ମାର୍ଚ୍ଚ ଶେଷ ହେବା ଆଗରୁ ଏହି 6 ରାଶି ହେବେ କୋଟିପତି, ସେଥିରେ ଆପଣଙ୍କ ରାଶି ନାହିଁ ତ ?

ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ଘଟଣା ଘଟିଥାଏ । ନୂଆ ମାସ ଆରମ୍ଭ ହେବା ମାତ୍ରେ ପ୍ରତେକ ବ୍ୟକ୍ତିଙ୍କ ମନରେ କିଛି ନା କିଛି ଆଶା ରହିଥାଏ । ଯାହା କିଛି ମାତ୍ରାରେ ପୁରା ହୋଇଥାଏ ତ ଆଉ କିଛି ପୁରା ହୁଏ ନାହି । ପ୍ରତେକ ବ୍ୟକ୍ତି ଜୀବନରେ ଧନୀ ହେବାକୁ ଇଚ୍ଛା କରିଥିଲେ ମଧ୍ୟ କେବେ ସଫଳ ତ କେବେ ବିଫଳ ହୋଇଥାଏ । ମାର୍ଚ୍ଚ ୨୨ ରେ ଦୁର୍ଲଭ ସଂଯୋଗ ଘଟିବାକୁ ଯାଉଛି ଯାହା ଦ୍ଵାରା ବିଶେଷ ରାଶି ମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବରେ ।

କନ୍ୟା ରାଶି : ଏହି ରାଶିରର ଲୋକ ମାନଙ୍କ ଭାଗ୍ୟ ଆକାଶ ଛୁଆଁ ରହିବ । ଧନ ଲାଭ ହେବାର ଯୋଗ ରହିଛି । ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ହୋଇପାରେ । ଯାହା ସବୁ ବାଧା ସୃଷ୍ଟି ହେଉଥିଲା ତାହା ଦୂର ହେବେ । ଆପଣଙ୍କର ଆଗାମୀ ସମୟ ଶୁଭ ରହିବ । ଦାଂପତ୍ଯ ଜୀବନର ସୁଖରେ ଓ ସନ୍ତାନ ସୁଖରେ କୌଣସି କମି ଆସିବ ନାହି ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଆଗାମୀ ସମୟ ବହୁତ ଖୁସି ନେଇକରି ଆସିବ । ବିଦେଶକୁ ଯାତ୍ରା କରିବେ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ନୂଆ ଚାକିରି ମିଳିପାରେ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ପାରିବାରିକ ଜୀବନରେ ସୁଖପୂର୍ଣ୍ଣ ରହିବ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବେ । ପରିବାର ଲୋକଙ୍କ ସହଯୋଗ ପ୍ରାପ୍ତ ହେବ ।

ମକର ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଅଟକି ରହିଥିବା କାମ ପୁରା ହେବେ । କୌଣସି ସମାରୋହରେ ଯୋଗ ଦେବେ । ଉଚ୍ଚ ଶିକ୍ଷା ପ୍ରାପ୍ତି ପାଇଁ ଏହି ମାସଟି ଉନ୍ନତ ରହିବ । ପ୍ରତେକ କାର୍ଯ୍ୟରେ ସଫଳ ହେବେ । ନୂଆ କାମ ଆରମ୍ଭ କରିବା ପାଇଁ ମାର୍ଚ୍ଚ ମାସଟି ଅନୁକୂଳ ରହିବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ବଡ ବ୍ୟବସାୟ ଆରମ୍ଭ ହେବେ । ବେପାର କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ । ସରକାରି କ୍ଷେତ୍ରରେ ଲାଭ ପାଇବେ । ଅଟକି ରହିଥିବା ଧନ ଫେରି ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଘର ପରିବାରରେ ମାହୋଲ ସୁଖଦ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ ।

ମେଶ ରାଶି : ଏହି ରାଶିର ଲୋକ ମାନଙ୍କ ସମୟ ଅନୁକୂଳ ରହିବ । ଅଚାନକ ଧନ ଲାଭ ହେବ । ବାହନ ସୁଖ, ଗୃହ ନିର୍ମାଣ ପାଇଁ ସମୟ ଅନୁକୂଳ ରହିବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ମିଥୁନ ରାଶି : ପ୍ରିୟଜନ ଓ ମିତ୍ରମାନଙ୍କ ସହ ସମ୍ପର୍କ ଭଲ ରହିବ । ବେପାର ବାଣିଜ୍ୟ କ୍ଷେତ୍ରରେ ଦୁଇ ଗୁଣା ଲାଭ ପାଇବେ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବେ । ପ୍ରେମ ଜୀବନରେ ସମୟ ଭଲ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଅମା ପୋଷ୍ଟଟି ଭଲ ଲାଗିଲେ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *