମ ସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ଫ୍ରାନ୍ସ କହିଛି । ଏହା ସହ ଯୁଧ ସମୟରେ ପଶ୍ଚିମ ଦେଶକାଉ ଗୁଡିକୁ ଟାର୍ଗେଟ କରିଥିଲେ ପୁଟିନ । ସେ କହିଥିଲେ ଯେ ଯଦି ୟୁକ୍ରେନ ଓ ରୁଶିୟା ମଧ୍ୟରେ ଲାଗିଥିବା ଯୁଦ୍ଧ ରେ କୌଣସି ଦେଶ ମୁଣ୍ଡ ପୁରାଏ ତେବେ ସ୍ଥିତି ଭୟଙ୍କର ହେବ । ଏମିତିକି ଯାହା ପୂର୍ବର ରୁ କେବେ ହୋଇ ନ ଥିଲା ତାହା ହେବ ବୋଲି ପୁଟିନ କହିଛନ୍ତି ।
ତେବେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଳେ ସମଗ୍ର ୟୁରୋପ ପ୍ରତି ବିପଦ ଜନକ ସ୍ଥିତି ସ୍ରୁତି ମ୍ହୋଇଛି । ଯଦି କୌଣସି ରାଷ୍ଟ୍ର ୟୁକ୍ରେନ କୁ ସହାୟତା କରିବେ ତେବେ ଏହାର ପରିଣାମ ସେମାନଙ୍କୁ ଭୋଗ କରିବାକୁ ପଡିବ ବୋଲି ରୁଷ ରାଷ୍ଟ୍ରପତି ବ୍ଳାଦିନିମ ପୁଟିନ ଧମକ ଦେଇଛନ୍ତି । ଏହାରି ଜବାବ ରେ ପରମାଣୁ ବୋମାର ଧମକ ଦେଇଛି ଫ୍ରାନ୍ସ ।
କିନ୍ତୁ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ୟୁମେନୋ ଏଲ ମାଟ୍ରୋ ଙ୍କ ସହ ପୁଟିନ କଥା ହୋଇଥିଲେ । ଯୁଦ୍ଧ ନୁହେଁ ବରଂ କୂଟନୈତିକ ସ୍ତର ରେ ଆଲୋଚନା କରି ସମାଧାନ ର ରାସ୍ତା ବାଛିବାକୁ ଚେଷ୍ଟା କରିବା ପାଇଁ ଏମାନଙ୍କୁ କହିଥିଲେ ।
କିନ୍ତୁ ତାଙ୍କ କଥା ରେ ପୁଟିନ ରାଜି ନ ହୋଇ ଯୁଦ୍ଧ ର ରାସ୍ତା ଆପଣେଇ ଥିଲେ । ଏପରିକି ରୁଷ ପକ୍ଷରୁ ୟୁକ୍ରେନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଯୁଦ୍ଧ କୁ ଯଥାର୍ଥ ବୋଲି କହିଛନ୍ତି ପୁଟିନ । ଅନ୍ୟ ପକ୍ଷରେ ୟୁକ୍ରେନ କୁ ସୈନ୍ୟ ପଠାଇବ ନାହି ବୋଲି ଆମେରିକା ସ୍ପଷ୍ଟ କରିଛି । ଏହାରି ମଧ୍ୟରେ ପୁରା ବିଶ୍ଵର ନଜର ରହିଛି ଯୁଦ୍ଧ ଉପରେ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।