Interesting GK Questions – ମୋ ପାଦ ଗୁଡିକ ଭୁଇଁରେ ଅଛି ଏବଂ ମୋ ମୁଣ୍ଡ ଟି ତାରା ମାନଙ୍କ ଠାରୁ ଉପରେ ଅଛି, ମୁଁ କିଏ ? କଣ ଆପଣ ଜାଣିଛନ୍ତି ଏହାର ଉତ୍ତର – ??

ଆଜିକାଲି ପ୍ରତେକ ବ୍ୟକ୍ତି ପାଖରେ ସାଧାରଣ ଜ୍ଞାନ ରହିବା ନିହାତି ଜରୁରୀ ହୋଇ ଗଲାଣି । ସାଧାରଣତ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି ସେମାନଙ୍କର ସାଧାରଣ ଜ୍ଞାନ ରହିବା ନିହାତି ଜରୁରୀ ଅଟେ । କାରଣ ଇଣ୍ଟରଭିୟୁ ରେ ଏମିତି କିଛି ପ୍ରଶ୍ନ ପଚରା ଯାଏ ଯାହା କ୍ୟାଣ୍ଡେଟ ମାନେ ଜାଣିଥାନ୍ତି ଓ ଅନ୍ୟ କିଛି ଜାଣି ନ ଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ରୋମାଞ୍ଚକର ଓ ମଜାଦାର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଆପଣ ମାନଙ୍କର ଦୈନନ୍ଦିନ କାମରେ ମଧ୍ୟ ଲାଗି ପାରିବ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- ଆମେ ୧୦ ରୁ ୨ କୁ କେତେ ଥର ଫେରି ଫେଡି ପାରିବା ?

ଉତ୍ତର- ଥରେ ମାତ୍ର

୨- କେଉଁ ଗାଡିର ନାମକୁ ସିଧା ଲେଖିଲେ ଯାହା ଓଲଟା ଲେଖିଲେ ତାହା ହୋଇଥାଏ ?

ଉତ୍ତର- ରେଶ କାର

୩- କେଉଁ ପ୍ରାଣିର ବେକରେ ହୃତପିଣ୍ଡ ଥାଏ ?

ଉତ୍ତର- ଜିରାଫ

୪- କେଉଁ ପ୍ରାଣୀ ଗଡି ଯାଉଥିବା ପାଣି ପିଏ ନାହି ?

ଉତ୍ତର- ମେଣ୍ଢା

୫- ପାଣି ବେଙ୍ଗ କାହା ଦ୍ଵାରା ଶୁଣିପାରେ ?

ଉତ୍ତର- ଆଖି

୬- ପୃଥିବୀର ବୃହତ୍ତମ କାବ୍ୟ ଗ୍ରନ୍ଥ ର ନାମ କଣ ?

ଉତ୍ତର- ମହାଭାରତ

୭- ପୃଥିବୀର ପ୍ରାଚୀନତମ ଭାଷା ଟି କଣ ଅଟେ ?

ଉତ୍ତର- ସଂସ୍କୃତ

୮- ସଂସ୍କୃତ ବ୍ୟାରଣ ର ରଚୟତା କିଏ ଥିଲେ ?

ଉତ୍ତର- ପାଣିନି

୯- କେଉଁ ମହାଦେଶରେ ମନୁଷ୍ୟ ବାସ କରୁ ନାହାନ୍ତି ?

ଉତ୍ତର- ଆଣ୍ଟାର୍ଟିକା ମହାଦେଶ

୧୦- ଯିଏ ତିଆରି କରେ ସେ କହେ ନାହି । ଯିଏ ନିଏ ସେ ଜାଣେ ନାହି । ଯିଏ ଜାଣେ ସେ ନିଏ ନାହି । ତାହା କଣ ?

ଉତ୍ତର- ଜାଲ ନୋଟ

୧୧- ମୋ ପାଦ ଗୁଡିକ ଭୁଇଁରେ ଅଛି ଏବଂ ମୋ ମୁଣ୍ଡ ଟି ତାରା ମାନଙ୍କ ଠାରୁ ଉପରେ ଅଛି । ମୁଁ କିଏ ?

ଉତ୍ତର- ବ୍ୟାଜରେ ଷ୍ଟାର ଥିବା ପୋଲିସ ଅଫିସର

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *