PM Modiଙ୍କ ଅପରେସନ ‘ଗଙ୍ଗା’, ଭାରତୀୟଙ୍କ ପାଇଁ ୟୁକ୍ରେନ ଜୀବ ବାୟୁସେନା ‘ଗ୍ଲୋବମାଷ୍ଟର’… ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଖବର

ଭାରତର ଅନେକ ଜାଗାରେ ଅନେକ ପ୍ରକାର ଲୋକମାନେ ବିଦେଶର ଅଛନ୍ତି । ଯେଉଁ ମାନେ ଜାଣି ନାହାଁନ୍ତି ସେମାନେ ଏବେ କେତେ ଭୟଙ୍କର ପରିସ୍ଥିତି ରେ ଅଛନ୍ତି ସେମାନେ ଏବେ ନାହୁତ କିଛି ଭୋଗିବା ପାଇଁ ଯାଉଛନ୍ତି । କିଭ ସହରରେ ଅନେକ ଲୋକମାନେ ଅଛନ୍ତି ଯେଉଁ ମାନେ ଏବେ ବିପଦ ଆଡକୁ ଯାଉଛନ୍ତି କାରଣ ୟୁକ୍ରେନ ଓ ରୁଷ ର ଯୁଧ୍ୟ ଏବେ ବଢିବାରେ ଲାଗିଛି ।

ମାତ୍ର ଆପଣ ଏହା ମଧ୍ୟ ଜାଣି ନିଅନ୍ତୁ କି ଏହା ଏବେ ଖୁବ ବିପଦ ଜନକ ହୋଇ ସାରିଛି । ଏବେ ଭାରତର ଆଉ ଧାର୍ଯ୍ୟ ନାଇ 7 ଟି ବିମାନରେ ଆସିଥିବା ଲୋକମାନେ ଆସି ସାରିଛନ୍ତି ମାତ୍ରେଆ ଆହୁରି କିଛି ଜଣ ଅଛନ୍ତି ଫସିକି ସେହି ଜାଗାରେ ଯେଉଁ ମାନେ କିଭି ସାହାରରେ ଅଛନ୍ତି ସେମାନଙ୍କୁ ଶିଘର ସେହି ଜାଗା ଛାଡିବା ପାଇଁ କହି ସାରିଛି ଭାରତୀୟ ଦୂତାବାଶ ।

ଆପଣ ଜାଣି ଛନ୍ତି କି ଏବେ ଏହି ଉଧାର କାମରେ ବାୟୁସେନା ମଧ୍ୟ ସାମିଲ ହେବେ । ଆପଣ ଏହା ସହ C – 17 ବିମାନ ସାମିଲ ହେବ । ଏହା ସହ ଏହା ମଧ୍ୟ କୁହାଯାଏ କି ଯୁଧ୍ୟ ବିମାନ ଯିବା ଦ୍ଵାରା ରିଲିଫ କମ ଖୁବ ଜଲ୍ଦି ସାରିବା ।

ଏହା ସହ ଫସିଥିବା ଅନ୍ୟ ଦେଶର ଲୋକମାନଙ୍କୁ ମଧ୍ୟ ଏମାନେ ଉଧାର କରିବାରେ ଲାଗିଛନ୍ତି । ଏବେ ପୋଲାଣ୍ଡ, ହଙ୍ଗେରୀ, ସହ ଆହୁରି ପାଞ୍ଚଟି ଦେଶ ପାଇଁ ଉଧାର କାମରେ ସାହାଜ୍ଯ କରିବା ଭାରତ ବୋଲି କୁହାଯାଇଛି ଏହା ମଧ୍ୟ କହିଛି କି ବାହାରେ ଥିବା ଲୋକମାନେ ଅନ୍ୟ ଦେଶରେ ହେଲେ ମଧ୍ୟ ଏହି ବିପଦରେ ଭାରତ ତାକୁ ସାହାଜ୍ଯ କରିବ ।

ଗଙ୍ଗା ମିସନ କୁ ସଫଳ କରିବା ପାଇଁ ତ୍ୱରାନ୍ୱିତ କରିବା ପାଇଁ ବାୟୁ ସେନା କୁ ସାମିଲ କରା ଯାଉଛି । ଗ୍ଲୋକ ମାଷ୍ଟର ବିମାନ ମାଧ୍ୟମରେ ଏବେ ଭାରତ କୁ ତାର ଲୋକମାନେ ଫେରି ଆସିବେ ବୋଲି କୁହାଯାଇଛି ।

ୟୁକ୍ରେନ ସହ ଅନ୍ୟ ଦେଶ ମାନେ ସହଯୋଗ କଳା ପରେ ମଧ୍ୟ ରୁଷ ଏବେ ଖୁବ ଚିନ୍ତାରେ ଅଛି ବୋଲି କୁହାଯାଉଛି । ଭାରତ ର ସରକାର କହିଛନ୍ତି କି ଏବେ ଏହି ବିପଦ ପରିସ୍ଥିତି ରେ ଆମେ ସବୁ ଏକା ଶହ ମିସିକି କାମ କରିବା ଦ୍ଵାରା ସାଧାରଣ ଜୀବନ କୁ ବଞ୍ଚାଇ ପାରିବା । ସେପାଖେ ୟୁକ୍ରେନ ଖୁବ ଚିନ୍ତାରେ ଅଛି ନିଜ ଦେଶ କୁ ନେଇକି ।

ତେବେ ଭାରତ ସରକାର ଏହାକୁ ଆଜି ଠାରୁ ଲାଗୁ କରିବାର ସୂତ୍ରରୁ ମିଳିଛି । ଏବେ ଆମେ ଜାଣି ପାରିବା କି ଭାରତ ମଧ୍ୟ ନିଜ ଦେଶ ର ଲୋକଙ୍କ ପାଇଁ ଚିନ୍ତାରେ ଅଛନ୍ତି ଏହା ସହ ମନ୍ତ୍ରୀ ମାନଙ୍କ ମଧ୍ୟରୁ ମଧ୍ୟ କିଛି ମନ୍ତ୍ରୀ ଙ୍କୁ ସେଠାକୁ ପଠା ଯାଉଛି ।

Leave a Reply

Your email address will not be published. Required fields are marked *