ପ୍ରେମ ରେ ଥାଏ ବହୁତ ଶକ୍ତି ଆମେ ଜାଣିଛେ କି ପ୍ରେମ ଏକ ବରଦାନ ଅଟେ । ଆମେ ଯେତେ ଚାହିଁଲେ ମଧ୍ୟ ଏହାକୁ ଆମ ଭିତରୁ କାଢି ପାରିବା ନାହିନ ରାକ୍ଷସ ହେଉ କି ଦେବତା ସଭିଙ୍କ ଅମଧ୍ୟରେ ପ୍ରେମ ରହି ଥାଏ । ଆମେ ଯଦି ପ୍ରେମ କୁ ଚିହ୍ନି ପାରୁନେ ତେବେ ଆମେ ଆଉ କିଛି ଜାଣି ପାରିବା ନି କାରଣ ହେଉଛି କି ଆମ ଜୀବନର ସୁନ୍ଦରତା କୁ ଆହୁରି ସୁନ୍ଦର କରି ଦେଇଥାଏ ପ୍ରେମ । କାହା କୁ ଏହା ସହଜରେ ମିଳି ଯାଇ ଥାଏ ତ କାହା କୁ ମିଳିବା ବେଳେ ସେହି ବ୍ୟକ୍ତି ଆଉ ଦୁନିଆରେ ନ ଥାଏ ।
ଏହି ଭଳି ଅନେକ ପ୍ରକାର ପ୍ରେମ ଆମ ଦୁନିଆକୁ ଆସିଛନ୍ତି । ମାତ୍ର ତାଙ୍କ ମଧ୍ୟରୁ କିଛି ପ୍ରେମ ଶାଖାର ହୋଇଛି ଯେଉଁ ମାନେ ନିଜ ପ୍ରେମ କୁ ସଫଳ କରିବା ପାଇଁ ସାହି ପଡିଶା କିମ୍ବା ଘର ଲୋକଙ୍କ ଆଡରେ ଆସି ନାହାଁନ୍ତି ସେମାନେ ଯାହାଭି ଚାହିଁ ଛନ୍ତି ସେମାନେ ତାକୁ ପାଇ ଛନ୍ତି କିଛି ଜଣଙ୍କୁ ଏହା ପାଇ ଅଭୁତ ବଡ ଦାମ ଦେବାକୁ ମଧ୍ୟ ପଡିଛି ।
ଆଜି ଆମେ କହିବା କି କିଛି ଲୋକମାନେ ଯେଉଁ ସମାଜ କୁ ସୁଧାରିବାରେ ଲାଗିଛନ୍ତି ଏହାକୁ ମିଛ କହି ପାରନ୍ତି । ଆଜି ଆମେ କହିବା କି ପ୍ରେମ ରେ ଏହି ଭଳି ପାଗେଳି ହୋଇ ନିଜ ପ୍ରେମିକାର ଜୀବନ ରକ୍ଷା କରିବା ପାଇଁ ପ୍ରେମିକା ଧାଇଁ ଆସିଛନ୍ତି ନିଜ ଇଜ୍ଜତ ର ଚିନ୍ତା ନ କରି ସୁଁ ସାନ ରାସ୍ତାରେ ମୁଣ୍ଡ ପିଟି ପାଗେଳି ଙ୍କ ଖୋଜି ଥିଲେ ।
ନିଜ ପ୍ରେମିକ କୁ ଶେଷରେ ପାଇଥିଲେ ରକ୍ତାକ୍ତ ହୋଇ ପଡିଥିବା ର ଦେଖିକି ନିଜକୁ ସମ୍ଭାଳି ପାରି ନଥିଲେ ପ୍ରେମିକା । ପ୍ରେମିକ କୁ ଶେଷ ସମୟରେ ଆଖି ବୁଜିବା ବେଳେ ନିଜ ଜୀବନ ରକ୍ଷା ପାଇଁ ପ୍ରେମିକ ଫୋନ କରି ଥିଲେ ପ୍ରେମିକା କୁ ରାତି 12 ଟା ରେ ବ୍ରୀଜ ଉପରେ ବସିଥିଲେ ।
ପ୍ରେମିକ ହଠାତ 20 ଜଣ ଆସିକି ତାଙ୍କ ସହ ଝଗଡା କରିବା ପାଇ ଲାଗିଲେ । ଏହା ପରେ ପ୍ରେମିକ ଙ୍କ ସହ ଝଗଡା ମଧ୍ୟରେ ସେମାନେ ତାଙ୍କ ଜଙ୍ଘକୁ ଛୁରୀରେ ମାରି ମାରି ଆହାତ କରି ଦେଇଥିଲେ । ଯନ୍ତ୍ରଣା ରେ ଚିତ୍କାର କରି ଯାହାକୁ ଫୋନ କଲେ ସେ ଫୋନ ଉଠାଇ ନଥିଲେ ।
ଶେଷରେ ପ୍ରେମିକା ର ଚେହେରା ଆଖିରେ ନାଚି ଉଠିଲା ତାଙ୍କୁ ଫୋନ କରିବା ମାତ୍ରେ ସେ ପାଗେଳି ହୋଇ ଧାଇଁ ଯାଇଥିଲେ ଓ ତାଙ୍କୁ ଚିକିସ୍ଛା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମଧ୍ୟପ୍ରଦେଶ ର ଦୋମୋହର ରେ ଜଣେ ଯୁବତୀ ନିଜ ପରିବାର ର କାହାକୁ ନଜଣାଇ ନିଜ ପ୍ରେମିକ କୁ ବଞ୍ଚାଇବା ପାଇଁ ଆସି ଯାଇ ଥିଲେ ।
ପ୍ରଫୁଲ ହେଉଛନ୍ତି ପ୍ରେମିକ ରାଜିଆ ହେଉଛି ପ୍ରେମିକା ଙ୍କ ନାମ ତେବେ ଏହି ଘଟଣା ଜଣା ପଡିବା ପରେ ସବୁ ପ୍ରଶଂସା ନ କରି ରହି ପାରୁ ନାହାଁନ୍ତି । ଏହାକୁ ବୋଧେ ହୁଏ ପ୍ରକୃତ ପ୍ରେମ କୁହାଯାଏ ।