ନମସ୍କାର ବନ୍ଧୁଗଣ । ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଅନେକ ନୂଆ ନୂଆ କଥା ସାମନାକୁ ଆସିବାରେ ଲାହଗିଛି । ସୂଚନା ଅନୁସାରେ ରୁଷିଆ ସୈନ୍ୟ ଅନେକ କଡା ନିର୍ଦେଶ ଦେଲେ ୟୁକ୍ରେନ ରାଷ୍ଟ୍ରପତି । ସେ କହିଛନ୍ତି ଯଦି ବଞ୍ଚିବାକୁ ଚାହୁଁଛ ତେବେ ୟୁକ୍ରେନ ଛାଡି ନିଜ ରାଷ୍ଟ୍ରକୁ ପଳାୟନ କର, ଏଠାରେ ରହିଲେ କେତେବଳେ ପ୍ରାଣ ଚାଲିଯିବ ତାହା କେହି ବି ଜାଣି ନାହାନ୍ତି । ରୁଷିଆ ବିରୁଦ୍ଧରେ ଯୁଦ୍ଧକୁ ଅଧିକ କଠୋର କରିବା ପାଇଁ ୟୁକ୍ରେନ ସୈନ୍ୟ ଙ୍କୁ ନିର୍ଦେଶ ଦେଇଛନ୍ତି ଜେଲେନ୍ସସ୍କି ।

କେବଳ ଏତିକି ନୁହେଁ ବରଂ ୟୁକ୍ରେନ ରେ ବନ୍ଦୀ ଥିବା ଅନେକ କଏଦୀଙ୍କୁ ମୁକ୍ତ କରିଛନ୍ତି ଜେଲେନସ୍କି ସରକାର । ସବୁ ବନ୍ଦୀ କଏଦୀ ଏବେ ହାତରେ ବନ୍ଧୁକ ଧରି ରୁଷିଆ ସୈନ୍ୟଙ୍କୁ ଜବାବ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏହା ସହ ଯୁଦ୍ଧ କରିବା ଲାଗି ଯିଏ ଇଚ୍ଛା କରିବ ତାଙ୍କୁ ସବୁ ପ୍ରକାରର ସ୍ତର ଶସ୍ତ୍ର ଯୋଗାଇ ଦିଆଯିବ ।
ଯେମିତି ରୁଷିଆ ସୈନ୍ୟ ଆଗକୁ ନ ବଢିବେ ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ୟୁକ୍ରେନ ରାଷ୍ଟ୍ରପତି ସେନା ଙ୍କୁ ନିର୍ଦେଶ ଦେଇଛନ୍ତି । ରୁଷିଆ ଓ ୟୁକ୍ରେନ ଅମଧ୍ୟରେ ଦୀର୍ଘ ୭ ଦିନରୁ ଅଧିକ ହେବେ ଯୁଦ୍ଧ ଲାଗି ରହିଛି । ଉତିନ କାହା କଥା ଶୁଣୁ ନ ଠିଆବ ବେଳେ ଜେଲେନସ୍କି ହୁଙ୍କୁ ନାହାନ୍ତି । ଫଳରେ ଯୁଦ୍ଧ ତମିବାର ନାଁ ନେଉଆ ନାହି ।

ରୁଷିଆ କୁ ସହଜରେ ଛାଡିବ ନାହି ୟୁକ୍ରେନ । ରୁଷିଆ ସୈନ୍ୟଙ୍କୁ କଡା ଟକ୍କର ଦେଉଛନ୍ତି ୟୁକ୍ରେନ ସୈନ୍ୟ । କୌଣସି ସ୍ଥିତିରେ ଆମେ ହାର ମାନିବା ନାହି ଓ ଲଢେଇ କରିବା ବୋଲି ସ୍ଲୋଗାନ ଦେଉଛନ୍ତି ୟୁକ୍ରେନ ସୈନ୍ୟ । ଆଉ ଏହି ସ୍ଲୋଗାନ ଯୁଦ୍ଧ ପାଇଁ ବଳ ଯୋଗାଉଥିବା କୁହା ଯାଇଛି । ରୁଷିଆ ସୈନ୍ୟ କିପ୍ତ କୁ ଅକ୍ତିଆର କରିବା ପାଇଁ ଯେତେ ଚେଷ୍ଟା କରିଲେ ବି ଫଳପ୍ରଦ ହେଉ ନାହି ।
ୟୁକ୍ରେନ ଯବନାଙ୍କ ମୁହଁ ତୋଡ ଜବାବରେ ହାରାସ ହୋଇଛନ୍ତି ରୁଷିଆ ସୈନ୍ୟ । ଅନ୍ୟ ପକ୍ଷରେ ରୁଷିଆ ଉପରେ ଲାଗିଥିବା ଆନ୍ତଜାତୀୟ କଟକଣାକୁ ନେଇ ଚିନ୍ତା ରେ ପୁଟିନ । ଆଉ ଅଧିକ ଦିନ ଏମିତି ଯୁଦ୍ଧ ଲାଗି ରହିଲେ ସ୍ଥିତି ଆହୁରି ଜଟିଳ ହୋଇପାରେ ।

ତେଣୁ ଯଥା ଶୀଘ୍ର ୟୁକ୍ରେନ କୁ ଅକ୍ତିଆର କରୁଛନ୍ତି ରୁଷିଆ ସୈନ୍ୟ । କିନ୍ତୁ ରୁଷିଆ ର ଗୋଟିଏ ପରେ ଗୋଟିଏ ଯୋଜନାକୁ ଖଣ୍ଡ କରୁଛନ୍ତି ୟୁକ୍ରେନ ସେନା । ଆଉ ଏହି ସମୟରେ ଜେଲେନସ୍କି ବନ୍ଦିଶାଳାରୁ କଏଦୀ ଙ୍କୁ ମୁକ୍ତ କରିବାକୁ ନିର୍ଦେଶ ଦେଇଥିବାରୁ ଚିନ୍ତା ରେ ପୁଟିନ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
