କାହିଁକି ସିନେମା ଛାଡି ସନ୍ନ୍ୟାସୀ ହୋଇଗଲେ ଓଲିଉଡ ସୁପରଷ୍ଟାର Sriram Panda ? ସ୍ତ୍ରୀ ଖୋଲିଲେ ଗୁମର

ଆପଣ ଯଦି ଓଡିଆ ହୋଇଥିବେ ତ ଅନେକ ସମୟରେ ଅନେକ ଲୋକଙ୍କ ମୁହଁରୁ ଶ୍ରୀ ରାମ ପଣ୍ଡା ଙ୍କ ନାମ ଶୁଣିଥିବେ । ଆପଣ ଏହା ମଧ୍ୟ ଜାଣି ଥିବେ କି ଶ୍ରୀ ରାମ ପଣ୍ଡା ଦେଖିବା ପାଇଁ ବହୁତ ଲାମ୍ବା ଓ ସୁନ୍ଦର ଦେଖିବା ପାଇଁ ସେ ବହୁତ ଗୋରା ମଧ୍ୟ । ଆଜି ଆମେ କହିବା କି ଏହି ଅଭିନେତା ଜଣଙ୍କ ନିଜ ଜୀବନର ଖୁଶି କୁ ତ୍ୟାଗ କରିକି ଖୁବ କମ ବୟଶ ରୁ ସନ୍ୟାଶ ନେଇ ଯାଇଥିଲେ ।

ଆଜି ଆମେ କହିବା କି ସେ ବିବାହ କରି ଛନ୍ତି ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି ମାତ୍ର କୁହାଯାଏ ନା ଯେତେବେଳେ ଭଗବାନ ନିଜ ଆଡକୁ ଟାଣିବେ ସେତେବେଳେ ସବୁ ମାୟା ଫିକା ଲାଗିଥାଏ । ଆପଣ ଏହା ମଧ୍ୟ ଜାଣିଥିବେ କି କିଛି ଲୋକମାନେ ଏହାଙ୍କୁ ଆଜି ଭି ମନେ ରଖିଛନ୍ତି ।

ଯେଉଁ ମାନେ ତାଙ୍କ ଅଭିନୟ ଦେଖି ଛନ୍ତି ସେମାନେ ସବୁ ବେଳେ ତାଙ୍କ ଚର୍ଚ୍ଚା କରିଥାନ୍ତି । ସେ ଥିଲେ ଜଣେ କଳାକାର, ପ୍ରଯୋଜକ, ଯୋଗ ଶିକ୍ଷକ ମଧ୍ୟ । ହତାହତ ଆସିଲା ତାଙ୍କ ଜୀବନରେ ପରିବର୍ତ୍ତନ ଶ୍ରୀ ରାମ ପଣ୍ଡା ରୁ ସ୍ଵାମୀ ନିତ୍ୟ ଚତ୍ୟନ ସାଜି ଥିଲେ ସେ ।

ଶ୍ରୀ ରାମ ପଣ୍ଡା ଙ୍କୁ ଦିଆ ଯାଇଥିଲା ଜୟଦେବ ଏୱାର୍ଡ । ଏହା ସହ ତାଙ୍କ ମୁହଁ ରୁ ସେ କିଛି କହିଛନ୍ତି ତାଙ୍କ ଜୀବନର ଯାତ୍ରା ଖୁବ ସୁନ୍ଦର ନ ହୋଇଥିଲେ ମଧ୍ୟ ଖୁବ କଷ୍ଟ ଦାୟକ ମଧ୍ୟ ହୋଇ ନଥିଲା । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ଉପରେ ଅନେକ ଲୋକମାନେ ଅନେକ ପ୍ରକାର ମତ ଦେଇଛନ୍ତି ।

କିନ୍ତୁ ସେ କହିଲେ ମୁ କଣ ମୁ ସ୍ଵର୍ଗ କୁ ନ ଯାଇ ପାରେ କାରଣ ହେଉଛି ମୁ ମୋ ଘର ପରିବାର ସବୁ କୁ ଛାଡି ସନ୍ୟାଶ ନେଇଛି ଯେଉଁ ଦଙ୍ଗାରେ ଜଣେ ନାବିକ ତା ସାଥି ଙ୍କୁ ବସାଇ ଦେଇ ଥାଏ ଓ କହିଥାଏ କି ସେ ନିଶ୍ଚିତ ଭାବେ ଡଙ୍ଗା ପରି କରେଇ ଦେବ ଓ କେବଳ ତାରି କଥା ଭରଷା ରେ ବଶି ଥାଏ ପଥିକ ଟିଏ ।

ସେ କହିବା ଅନୁସାରେ ସେ ହୁଏ ତ ଅଜାଣତ ରେ ଭୁଲ କରି ଛନ୍ତି ହୁଏ ତ ଜୀବନର ଆଉ କିଛି ଦିନ ରହିବା ପରେ ସେ ସନ୍ୟାଶ ନେଇଥିଲେ ଏହା ଭଲ ହୋଇ ଥାନ୍ତା । ମାତ୍ର ସେ ନିଜ ଜୀବନର ବିବାହିତ ଜୀବନକୁ ଯେଉଁ ଭଳି ଭାବେ ବଞ୍ଚି ଛନ୍ତି ସେହି ଭଳି ଭାବେ ସେ ନିଜ ସନ୍ୟାଶ ଜୀବନ ମଧ୍ୟ ବଞ୍ଚି ଛନ୍ତି ।

Leave a Reply

Your email address will not be published. Required fields are marked *